ଜାତୀୟ

ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ପରାମର୍ଶ: ନରସିଂହ ରାଓ-ମନମୋହନଙ୍କ ଆର୍ଥିକ ନୀତିକୁ ଗ୍ରହଣ କରନ୍ତୁ ମୋଦି

ନୂଆଦିଲ୍ଲୀ,୧୪।୧୦: ଦେଶର ଆଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକର ଏକ ଇଂଲିଶ୍‌ ଖବର କାଗଜରେ ପ୍ରକାଶିତ ଲେଖାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି...

୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍‌ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ

ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍‌ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍‌ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ କରାଯାଇଛି। ଏନେଇ ଏନ୍‌ଆଇଏ ଆଇଜି ଅଶୋକ ମିତ୍ତଲ ସୂଚନା ଦେଇଛନ୍ତି। ସର୍ବାଧିକ ୩୩...

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ। ଜଣେ ବ୍ୟକ୍ତି ନିଜର ମୃତ ଶିଶୁକୁ ଶ୍ମଶାନକୁ ପୋତିବାକୁ ନେଇଥିବା ବେଳେ ସେଠାରୁ...

ଗାନ୍ଦେରବଲ୍‌ରେ ସର୍ଚ୍ଚ ଅପରେଶନ୍‌: ୨ ହିଜିବୁଲ୍‌ ଆତଙ୍କବାଦୀ ଗିରଫ; ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେଶନ୍‌ ସମୟରେ ସୋମବାର ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଗାନ୍ଦେରବଲ୍‌ ଅଞ୍ଚଳରୁ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୁହାଯାଉଛି। କିଛି...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କଲା ସିବିଆଇ; ମଙ୍ଗଳବାର ଚିଦାମ୍ବରମ୍‌ଙ୍କ ଜାମିନ୍‌ ବିଚାର

ନୂଆଦିଲ୍ଲୀ,୧୪।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ହୋଇଥିବା ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ସୋମବାର ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ମଙ୍ଗଳବାର କରାଯିବ। ଶୀର୍ଷ ଅଦାଲତରେ ଚିଦାମ୍ବରମ୍‌ଙ୍କ ଜାମିନ୍‌ ଆବେଦନର ବିଚାର ହେବ। ପୂର୍ବରୁ...

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ ୨ ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ...

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ ଫୋନ ପୋଷ୍ଟପେଡ ଥିବା ଜଣାପଡ଼ିଛି। ଏବେ କେବଳ ମୋବାଇଲରେ କୋଲିଂ ସୁବିଧା ଆରମ୍ଭ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ ଦମ୍ପତି ୫ ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ବିମାନ...

ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ବ୍ଲେଡ୍‌ରେ କାଟି ଦେଲେ ସହପାଠୀ

ମଦୁରାଇ,୧୪।୧୦: ତାମିଲ୍‌ନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦୁରାଇର ଏକ ସ୍କୁଲରେ ଜଣେ ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ଜଣେ ସହପାଠୀ ବ୍ଲେଡ୍‌ରେ କାଟି ଦେଇଛନ୍ତି। ୯ମରେ ପଢୁଥିବା ଦଳିତ ଛାତ୍ରଙ୍କ ସ୍କୁଲ୍‌ ବ୍ୟାଗ୍‌ ଜଣେ ସହପାଠୀ...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ...

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ ଜଡ଼ିତ କରିଛି। ଏହାର ବିରୋଧରେ ପାକିସ୍ତାନ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରିବାକୁ...

୫ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜେଏମ୍‌ବି

ନୂଆଦିଲ୍ଲୀ,୧୪।୧୦: ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି। ଏନ୍‌ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri