ଜାତୀୟ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର

ଶ୍ରୀନଗର/ଲେହ, ୧।୧୧(ପି.ଟି.):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଏହି ଭୂଖଣ୍ଡକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଲଦାଖ ରାଜଧାନୀ ଲେହରେ ରାଧାକୃଷ୍ଣ ମାଥୁର...

ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ:ଉଦ୍ଧବ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ,୧-୧୧:ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ଶିବସେନାର ବରିଷ୍ଠ ନେତା ଏକ୍‌ନାଥ ସିନ୍ଧେ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିଛି।...

ପାକିସ୍ତାନରେ ରେଳ ଟ୍ରାଜେଡି: ଚଳନ୍ତା ଟ୍ରେନ୍‌ରେ ନିଆଁ: ୭୪ ଦଗ୍ଧ

ଇସ୍‌ଲାମାବାଦ/ଲାହୋର,୧-୧୧:(ପି.ଟି./ଆଇଏଏନ୍‌ଏସ୍‌)ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶସ୍ଥିତ ଲିଆକତ୍‌ପୁର ନିକଟରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ରେ ଦୁଇଟି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବାରୁ ୭୪ ଜଣ ଜୀବନ୍ତ ଦଗ୍ଧ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ ପିଇଲେ ମିଳିଥାଏ ଅନେକ ସୁଫଳ। ସେହିପରି ରାତିରେ ଶୋଇବା ପୂର୍ବରୁ ଅଧା ଗ୍ଲାସେ...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ କରୁଛନ୍ତି। ଏଠାରେ ଅତ୍ୟାଧୁନିକ କୃଷି ପ୍ରଣାଳୀ ବ୍ୟବହାର କରି କୋଟିପତି ପାଲଟିଛନ୍ତି କୃଷକ।...

ସୋସିଆଲ ମିଡିଆରେ ‘ପାକିସ୍ତାନୀ ରୁଟି’

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ। ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା ଖାଇଛନ୍ତି କି। ଶୁଣିଲା ବେଳକୁ କଥାଟା ଅଡୁଆ ଲାଗୁଥିବ, ହେଲେ କଥାଟି ସତ।...

କରତାରପୁର କରିଡର ଯିବାକୁ ହେଲେ ସିଦ୍ଧୁଙ୍କୁ ନେବାକୁ ପଡିବ ଅନୁମତି: ରବିଶ କୁମାର

ନୂଆଦିଲ୍ଲୀ,୩୧।୧୦: କରତାରପୁର କରିଡର ଆସନ୍ତା ମାସରେ ଖୋଲା ଯିବାର ଯୋଜନା ରହିଛି। ଏହାକୁ ନେଇ ପାକିସ୍ତାନ ଯେଉଁ ନିୟମ ରଖିଛି ତାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଗୁରୁବାର କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି କରତାରପୁର...

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ ଯିବାକୁ ପଡିଛି। ସୂଚନାଯୋଗ୍ୟ, ବୁଧବାର ଆଜୀବନ କାରାଦଣ୍ଡ ଭୋଗୁଥିବା ମନଦୀପ ସିଂଙ୍କ ବିବାହ...

ନିର୍ଭୟା ଗଣ ବଳାତ୍କାର: ରାଜକ୍ଷମା ଆବେଦନ ପାଇଁ ଦୋଷୀଙ୍କୁ ୭ ଦିନ ସମୟ; ଏହା ପରେ ଜାରି ହେବ କଳା ପରଓ୍ବାନା

ନୂଆଦିଲ୍ଲୀ,୩୧।୧୦: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦୋଷୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବେ। ଏହି ନୋଟିସ୍‌ର ସମୟ ସୀମା ନଭେମ୍ବର...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସମାଧାନର ବାଟ...

୧୫ ଦିନ ମଧ୍ୟରେ ଡେଙ୍ଗୁ କବଳରେ ଚାଲିଗଲା ପୂରା ପରିବାରର ଜୀବନ: କେବଳ ନବଜାତ ଶିଶୁ ଜୀବନ୍ତ

ହାଇଦ୍ରାବାଦ,୩୧।୧୦: ତେଲେଙ୍ଗାନାର ମଞ୍ଚେରିୟଲ ଜିଲାରେ ରହୁଥିବା ଏକ ପରିବାର ୧୫ଦିନ ମଧ୍ୟରେ ଡେଙ୍ଗୁ କବଳକୁ ଚାଲିଯାଇଛନ୍ତି। କଥାଟା ବିଶ୍ୱାସ ନ ହେଲେ ବି ସତ। ସୂଚନାଯୋଗ୍ୟ, ପରିବାରରେ ପ୍ରଥମେ ରାଜଗଡ୍ଡୁ(୩୦)ଙ୍କୁ ଡେଙ୍ଗୁ ହୋଇଥିଲା। ଶିକ୍ଷକ ଭାବେ କାମ କରୁଥିବା ରାଜଗଡ୍ଡୁଙ୍କୁ...

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ସରକାର ଗଠନ କରିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri