ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ପୋଲିସକୁ ଝଟ୍‌କା: ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ହାଇଦ୍ରାବାଦ,୧୧।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା। ଏହି ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି। ବୁଧବାର କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଏହି ରାୟ...

ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ ଦେଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ଗଣେଶଙ୍କ ଶୁଣ୍ଢ ନାହିଁ।...

ପୋଲିସ ହେବ ତ ଏମିତି

ଜୟପୁର: ରାଜସ୍ଥାନ ପୋଲିସର ସହାୟକ ପୋଲିସ ନିରୀକ୍ଷକ(ଏଏସ୍‌ଆଇ)ପଦମ୍‌ ସିଂଙ୍କ କାର୍ଯ୍ୟ ନିଶ୍ଚୟ ପ୍ରେରଣାଦାୟକ। ସେ ୩୦୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ଉଦ୍ଧାର କରିଛନ୍ତି। ଏହା ଦ୍ୱାରା ଅନେକ ପରିିବାରକୁ ଖୁସି ଫେରାଇ ଦେବାରେ ସକ୍ଷମ ହୋଇଛନ୍ତି। ଜୟପୁର ପୋଲିସ କମିଶନରେଟର ଝୋଟବାଡା...

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଏହି ବିଲ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା...

ସିସିଟିଭିରୁ ଧରାପଡ଼ିଲା ପିଆଜ ଚୋର

ମୁମ୍ବାଇ,୧୧।୧୨: ସାରା ଦେଶରେ ପିଆଜର ବର୍ଦ୍ଧିତ ଦରଦାମ୍‌ ବଜାରରେ ନିଆଁ ଲଗାଇଛି। ଏଥିଯୋଗୁ ବ୍ୟବସାୟୀ ଓ ଗ୍ରାହକ ବହୁ ହଇରାଣ ହେଉଛନ୍ତି। ପିଆଜ ଦର ୧୦୦ରୁ ୧୨୦ ହୋଇଥିବା ବେଳେ ଇତିମଧ୍ୟରେ ଚୋରୀ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। କିଏ...

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ ଜମିଛି। କୋଲକତାର ବେଲଦା ଜଙ୍ଗଲ ନିକଟରେ ଥିବା ଏକାରୁଖି ଗ୍ରାମରେ ଦୁଇମୁଣ୍ଡିଆ ସାପ...

ଭାଜପା କୋର୍‌ କମିଟି ବୈଠକରେ ଯୋଗ ଦେଲେନି ପଙ୍କଜା ମୁଣ୍ଡେ

ମୁମ୍ବାଇ,୧୧।୧୨: ଭାଜପାର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୁବ୍‌ଶୀଘ୍ର ଦଳ ଛାଡିବେ ବୋଲି ଆଲୋଚନା ହେଉଛି। ସେ ମଙ୍ଗଳବାର ଭାଜପା ପକ୍ଷରୁ ଆୟୋଜିତ...

ଭିନ୍ନ ଲୁକ୍‌ରେ ତେଜ ପ୍ରତାପ: ଟୁଇଟରରେ ଶେୟାର କଲେ ଫଟୋ

ପାଟନା,୧୧।୧୨: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ସବୁବେଳେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳେ। କେତେବେଳେ ଶିବ ତ କେତେବେଳେ କୃଷ୍ଣ ବେଶରେ ନଜର ଆସିଥାନ୍ତି। ରାଜନୀତିଠାରୁ ଢ଼େର ଅଧିକ...

ଜମାଟୋରେ ଅର୍ଡର କଲେ ରୋଲ୍‌: ଆକାଉଣ୍ଟରୁ କଟିଗଲା ୯୧ହଜାର ଟଙ୍କା

ନୂଆଦିଲ୍ଲୀ,୧୧।୧୨: ଜମାଟୋକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ଦିଲ୍ଲୀ ଗାଜିଆବାଦରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଜମାଟୋରୁ ଆସିଥିବା ଏକ ଫୋନ ଯୋଗୁ ଜଣେ ଇଞ୍ଜିନିୟରଂ ଛାତ୍ର ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।...

ଦେଶୀ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ବାନାର୍ଜୀ

ଷ୍ଟକହୋମ, ୧୧।୧୨: ସମ୍ପୂର୍ଣ୍ଣ ଭାରତୀୟ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ଭାରତୀୟ ମୂଳର ପ୍ରଫେସର ଅଭିଜିତ୍‌ ବାନାର୍ଜୀ। ସେ ଧୋତି ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ଇସ୍ତର୍‌ ଡୁଫ୍ଲୋ ମଧ୍ୟ ଶାଢି ପିନ୍ଧିଥିବାର ନଜର ଆସିଥିଲେ। ସ୍ବିଡେନର ଷ୍ଟକ୍‌ହୋମ କନସର୍ଟ...

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରାସ କଲେ ପଶ୍ଚିମବଙ୍ଗ ସରକାର

କୋଲକତା,୧୧।୧୨: ପଶ୍ଚିମବଙ୍ଗ ସରକାର ନୂଆ ନିୟମ ଆଣି ରାଜ୍ୟପାଳ ଧନଖରଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରସେ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜି ଏକ ବିଜ୍ଞପ୍ତି ଜାରି କରି କୁଳପତି ବାଛିବାରେ କୁଳାଧିପତିଙ୍କ ଭୂମିକା...

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ, ବିଭିନ୍ନ ଦଳର ରାଜନେତାମାନେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri