ଜାତୀୟ

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଗୁରୁବାର ପଦ ଓ ଗୋପନୀୟତାର ଶପଥ...

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ ବାସ କରୁଥିବା ମୁସଲମାନ ସମୁଦାୟର ଲୋକେ ଚାନ୍ଦା ଆଦାୟ କରି ଏହି ମନ୍ଦିରକୁ...

ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ କିନ୍ନର ଆଇନଜୀବୀ ସତ୍ୟଶ୍ରୀ ଶର୍ମିଲା କିମ୍ବା ପ୍ରଥମ କଲେଜ ଅଧ୍ୟକ୍ଷ ମାନବୀ ବନ୍ଦ୍ୟୋପାଧ୍ୟାୟ,...

୨୦୨୪ ସୁଦ୍ଧା ନିର୍ମାଣ ହେବ ଶହେ ବିମାନ ବନ୍ଦର: ଡ୍ରୋନ୍‌ରେ କରାଯିବ ସାମଗ୍ରୀ ଡେଲିଭରି

ନୂଆଦିଲ୍ଲୀ,୩୧।୧୦: ଆସନ୍ତା ୫ ବର୍ଷ ମଧ୍ୟରେ ୨୦୧୪ ସୁଦ୍ଧା ଦେଶରେ ଶହେଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ବିମାନ ବନ୍ଦର...

ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର ହେଉଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ପାଇଁ...

ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ

ସମସ୍ତିପୁର: ‘ମୁଁ ….. ଛଟ୍‌ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍‌ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ ରଖିଛି। ହେ ଛଟ୍‌ ମା’ ଯଦି ମୁଁ ମିଛ କହି ଛୁଟି ନେଉଥାଏ,...

‘ରେଡିଓ କଶ୍ମୀର’ହେଲା ଆକାଶବାଣୀ

ଜମ୍ମୁ,୩୧।୧୦: ଜମ୍ମୁ-କଶ୍ମୀରରେ ଗୁରୁବାରଠାରୁ ଲେଖା ହେଲା ଇତିହାସ। ଏଠାକାର ‘ରେଡିଓ କଶ୍ମୀର’ ଏବେ ବଦଳି ଯାଇ ଅଲ୍‌ ଇଣ୍ଡିଆ ରେଡିଓ ବା ଆକାଶବାଣୀ ବୋଲି ଉପସ୍ଥାପନା କରାଯାଇଛି। ଏହା କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏଠାରେ ପ୍ରଥମ କରି...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଫୁସଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କୋଲକାତାରେ...

ରାଜ୍ୟ ସଂଖ୍ୟା ୨୮, କେନ୍ଦ୍ର ଶାସିତଅଞ୍ଚଳ ହେଲା ୯

ଶ୍ରୀନଗର,୩୧।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଭାବେ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଲଦାଖର ଉପରାଜ୍ୟପାଳଭାବେ...

ନୂଆ ଲୁକ୍‌ରେ ତେଜ୍‌ପ୍ରତାପ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଲମ୍ବା ହେୟାର ଷ୍ଟାଇଲ୍‌ ସହ ମଥାରେ ତିଳକ ଚିହ୍ନ, ହାତ ଓ ବେକରେ ରୁଦ୍ରାକ୍ଷ ମାଳ ରଖିଥିବା ଏହି...

କଶ୍ମୀରରେ ଆକ୍ରମଣ ପାଇଁ ନୂଆ ଯୋଜନା କରୁଛି ଆଇଏସ୍‌

ଶ୍ରୀନଗର,୩୧।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏଠାରେ ଏବେ ଆକ୍ରମଣ କରିବାକୁ ନୂଆ ଯୋଜନ କରୁଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌। ଏବେ ଏହି ସଙ୍ଗଠନ ଅନ୍ୟ ଆତଙ୍କବାଦୀ ସଙ୍ଗଠନ...

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ ପାଖାପାଖିତ୍ ୫୦୦ଟି ସ୍ବତନ୍ତ୍ର ରାଜ୍ୟକୁ ଏକସୂତ୍ରରେ ବାନ୍ଧିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri