ଜାତୀୟ

୫ବର୍ଷରେ ୧.୩୦କୋଟି ଟଙ୍କା ବୃଦ୍ଧି ପାଇଛି କେଜରିଓ୍ବାଲଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଆସିବ। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନାମାଙ୍କନ ପତ୍ର...

ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ

ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ ବୁଧବାର ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୩ ଲାଣ୍ଡର ଏବଂ କ୍ରାଫ୍ଟ ନିର୍ମାଣ ଲାଗି ୨୫୦...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୋଦି, ଶାହା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପରେ ଭାଜପା ନିଜ ଷ୍ଟାର ପ୍ରଚାରକ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ମାଙ୍ଗାଲୋର ବିମାନବନ୍ଦରରେ ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦିଗ୍ଧଙ୍କ ଆତ୍ମସମର୍ପଣ

ବେଙ୍ଗାଲୁରୁ,୨୨।୧: ମେଙ୍ଗାଲୁରୁ ବିମାନବନ୍ଦରେ ଏକ ବ୍ୟାଗରେ ଆଇଡି ବିସ୍ଫୋରକ ସାମଗ୍ରୀ ରଖିଥିବା ଆଦିତ୍ୟ ରାଓ ବୁଧବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସୋମବାର ବିମାନବନ୍ଦରରୁ ଏକ ବ୍ୟାଗରେ ବୋମା ଥିବା ଜଣାପଡିବା ପରେ ପୋଲିସ ବୋମା ଉଦ୍ଧାର କରିଥିଲା। ପରେ...

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ଉପରେ ମାଛ ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ସହାୟତା...

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ବର୍ଷା ଗାଏକଓ୍ବାଡ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ସମ୍ବିଧାନର ମହତ୍ତ୍ୱ...

ଜାତୀୟ ସାହସିକତା ପୁରସ୍କାର: ୨୨ଜଣ ବାଳିକାବାଳକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୧: ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୧୦ ବାଳିକା ଏବଂ ୧୨ ଜଣ ବାଳକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ...

ସିଏଏ: ସାମ୍ବିଧାନିକ ପୀଠରେ ହେବ ବିଚାର; ୪ ସପ୍ତାହ ମଧ୍ୟରେ କେନ୍ଦ୍ରର ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍‌କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ କପିଲ ଶିବଲ ସିଏଏକୁ ୨ ମାସ ପାଇଁ ବାତିଲ କରିବାକୁ ଯୁକ୍ତି ଦର୍ଶାଇବା...

ଜିନ୍ନା ଥିଲେ ଧର୍ମନିରପେକ୍ଷ ନେତା; କଂଗ୍ରେସ ଯୋଗୁ ହୋଇଥିଲା ଦେଶ ବିଭାଜନ

କୋଲକାତା,୨୨।୧: ଭାରତ ବିଭାଜନ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହମ୍ମଦ୍‌ ଅଲ୍ଲୀ ଜିନ୍ନା ଜଣେ ଧର୍ମନିରପେକ୍ଷ ନେତା ଥିଲେ। ତେବେ...

୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍‌ୟୁ ପ୍ରଶାସନ ପାଖରେ ନାହିଁ

ନୂଆଦିଲ୍ଲୀ,୨୨।୧: ଜେଏନ୍‌ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ ଆବେଦନରୁ ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି...

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍‌ଏଫ୍‌ ପକ୍ଷରୁ ‘ଅପରେଶନ୍‌ ଥଣ୍ଡା ପବନ’ ଆରମ୍ଭ

ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏସ୍‌ଏଫ୍‌ ପକ୍ଷରୁ...

ନେପାଳରେ ୮ କେରଳ ପର୍ଯ୍ୟଟକ ମୃତ

ଥିରୁଭାନନ୍ଥପୁରମ,୨୨।୧(ପି.ଟି.): ଭାରତର ୧୫ ଜଣିଆ ଟିମ୍‌ ନେପାଳର ପୋଖରା ଗସ୍ତରେ ଯାଇଥିବାବେଳେ ସେଠାରେ ଶ୍ୱାସରୁଦ୍ଧ ହୋଇ ୮ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ କେରଳର ବୋଲି ଜଣାପଡ଼ିଛି। ନେପାଳର ଏକ ରିସୋର୍ଟରେ ସେମାନେ ଥିବାବେଳେ ଗ୍ୟାସ୍‌ ଲିକ୍‌ ଯୋଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri