ଜାତୀୟ

NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୬: NEET UG ୨୦୨୪ ପରୀକ୍ଷାର ଫଳାଫଳକୁ ନେଇ ବିବାଦ ଜାରି ରହିଛି। ଇତିମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି।...

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିବେ। ମୋଦି ୩.୦ ସରକାରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ...

ଛିଣ୍ଡୁନି ଅଙ୍କ, ବାଚସ୍ପତି ପଦ ନେଇ ଟଣାଓଟରା

ନୂଆଦିଲ୍ଲୀ,୧୧।୬: ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରୀପଦ ବଣ୍ଟନ ପରେ ଏବେ ବାଚସ୍ପତି ପଦ ଉପରେ ନଜର ରହିଛି। ଏଥର ଭାଜପାକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାରବିମର୍ଷ ଚାଲିଛି। ଏନଡିଏର ଦୁଇ ପ୍ରମୁଖ ସହଯୋଗୀ...

ଗୋଟିଏ ଝଟ୍‌କାରେ ଚାଲିଗଲା ୪ ୟୁଟ୍ୟୁବରଙ୍କ ଜୀବନ

ଲକ୍ଷ୍ନୌ, ୧୧।୦୬: ଉତ୍ତର ପ୍ରଦେଶର ଅମରୋହ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ ଜଣ ୟୁଟ୍ୟୁବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୟୁଟ୍ୟୁବରମାନେ ଗଜରୈଲାରେ ଜନ୍ମଦିନ ପାଳନ କରି ବୁଲନ୍ଦ ସହରକୁ ଫେରୁଥିବା ବେଳେ...

କେଉଁଠି ପାଠ ପଢିଛନ୍ତି ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ସେ ତାଙ୍କ କ୍ୟାବିନେଟରେ ୭୧ ନେତାଙ୍କୁ ମଧ୍ୟ ସାମିଲ କରିଥିଲେ। ମୋଦିଙ୍କ ମନ୍ତ୍ରୀମାନେ ଦଶମ ପାସ ଠାରୁ ଆରମ୍ଭ କରି...

ପଞ୍ଜାବରେ ନିର୍ବାଚନ ହାରୁଥିବା ନେତାଙ୍କୁ କାହିଁକି କରାଯାଉଛି ମନ୍ତ୍ରୀ? ୨୦୧୪ରୁ ଏବେ ପର୍ଯ୍ୟନ୍ତ ୩ ଥର ଏମିତି ହେଲାଣି

ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ ହାରିବା ପରେ ମଧ୍ୟ ରବଣୀତ ସିଂ ବିଟୁଙ୍କୁ ମୋଦିଙ୍କ ଦଳରେ ସାମିଲ...

ଦାୟିତ୍ୱ ନେବାପରେ ପିଓକେକୁ ନେଇ ଏମିତି କହିଦେଲେ ଜୟଶଙ୍କର, କେହି କରିପାରିଲେନି ବିଶ୍ୱାସ

ନୂଆଦିଲ୍ଲୀ,୧୧।୬: ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଏସ ଜୟଶଙ୍କର କାର୍ଯ୍ୟ ଆରମ୍ଭ କରିନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ...

ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ...

ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା…

ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର...

ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ

ବେଜିଂ,୧୧।୬: ଆଇୟୋଓ୍ବାର ଏକ ଛୋଟ ବିଶ୍ୱବିଦ୍ୟାଳୟର ଚାରିଜଣ ଆମେରିକୀୟ ଶିକ୍ଷକଙ୍କୁ ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶର ଏକ ସର୍ବସାଧାରଣ ପାର୍କରେ ଛୁରୀରେ ଆକ୍ରମଣ କରାଯାଇଛି। ଆମେରିକାର ଗଣମାଧ୍ୟମ ଏବଂ ଆମେରିକାର ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି...

ବିଧାୟକ ହୁଅନ୍ତୁ ଅବା ମନ୍ତ୍ରୀ… ଏଠି ଚା’ ମାଗିଲେ ମିଳେ ଦୁଇଟି ବିସ୍କୁଟ, ବିଲ ଦେବାବେଳେ…

ନୂଆଦିଲ୍ଲୀ,୧୧।୬: ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିଥିବା ଅଧିକାଂଶ ଏମପିଙ୍କୁ ସରକାରୀ ଆବାସ ପାଇବା ପର୍ଯ୍ୟନ୍ତ ଜନପଥର ଓ୍ବେଷ୍ଟର୍ନ କୋର୍ଟରେ ରଖାଯାଇଛି। ନୂତନ ଗୃହ ବଣ୍ଟନ ନହେବା ପର୍ଯ୍ୟନ୍ତ ସମସ୍ତ ନୂତନ ନିର୍ବାଚିତ ଏମପି ଏଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଆଜି ବଡ଼ ଘୋଷଣା କରିପାରନ୍ତି ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୧୧।୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍‌ ଆଜି ମା’ ସୋନିଆ ଏବଂ ଭଉଣୀ ପ୍ରିୟଙ୍କାଙ୍କ ସହ ରାଏବରେଲି ଆସୁଛନ୍ତି। ସେ ଭୁମାଉରେ ଭୋଟର ଏବଂ କର୍ମୀଙ୍କୁ ଧନ୍ୟବାଦ ଦେବେ। ଉତ୍ତରପ୍ରଦେଶରେ କଂଗ୍ରେସ ପ୍ରଥମ ଥର ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri