ଜାତୀୟ

‘ଦିଲ୍ଲୀରେ ଯଦି ଭାଜପା ହାରେ, ଜୀବନରେ କେବେ ନିର୍ବାଚନ ଲଢ଼ିବିନି’

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୧୧ରେ ପ୍ରକାଶ ପାଇବା ପୂର୍ବରୁ ଏକ୍‌ଜିଟ ପୋଲ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ମକା କିଆରିରେ ଫଳିଛି ରତ୍ନ ଭଳି ଚମକୁଥିବା ମକା। ଏହା ରତ୍ନର ଭ୍ରମ...

ଭାଜପାରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ହୋଇପାରେ ବିଲୟ: ନଡ୍ଡାଙ୍କୁ ଭେଟିଲେ ମରାଣ୍ଡି

ନୂଆଦିଲ୍ଲୀ,୯।୨: ଭାଜପାରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ବିଲୟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏନେଇ ବାବୁଲାଲ ମରାଣ୍ଡି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରବିବାର ଭେଟିଛନ୍ତି। ଫେବୃୟାରୀ ୧୭ରେ ଦୁଇ ଦଳର ମିଶ୍ରଣ ହେବାର ସମ୍ଭାବନା...

୭ମ ଶ୍ରେଣୀ ଛାତ୍ରୀ ଆରୋହଣ କଲେ ୬୯୬୨ ମିଟର ଉଚ୍ଚା ଗିରିଶୃଙ୍ଗ

ମୁମ୍ବାଇ/ଓ୍ବାଶିଂଟନ, ୯।୨: ଜଣେ ୭ ଶ୍ରେଣୀ ଛାତ୍ରୀ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍‌ ଆକୋନ୍‌କାଗୁଆ ଆରୋହଣ କରିଛନ୍ତି। ମୁମ୍ବାଇର ନୌସେନା ସ୍କୁଲରେ ପଢୁଥିବା ଛାତ୍ରୀ କାମୟା କାର୍ତ୍ତିକେୟନ ଏଭଳି କରି ଏକ ନୂଆ ରେକର୍ଡ କରିଛନ୍ତି। ସର୍ବକନିଷ୍ଠ ପର୍ବତାରୋହୀ...

ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!

ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍‌ ଜଣାଶୁଣା। ୧୯୬୬ରେ ବଲିଉଡ୍‌ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍‌କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ...

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା

ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ ୨ ଜଣ ଶିଶୁକନ୍ୟା ଅଛନ୍ତି। ସ୍ଥାନୀୟ ଏମ୍ସ୍‌ରେ ଏଭଳି ଘଟଣା ଘଟିଛି। ଉତ୍ତରକାଶୀ...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ।...

ଫେବୃୟାରୀ ୧୯ରେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ: ହୋଇପାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା

ନୂଆଦିଲ୍ଲୀ,୯।୨: ଫେବୃୟାରୀ ୧୯ରେ ରାମମନ୍ଦିର ନିର୍ମାଣ ଲାଗି ଗଠନ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବୈଠକରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା କରାଯିବାକୁ ନେଇ ଏବେ...

ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ

ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦୬ ଜଣଙ୍କ ରକ୍ତ ନମୁନା କରୋନାଭଇରସରେ ସଂକ୍ରମିତ କି ନା...

ହିନ୍ଦୁ-ମୁସଲମାନ୍‌ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା ଦଖଲ କରିବେ ବୋଲି ଆକଳନ କରାଯାଇଛି। ଏହି ମର୍ମରେ ରବିବାର ଉତ୍ତରପ୍ରଦେଶ ପୂର୍ବତନ...

କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର ରିଲିଜ୍‌ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ...

ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri