ଜାତୀୟ

ଅଭିଯୁକ୍ତ ବଳାତ୍କାରୀଙ୍କୁ ଏନ୍‌କାଉଣ୍ଟର ଦ୍ୱାରା କରାଯାଇନି ନ୍ୟାୟ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର  ପ୍ରତିଶୋଧ ପରାୟଣ ହୋଇ କରାଯାଇଛି। ଏହି ଘଟଣାରେ ନ୍ୟାୟ କରାଯାଇ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଏସ୍‌ଆଇଟି ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। ସେମାନଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାଖଲ...

ଯୋଗୀଙ୍କ ଘୋଷଣା, ଫାଷ୍ଟ ଟ୍ରାକ୍‌ରେ ହେବ ଉନ୍ନାଓ ମାମଲାର ଶୁଣାଣି: ଅନ୍ୟପଟେ ଏହି ଘଟଣାକୁ ଟୁଇଟ କଲେ ମାୟାବତୀ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହତ ହୋଇପଡ଼ିଛି। ଇତିମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ...

ଉନ୍ନାଓ ଘଟଣାରେ ମର୍ମାହତ ମହିଳା ନିଜ ଝିଅ ଉପରେ ଢାଳିଲେ ପେଟ୍ରୋଲ: ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୭।୧୨: ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ସଫ୍‌ଦରଜଙ୍ଗ ହସ୍ପିଟାଲ ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ଦେଇଛନ୍ତି। ଏମିତି ବିରୋଧ ମହିଳା ଜନତାଙ୍କ ଉଦ୍ଦେଶ୍ୟରେ କରୁଥିଲେ ସତ ହେଲେ...

ରାଜୀବ ଗାନ୍ଧୀଙ୍କଠାରୁ ଫେରାଇ ନିଆଯାଉ ଭାରତ ରତ୍ନ: ଦାବି କଲେ ହରସିମରତ୍‌ କୌର

ନୂଆଦିଲ୍ଲୀ,୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍‌ କୌର ଦାବି କରିଛନ୍ତି। ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗା ପାଇଁ ସେ ରାଜୀବ ଗାନ୍ଧୀଙ୍କୁ ଦାୟୀ କରି...

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନିରେ। ସୂଚନାଯୋଗ୍ୟ, କଂଗ୍ରେସ ନେତା...

ଉନ୍ନାଓ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ପ୍ରିୟଙ୍କା

ଉନ୍ନାଓ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶରେ ଶୋକପ୍ରକାଶ ପାଇବା ସହ ଜନତାଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଛି। ଝିଅର ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ...

ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ: ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ୭୦ ବର୍ଷ ତଳେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୭।୧୨: ପ୍ରତିବର୍ଷ ଡିସେମ୍ବର ୭କୁ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳନ କରାଯାଇଥାଏ। ୧୯୪୯ଠାରୁ ଗତ ୭୦ ବର୍ଷ ଧରି ଏଭଳି ଜାରି ରହିଛି। ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ଏହି ଦିବସ ଦେଶବ୍ୟାପି ପାଳିତ ହୋଇଥାଏ। ୧୯୪୭...

ଏୟାରଟେଲ୍‌ ଉପଭୋକ୍ତା ଏବେ ସମସ୍ତ ନେଟଓ୍ବର୍କକୁ କରିପାରିବେ ଅନ୍‌ଲିମିଟେଡ୍‌ ଫ୍ରି କଲ୍‌

ନୂଆଦିଲ୍ଲୀ,୭।୧୨: ଟେଲିକମ କମ୍ପାନୀଙ୍କ କଲ୍‌ ରେଟ୍‌କୁ ନେଇ ଏବେ ଗ୍ରାହକ ଏକ ପ୍ରକାର ହଡବଡେଇ ଯାଉଛନ୍ତି। ଏତିକି ବେଳେ କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଆଣିଛି ଖୁସି ଖବର। କାରଣ ଏବେ କମ୍ପାନୀ ଫେୟାର ୟୁସେଜ ପଲିସି ଲିମିଟ(ଏଫ୍‌ୟୁପି)ଚାର୍ଜକୁ...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ହାଇଦ୍ରାବାଦ,୭।୧୨: ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏନ୍‌କାଉଣ୍ଟରରେ ସାମିଲ ଥିବା ପ୍ରତି ପୋଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ ଏହି ଆବେଦନ ପତ୍ରରେ ଦାବି କରାଯାଇଛି। ଏଥିସହ ଏକ...

ପାକିସ୍ତାନର ରାଷ୍ଟ୍ରନୀତି ଆତଙ୍କବାଦ: ରାଜନାଥ ସିଂ

ନୂଆଦିଲ୍ଲୀ,୭।୧୨: ପାକିସ୍ତାନର ରାଷ୍ଟ୍ରନୀତି ହେଉଛି ଆତଙ୍କବାଦ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଅବସରରେ ଭାରତୀୟ ସେନାଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି। ସ୍ବାଧୀନତା ପରଠାରୁ ଭାରତ ସହିତ ପାକିସ୍ତାନ ୪ ଥର ଯୁଦ୍ଧ କରିଛି।...

କାନାଡାର ନାଗରିକତା ଛାଡିବେ ଅକ୍ଷୟ

ମୁମ୍ବାଇ,୭।୧୨: ପାଖାପାଖି ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି। ଶୁକ୍ରବାର ହିନ୍ଦୁସ୍ତାନ ଟାଇମ୍ସର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri