ଜାତୀୟ

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି; ସହଯୋଗୀଙ୍କ ଭରସାରେ ତୃତୀୟ ପାଳି

ନୂଆଦିଲ୍ଲୀ,୧୦ା୬:  ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ମୋଦି ଏବଂ ତାଙ୍କ ନୂଆ...

୪ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପ୍ରଥମଥର ହେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ କରାଯାଇଛି। ସେ ଷଷ୍ଠ ନମ୍ବରରେ ଶପଥ ନେଇଛନ୍ତି। ଏହା ମଧ୍ୟପ୍ରଦେଶର ଶକ୍ତି ଆହୁରି ବୃଦ୍ଧି କରିବ। ଷଷ୍ଠ ଥର ପାଇଁ ବିଦ୍ୟାରୁ ଏମପି...

ମୋଦିଙ୍କ ପାଇଁ ଏହି ମନ୍ତ୍ରୀମାନେ ହେବେ ସଙ୍କଟ ମୋଚକ

ନୂଆଦିଲ୍ଲୀ,୯।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନରେନ୍ଦ୍ର ମୋଦି ଦେଶର ଇତିହାସରେ ଏକ ନୂତନ ପୃଷ୍ଠା ଯୋଡିଛନ୍ତି। ତାଙ୍କ ସହ ଭାଜପା ତଥା ଏନଡିଏ ସହଯୋଗୀ ଦଳର ପ୍ରମୁଖ ନେତାମାନେ ମଧ୍ୟ ମନ୍ତ୍ରୀ...

ମୋଦିଙ୍କ କ୍ୟାବିନେଟରେ ସବୁଠାରୁ କମ ବୟସର ମନ୍ତ୍ରୀ ହେଲେ ‘କଙ୍ଗନାଙ୍କ ହିରୋ’

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ପହଞ୍ଚି ଶପଥ ଗ୍ରହଣ କରିଥିଲେ। ଅଧିକାଂଶ ମନ୍ତ୍ରୀ ସେମାନଙ୍କର ପାରମ୍ପାରିକ ପୋଷାକ କୁର୍ତ୍ତା ଏବଂ ପାଇଜାମାରେ ଶପଥ...

ପ୍ରଧାନମନ୍ତ୍ରୀ ହେଉ ହେଉ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୯।୬: ରବିବାର କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେପଟେ କଂଗ୍ରେସ ତାଙ୍କୁ ଟାର୍ଗେଟ କରି କହିଛି ଯେ ଗୋଟିଏ ପଟେ ନରେନ୍ଦ୍ର ମୋଦି ଏବଂ ଏନଡିଏ ସରକାରଙ୍କ ମନ୍ତ୍ରୀମାନେ ଶପଥ...

କେଉଁ କଥାକୁ ନେଇ ନିଜର ହସ ଅଟକାଇ ପାରିଲେନି ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ୭୨ ମନ୍ତ୍ରୀ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ, ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ରାଜନେତାମାନେ...

ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି

ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ...

ଏନ୍‌ଇଇଟି ରେଜଲ୍ଟ ବିଭ୍ରାଟ: ସିବିଆଇ ତଦନ୍ତ, ପୁନଃ ପରୀକ୍ଷା ଦାବି

ନୂଆଦିଲ୍ଲୀ,୯ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି...

ଏଥର କାର୍ଯ୍ୟକାଳ ପୂରା କରିପାରିବେନି ମୋଦି ସରକାର: ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୬: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନଡିଏ ମିଳିତ ସରକାର ପୁଣିଥରେ ଦେଶରେ ଗଠନ ହୋଇଛି। ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...

ମୋଦି ମନ୍ତ୍ରିମଣ୍ଡଳ ୩.୦ରେ କେତେଜଣ ମହିଳାଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ,୯।୬: ରବିବାର (ଜୁନ ୯) ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ୩.୦ ସରକାରରେ ଅନେକ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି। ଏଥିମଧ୍ୟରୁ ନିର୍ମଳା ସୀତାରମଣ ଏବଂ ଅନ୍ନପୂର୍ଣ୍ଣା ଦେବୀ...

ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଦେଶର ସବୁଠୁ ଧନୀ ମନ୍ତ୍ରୀ ତଥା ଟିଡିପି ଏମ୍‌ପି ପେମାସାନି ଚନ୍ଦ୍ରଶେଖର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଏଥର ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ୭ଟା ୨୪ ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ଏଥର ଶପଥ ଗ୍ରହଣ କରିବାବେଳେ ସେ ରାଜକୀୟ ନୀଳ ଜ୍ୟାକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri