ଜାତୀୟ

ମନ୍ତ୍ରୀଙ୍କୁ କେବେ ମିଳିବ ପୋର୍ଟଫୋଲିଓ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମୋଟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ଭାଜପାର ଏବଂ ୫ ମନ୍ତ୍ରୀ ପଦବୀ ସହଯୋଗୀ ଦଳଙ୍କୁ ଦିଆଯାଇଛି। ମୋଦୀ ୩.୦ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିମଧ୍ୟରୁ ୩୦ଜଣ...

ଏହି ୪ ମନ୍ତ୍ରଣାଳୟ ନିଜ ପାଖରେ ରଖିବ ଭାଜପା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ପରଠାରୁ ମନ୍ତ୍ରଣାଳୟ ବିଭାଜନକୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ମୋଦି ୩.୦ କ୍ୟାବିନେଟର ମନ୍ତ୍ରୀଙ୍କ ମଧ୍ୟରେ ମନ୍ତ୍ରଣାଳୟର ବଣ୍ଟନ ହୋଇପାରେ। ମନ୍ତ୍ରଣାଳୟ ସମ୍ବନ୍ଧୀୟ ତାଲିକା ସୋମବାର...

ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ କେତେ ମିଳିବ ଦରମା? ତା’ସହ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ,୧୦।୬: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ସେ ଜବାହରଲାଲ ନେହେରୁଙ୍କ ପରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ଦ୍ୱିତୀୟ ନେତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ...

କାହିଁକି ନଡ୍ଡା ହେଲେ ମନ୍ତ୍ରୀ, କିଏ ହେବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ରେସରେ…

ନୂଆଦିଲ୍ଲୀ,୧୦।୬: ୨୦୧୪ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଭାଜପା ସଂଗଠନରେ ଅନେକଗୁଡ଼ିଏ ନିର୍ବାଚନ ଏବଂ ପରିବର୍ତ୍ତନ ଆସିଛି। ପ୍ରତ୍ୟେକ ଥର ରିଲେ ଦୌଡ଼ ପାଇଁ ବେଟନ ହସ୍ତାନ୍ତର କରିବାରେ ଏକ ସମୃଦ୍ଧତା ରହିଆସିଛି। ନିର୍ବାଚନ ଜିତି ଦଳ କ୍ଷମତାକୁ ଆସେ।...

ମୋଦି ଶପଥ ନେବାବେଳେ ଘରର ସବୁ ଲାଇଟ୍‌ ବନ୍ଦ କରି ଅନ୍ଧାରରେ ବସିଥିଲେ ମମତା ବାନାର୍ଜୀ:ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୦।୬:ତୃଣମୂଳ କଂଗ୍ରେସ ଏମ୍‌ପି ସାଗରିକା ଘୋଷ ସୋମବାର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ରବିବାର ସାରେ ମୋଦି ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କ ଘରେ ଥିବା...

ଟିଡିପି, ଜେଡିୟୁ, ଭାଜପା କାହାକୁ ମିଳିବ ବାଚସ୍ପତି ପଦ? କାହିଁକି ଫସି ରହିଛି ପେଞ୍ଚ

ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ପାଇବା ପରେ ମୋଦି ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦିଙ୍କ ସହ ତାଙ୍କର ୭୧ ମନ୍ତ୍ରୀ (ମୋଦି କ୍ୟାବିନେଟ ୨୦୨୪) ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳର ଶପଥ...

ପାକିସ୍ତାନ ସହ ଯୁଦ୍ଧ ଆରମ୍ଭ କରିବାକୁ ପଡିବ: କେନ୍ଦ୍ର ମନ୍ତ୍ରୀଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦।୬: ଜମ୍ମୁ କଶ୍ମୀରରେ ହୋଇଥିବା ରେସି ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବେଲେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋର ବିଶ୍ୱାସ ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ତୃତୀୟ କାର୍ଯ୍ୟକାଳ ପ୍ରଥମ ଫାଇଲ୍‌ ଦସ୍ତଖତ କରିବା ପରେ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ନିଧିର ୧୭ତମ କିସ୍ତି ରିଲିଜ୍‌ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ କରିଛନ୍ତି। ନରେନ୍ଦ୍ର ମୋଦି ଏହାକୁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି।...

ପ୍ରଥମଥର ନିର୍ବାଚନ ଜିତି କେନ୍ଦ୍ରମନ୍ତ୍ରୀ ହେଲେ ଏହି ୫ ନେତା:ଲିଷ୍ଟ୍‌ରେ ଅଛନ୍ତି,ସବୁଠୁ ଧନୀ ଏମ୍‌ପିଠୁ ଆରମ୍ଭ କରି ମେୟର୍‌ ପର୍ଯ୍ୟନ୍ତ ନାଁ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ତୃତୀୟ କାର୍ଯ୍ୟକାଳ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ଜଣ ସ୍ବାଧୀନ ଚାର୍ଜ ମନ୍ତ୍ରୀ ଏବଂ...

ମୋଦି ନେଲେ ନିଷ୍ପତ୍ତି, ବଡ଼ କଥା କହିଦେଲା କଂଗ୍ରେସ

ନୂଆଦିଲ୍ଲୀ, ୧୦।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ...

ମିଡିଆ ଦେଉଛି ଭୁଲ ଖବର, ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ସୁରେଶ ଗୋପୀ

ନୂଆଦିଲ୍ଲୀ,୧୦।୬: ଗତକାଲି ଅର୍ଥାତ୍‌ ରବିବାର କେରଳର ନୂତନ ନିର୍ବାଚିତ ଭାଜପା ଏମପି ସୁରେଶ ଗୋପୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରୁ ମୁଁ ଇସ୍ତଫା ଦେବାକୁ ଯାଉଛି ବୋଲି କିଛି ମିଡିଆ ପ୍ଲାଟଫର୍ମ ଭୁଲ ଖବର...

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାପରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ଦେଶ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri