ଜାତୀୟ

ଲେଜର ଲାଇଟ୍‌ରେ ଦୀପାବଳି ପାଳିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି...

ସାଭରକରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି

ନୂଆଦିଲ୍ଲୀ,୨୧।୧୦: ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ କରି ସାଭରକରଙ୍କ ବାବଦରେ ମତ ରଖିଛନ୍ତି। ସେ କହିଛନ୍ତି, ସାଭରକର ଜଣେ ସ୍ବାଧୀନତା ସଂଗ୍ରାମୀ। ଦଳିତଙ୍କ ନ୍ୟାୟ...

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି । ଏହି ମନ୍ଦିରଟି ଚାରିଶହ ବର୍ଷର ପୁରୁଣା ଏଠାରେ ସାହାନାଇ ବଜାଇଥାନ୍ତି ସ୍ବର୍ଗୀୟ ଝୋଲେଲାହ...

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍କୁଲ ଶିକ୍ଷାର୍ଥୀ...

ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି। ସ୍ଥାନୀୟ ମଓ୍ବୋତ୍‌ ଅଞ୍ଚଳର ନୁହଁ ଜିଲାରେ ଏଭଳି ଘଟିଛି। ସକାଳ ୮ଟା ୪୫ରେ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର ଯାନ ନିୟମକୁ ନେଇ ଯେଉଁ ପୋଷ୍ଟ କରିଥିଲେ ତା’ର ଉତ୍ତରରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ...

ସଂସଦର ଶୀତ ଅଧିବେଶନ: ନଭେମ୍ବର ୧୮ରୁ ଡିସେମ୍ବର ୧୩

ନୂଆଦିଲ୍ଲୀ,୨୧।୧୦: ସଂସଦର ଶୀତ ଅଧିବେଶନ ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକ ସଭା ଏବଂ ରାଜ୍ୟ ସଭା ସଚିବଙ୍କୁ ସୂଚନା ପ୍ରଦାନ କରାଯାଇଛି। ଶୀତ ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଛନ୍ତି କମଲେଶଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୨୧।୧୦: ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ଆଖିରେ ଧୂଳିଦେଇ ଫେରାର ଅଛନ୍ତି। ଶେଖ ଅଶଫାଖ ହୁସେନ ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ ଏବେ ପାକିସ୍ତାନ ପଳାଇ ଯିବାକୁ...

୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ

ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ ଯୋଗଦେବା ଅବସରରେ ଶାହ କହିଥିଲେ ପୋଲିସର କାମକୁ ଆମେ ସାମାନ୍ୟ ଦୃଷ୍ଟିରେ ଦେଖିଥାଉ।...

ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି ଏଜେଣ୍ଟ୍‌ ଧରାପଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟି ପାଇଁ କାମ କରୁଥିବା ପଚରାଉଚରା ସମୟରେ...

‘ବୋଲୋ ତାରା ରା ରା’ ଗୀତ ଗାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ପୋଲିସ

ଚଣ୍ଡିଗଡ଼,୨୧।୧୦: ପଞ୍ଜାବ ଚଣ୍ଡିଗଡ଼ର ଜଣେ ଟ୍ରାଫିକ୍‌ ପୋଲିସଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହାତରେ ମାଇକ୍ରୋଫୋନ୍‌ ଧରି ଗାୟକ ଦଲେର ମେହେନ୍ଦିଙ୍କ ୧୯୯୫ର ଲୋକପ୍ରିୟ ଗୀତ ବୋଲୋ ତାରା ରା ରା… ଗାଇ ରାଜରାସ୍ତାରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri