ଜାତୀୟ

ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ...

ସରକାରୀ ଚାକିରିରେ କିନ୍ନରଙ୍କୁ ଦିଆଯାଉ ୧ ପ୍ରତିଶତ ସଂରକ୍ଷଣ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୧୬।୬: ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦର୍ଶାଇଛନ୍ତି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ...

ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା ଜେରିଆଟ୍ରିକ ୱାର୍ଡରେ ପହଞ୍ଚିିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଏହା ପରେ...

୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ ମାର୍ଗଦର୍ଶକ ଭାବରେ ତେଲଙ୍ଗାନା ବିଧାୟକ ଟି ରାଜ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି...

ଭାଜପା କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା! ଖେଳିଲା ଆତଙ୍କ

କୋଲକାତା,୧୬।୬: ପଶ୍ଚିମବଙ୍ଗର କୋଲକାତାଠାରେ ଥିବା ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିକଟରେ ଏକ ବୋମା ଭଳି ଜିନିଷ ଦେଖିବାକୁ ମିଳିଛି। ଏହି ସୂଚନା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏନେଇ ପ୍ରଶ୍ନ ଉଠାଇ...

ଆଇଏମଡି ଦେଲା ଖୁସି ଖବର

ନୂଆଦିଲ୍ଲୀ,୧୬।୬: ମୌସୁମୀ ଦେଶରେ ପହଞ୍ଚିଛି ଏବଂ ଦେଶର ଅନେକ ସ୍ଥାନରେ ମୌସୁମୀ ପୂର୍ବରୁ ମଧ୍ୟ ଏହର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ତଥାପି ଉତ୍ତରପ୍ରଦେଶ ଏବଂ ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟ ଅଛି, ଯେଉଁଠାରେ ଉତ୍ତାପ ଏବଂ ହିଟଓ୍ବେଭ ବନ୍ଦ...

୨୦୨୨ ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ହଟାଇବାକୁ ହୋଇଥିଲା ପ୍ରସ୍ତୁତି! ଏଠାରେ କରାଯାଇଛି ଦାବି

ନୂଆଦିଲ୍ଲୀ,୧୬।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ଭାଜପାକୁ ଏକ ବଡ ଝଟକା ଦେଇଛି। ଦେଶକୁ ସର୍ବାଧିକ ଏମପି ପ୍ରଦାନ କରୁଥିବା ଉତ୍ତରପ୍ରଦେଶରେ ଭାଜପାର ପ୍ରଦର୍ଶନ ନିରାଶାଜନକ ଥିଲା ଏବଂ ଏଠାରେ ସମାଜବାଦୀ ପାର୍ଟି ସର୍ବାଧିକ ୩୭ ଟି ଆସନ...

ଚିରାଗ ପାସଓ୍ବାନଙ୍କୁ ନିଜର କ୍ରସ ବୋଲି କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ନୂଆଦିଲ୍ଲୀ,୧୬।୬: ବଲିଉଡ ଅଭିନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଶପଥ ଗ୍ରହଣ ସମାରୋହ ପର୍ଯ୍ୟନ୍ତ ଚିରାଗ...

କିଏ ହେବେ ବାଚସ୍ପତି: ରାଜନାଥଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୧୬।୬:ଜୁନ ୨୬ ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ ୨୪ରୁ ଲୋକ ସଭାର ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ନେଇ ରାଜନୀତି ତୀବ୍ର ହୋଇଛି। ସେପଟେ...

‘ଜଷ୍ଟିସ କେଉଁଠି?’ ଆଇଏଏସଙ୍କ ଏମିତି ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ ସିଜେଆଇ, କହିଥିଲେ, ପଛରୁ ଆସୁଛନ୍ତି

ନୂଆଦିଲ୍ଲୀ,୧୬।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସରଳତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ତାଙ୍କ ମୁହଁରେ ଅନେକ ସମୟରେ ହସ ଦେଖଇବାକୁ ମିଳିଥାଏ। ସିଜେଆଇଙ୍କ ସହିତ କାମ କରିଥିବା ଆଡଭୋକେଟ ମାନସୀ ଚୌଧରୀ ତାଙ୍କ ବ୍ଲଗରେ ତାଙ୍କ ସହ ଜଡିତ...

ଆକ୍ସନ ମୁଡ୍‌ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନର୍ଥ ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ...

ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri