ଜାତୀୟ

ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ

ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ...

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍‌ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କ ଉପରେ ବର୍ଷିବା ସହ କଡ଼ା...

ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବଡ଼ ବଡ଼ ନେତାଙ୍କ ନାମ ସାମିଲ କରାଯାଇଛି। ହେଲେ...

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ବିକାଶରେ ତ୍ରିପୁରାର ପରମ୍ପରାର ଯୋଗଦାନ ନେଇ ସେ...

ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ କେଜରିଓ୍ବାଲଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୨୧।୧: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ତାଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ସେ ବିପକ୍ଷ ଦଳଙ୍କୁ ଟାର୍ଗେଟ କରିଛନ୍ତି।...

ଭୁଲ ତଥ୍ୟ ଦେଇ ବିବାଦରେ ତ୍ରୀନଗର ବିଧାୟକ: ଏଏପି କାଟିଲା ପ୍ରାର୍ଥୀ ଟିକେଟ

ନୂଆଦିଲ୍ଲୀ,୨୧।୧: ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀ ତ୍ରୀନଗରରୁ ବିଧାୟକ ଜିତେନ୍ଦ୍ର ସିଂହ ତୋମାରଙ୍କ ଟିକେଟକୁ ଆମ ଆଦମୀ ପାର୍ଟି (ଏଏପି) କାଟିଦେଇଛି। ଜିତେନ୍ଦ୍ରଙ୍କ ଟିକେଟ କାଟି ତାଙ୍କ ପତ୍ନୀ ପ୍ରୀତିଙ୍କୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର...

କେଜରିଓ୍ବାଲଙ୍କ ବିପକ୍ଷରେ ଲଢିବାକୁ ଭାଜପା ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସହ ମେଣ୍ଟ କରିବା ପରେ ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ...

ସିଦ୍ଧି ବିନାୟକ ମନ୍ଦିରକୁ ୧୪ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ

ମୁମ୍ବାଇ,୨୧।୧: ମହାରାଷ୍ଟ୍ରର ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଦିଲ୍ଲୀର ଜଣେ ଭକ୍ତ ୩୫ କିଲୋ ଓଜନର ସୁନା ଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସିଦ୍ଧି ବିନାୟକ ମୁମ୍ବାଇର ଧନୀ ମନ୍ଦିର...

ରଘୁବୀର ମାର୍କେଟରେ ନିଆଁ

ସୁରଟ,୨୧।୧: ଗୁଜରାଟ ସୁରଟର ରଘୁବୀର ମାର୍କେଟରେ ମଙ୍ଗଳବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁକୁ ଲିଭାଇବା ପାଇଁ ୪୦ ଦମକଳ ଗାଡି ଚେଷ୍ଟା ଚଲାଇଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିରେ ମୃତାହତଙ୍କ ସମ୍ପର୍କରେ...

ସ୍ଥଗିତାଦେଶକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୨୧ା୧(ପି.ଟି.): ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ପାଇଁ ରହିଥିବା ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏଥିସହିତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କଠାରୁ ଅଦାଲତ ଜବାବ ଲୋଡ଼ିଛନ୍ତି। ଦୁଇ...

ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧( ଆଇଏଏନ୍‌ଏସ୍‌): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍‌ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରତିଶ୍ରୁତି...

‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’

ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବାକୁ ଓ ଅଭିଭାବକମାନଙ୍କ ବୋଝ ହାଲୁକା କରିବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri