ଜାତୀୟ

ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ମେଶିନ ତିଆରି କଲେ ଯୁବକ

ମଦୁରାଇ,୮।୧୧: ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମଦୁରାଇ ସହରରେ ରହୁଥିବା ଜଣେ ବ୍ୟକ୍ତି ଭିନ୍ନ ଧରଣର ମେଶିନ ଆବିଷ୍କାର କରିଛନ୍ତି। ଅବଦୁଲ ରଜାକ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି ବାରମ୍ବାର ବୋରଓ୍ବେଲରେ ଶିଶୁ ଖସିପଡିବା...

ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା

ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ରେଖାକୁ ପାର୍‌ କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ। ଯଦି...

ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍‌ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ, ଏସିଡ୍‌ ଓ ଜ୍ୱଳନଶୀଳ ପଦାର୍ଥ ଉପରେ କଟକଣା ଲଗାଇଛନ୍ତି। ଏହି ନିୟମକୁ ଯିଏ...

ଗାନ୍ଧୀ ପରିବାର ନିକଟରୁ ଏସ୍‌ପିଜି ସୁରକ୍ଷା ଛଡ଼ାଇ ନେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ ନିକଟରେ ଥିବା ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସ୍‌ପିଜି) ସୁରକ୍ଷାକୁ ଉଠାଇ ନିଆଯିବ ବୋଲି ସୂଚନା...

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଡି ପାରୁନି ଗଣିତ। ଶୁକ୍ରବାର ସୁଦ୍ଧା ଯଦି ଏହାର ସମାଧାନ...

ପରଲୋକରେ ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା: ଶୋକ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା,୮।୧୧:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା ଦେବ ସେନ୍‌ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ଏବେ ଏହାକୁ ନେଇ ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି।...

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର ଠିକ୍‌ ତିନିବର୍ଷ ପରେ ବିମୁଦ୍ରୀକରଣକୁ ନେଇ ଲୋକାଲ୍‌ ସର୍କଲ୍ସ ନାମକ ଏକ ସଂସ୍ଥା...

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ...

କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ନାହିଁ ରବିଶଙ୍କର

ନୂଆଦିଲ୍ଲୀ,୮।୧୧: କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ସରକାର ଏଥିପାଇଁ ରବିଶଙ୍କରଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି...

ଗଣମାଧ୍ୟମ ଉପରେ ରାଗିଲେ ରଜନୀକାନ୍ତ

ଚେନ୍ନାଇ,୮।୧୧: ଅଭିନେତାରୁ ରାଜନେତା ସାଜିଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି। ସେ କହିଛନ୍ତି କେତେଜଣ ବ୍ୟକ୍ତି ଓ ଗଣମାଧ୍ୟମ ମୋତେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟ ବୋଲି କହୁଛନ୍ତି। ତେବେ କୌଣସି ଦଳରେ କେହି...

ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ପୋଲିସ କାଟିଲା ପୋଲିସର ଚାଲାଣ

ପାଟନା,୮।୧୧: ଭ୍ରଷ୍ଟାଚାରକୁ ଶେଷ କରିବା, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଓ ଯାତାୟାତକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯାଇଛି। ଏହି ନିମୟ ଲାଗୁ ହେବାର ୨ ମାସ ବିତିଯାଇଥିଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri