ଜାତୀୟ

ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ମିଳୁ: ମୋଦିଙ୍କୁ ଚିଠି ଲେଖିଲେ ପାମେଲା

ନୂଆଦିଲ୍ଲୀ: ବଓ୍ବୋଚ୍‌ ଆଇକନ୍‌ ତଥା ବିଗ୍‌ବସ୍‌ର ପୂର୍ବତନ ଗେଷ୍ଟ ପାମେଲା ଆଣ୍ଡରସନ୍‌ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ନିରାମିଷ ଖାଦ୍ୟ...

ହେଲ୍‌ମେଟ ପିନ୍ଧି ପିଆଜ ବିକିଲେ ସମବାୟ ସମିତି କର୍ମଚାରୀ

ପାଟନା,୩୦।୧୧: ପିଆଜର ଦର ଏତେ ବଢି ଯାଇଛି ଯେ ଏହାକୁ କିଣିବାକୁ ଗ୍ରାହକ ଭୟ କରୁଥିବା ବେଳେ ଏହାକୁ ବିକ୍ରି କରିବାକୁ ମଧ୍ୟ ଲୋକେ ଡରୁଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ମୋବାଇଲ ଭ୍ୟାନ ମାଧ୍ୟମରେ...

ଭାରତ ବିରୋଧରେ ପାକିସ୍ତାନ ଜାରି ରଖିଛି ଆତଙ୍କବାଦ ଛାୟାଯୁଦ୍ଧ: ରାଜନାଥ

ପୁଣେ,୩୦।୧୧: ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦ ଛାୟାଯୁଦ୍ଧ ଜାରି ରଖିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏନ୍‌ଡିଏର ୧୩୭ତମ ପାସିଙ୍ଗ୍‌ ଆଉଟ୍‌ ପରେଡ ଉତ୍ସବରେ ଯୋଗଦେଇ...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଜ୍‌ଙ୍କୁ ଧମକ ଦେବା ଅପରାଧରେ ୧୨ ଓକିଲଙ୍କ ବିରୋଧରେ ମାମଲା ରୁଜୁ...

ଇଂରାଜୀର ଗୋଟିଏ ପାରାଗ୍ରାଫ ପଢିପାରିଲେନି ଶିକ୍ଷକ

ଲକ୍ଷ୍ନୌ,୩୦।୧୧: ଉତ୍ତର ପ୍ରଦେଶ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଉନ୍ନାଓ ଜିଲା ସିକନ୍ଦରପୁର ସରଉସିରେ ଥିବା ସରକାରୀ ବିଦ୍ୟାଳୟର ସ୍ଥିତିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଗତ ୨୮ ତାରିଖରେ ଜିଲାପାଳ...

ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟତମ ବିକାଶିତ ରାଷ୍ଟ୍ର ବ୍ରିଟେନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଏଠାକାର କର୍ମଚାରୀମାନେ...

ଏମ୍ସ୍‌ ବ୍ୟାଙ୍କ ଖାତାରୁ ୧୨ କୋଟି ଚୋରି: ପୁଣି ୨୯ କୋଟି ଲୁଟ୍‌ ଉଦ୍ୟମ ବିଫଳ

ନୂଆଦିଲ୍ଲୀ,୩୦।୧୧: ଏମ୍ସ୍‌ର ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଚୋରି ହୋଇଛି। ଅପରାଧୀମାନେ ପୁଣି ଥରେ ଏହି ଖାତାରୁ ୨୯ କୋଟି ଟଙ୍କା ଲୁଟିବାର ଯୋଜନା କରିଥିଲେ। ତେବେ ତାହା ବିଫଳ ହୋଇଥିବା କୁହାଯାଉଛି। ଗତ ଏକ ମାସ...

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ ଭାଇଙ୍କ ସାଇକେଲ କିଛିଦିନ ହେବ ସଜଡା ନ ହୋଇ ପାରିବାରୁ ପୋଲିସକୁ ଚିଠି...

ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ...

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି। ଇତିମଧ୍ୟରେ କିନ୍ତୁ କଂଗ୍ରେସ ପୁଣି ଥରେ ଅଡୁଆ ସୃଷ୍ଟି କରିଥିବା ଆଲୋଚନା ହେଲାଣି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରର୍ଯ୍ୟାୟରେ ୬ଟି ଜିଲାର...

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri