ଜାତୀୟ

୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୧୦।୬: ବିହାର, ବଙ୍ଗଳା, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛି । ୧୩ଟି ଆସନରେ ଉପନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ ଅନୁଷ୍ଠିତ ହେବ। ଜୁଲାଇ ୧୦ରେ...

ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୬: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଠିକ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ କିଷାନ ନିଧି ୧୭ତମ କିସ୍ତି ରିଲିଜ୍‌ କରିବା...

କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦ା୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଆଜି ଅର୍ଥାତ୍‌ ସୋମବାର ସନ୍ଧ୍ୟାରେ ଲୋକ କଲ୍ୟାଣ ମାର୍ଗରେ...

ମୋଦି ସରକାର ୩.୦ରେ କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ?

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଜୁନ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୭୧ ମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଥିଲେ। ପ୍ରଥମ କ୍ୟାବିନେଟ ବୈଠକ ସୋମବାର...

କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି

ନୂଆଦିଲ୍ଲୀ, ୧୦ା୬: କେରଳରେ ଭାଜପାର ପ୍ରଥମ ଏମ୍‌ପି ସୁରେଶ ଗୋପୀ ରବିବାର କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲା ବେଳେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ...

ୟୁପି ରାଜନୀତିରେ ସରଗରମ! କ୍ୟାବିନେଟ ମିଟିଂ ପୂର୍ବରୁ ଶାହାଙ୍କୁ ଭେଟିଲେ ଯୋଗୀ

ନୂଆଦିଲ୍ଲୀ,୧୦।୬: କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ସୋମବାର (ଜୁନ ୧୦, ୨୦୨୪) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅମିତ ଶାହାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହ...

ରାହୁଲଙ୍କ ଲିଖିତ ଗ୍ୟାରେଣ୍ଟିକୁ ଭୁଲ୍‌ ପ୍ରମାଣିତ କଲେ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ସେ ଲଗାତର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୨ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ...

ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ...

ମୋଦି-ଯୋଗୀଙ୍କ ଟେନ୍‌ସନ୍‌ ବଢାଇଲେ ଅଖିଳେଶ: କରିଦେଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୟୁପିରେ ଚମତ୍କାର ପ୍ରଦର୍ଶନ କରିଛି। ରାଜ୍ୟର ସବୁଠୁ ବଡ ଦଳ ଭାବରେ ଏସପି ଉଭା ହୋଇଛନ୍ତି। ଏସପିଙ୍କ ଏହି ପ୍ରଦର୍ଶନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉତ୍ସାହିତ ଦେଖାଯାଉଛନ୍ତି। ବର୍ତ୍ତମାନ...

ପ୍ରଶାନ୍ତ କିଶୋରଙ୍କ ଏହି ୪ ଭବିଷ୍ୟବାଣୀ ମିଛ ଥିଲା, କହିଲେ ମୁଁ…

ନୂଆଦିଲ୍ଲୀ,୧୦ା୬: ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ତେବେ ଏଥର ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ଏକଜିଟ୍‌ ପୋଲରେ ଭାଜପା ୩୫୦ରୁ ୪୦୦ସିଟ୍‌ ଜିତିବ ବୋଲି ଆଶା କରାଯାଉଥିଲା।...

ଅନୁରାଗ ଠାକୁର ନିରାଶ

ନୂଆ ମନ୍ତ୍ରିମଣ୍ଡଳରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ବାଦ୍‌ ପଡ଼ିଛନ୍ତି। ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ୍‌ ଶର୍ମାଙ୍କଠାରୁ ୧.୬ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ...

ଶପଥ ଉତ୍ସବ ସାକ୍ଷୀ ହେଲେ ୮ ହଜାର ଅତିଥି

ନୂଆଦିଲ୍ଲୀ,୧୦।୬: ବରିଷ୍ଠ ଭାଜପା ନେତା ନରେନ୍ଦ୍ର ମୋଦି ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ୮,୦୦୦ରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri