ଜାତୀୟ

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି।...

ଭାରତୀୟ କୋଷ୍ଟ ଗାର୍ଡରେ ସାମିଲ୍‌ ହେଲା ‘ବରାହ’

ଚେନ୍ନାଇ,୨୫।୯: ଭାରତୀୟ କୋଷ୍ଟ ଗାର୍ଡରେ ‘ବରାହ’ ପାଟ୍ରୋଲିଂ ଜାହାଜ ସାମିଲ୍‌ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଆୟୋଜିତ ଏକ ଉତ୍ସବରେ ଏହାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍‌ଠାରେ କୋଷ୍ଟ ଗାର୍ଡରେ ସାମିଲ୍‌ କରାଇଛନ୍ତି। ଏହା ବହୁବିଧ କାର୍ଯ୍ୟ କରିବାକୁ...

ନବଜାତ ଶିଶୁ ପଛରେ ଲାଞ୍ଜ

ନୂଆଦିଲ୍ଲୀ,୨୫।୯: ବେଳେ ବେଳେ କତେକ ନବଜାତ ଶିଶୁଙ୍କ ଶରୀରରେ ନିଆରା ଅଙ୍ଗପ୍ରତ୍ୟେଙ୍ଗ ଦେଖିବାକୁ ମିଳିଥାଏ। ପ୍ରାୟ ସମୟରେ କେତେକଙ୍କ ଶରୀରରେ ଅଧିକ କେଶ ରହିଥାଏ ତ ଆଉ କେତେକଙ୍କ ହାତ ଆଙ୍ଗୁଠି ଅଧିକ ରହିଥିବା ଦେଖିବାକୁ ମିଳେ। କିଛି ଏଭଳି...

୨୧ କିଲୋ ପନିପରିବା ପିଠିରେ ଧରି ୧୨ କିମି ପାଦରେ ଚାଲୁଛନ୍ତି ଜିଲାପାଳ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୫।୯: ସୋସିଆଲ୍‌ ମିଡ଼ିଆରେ ଏବେ ଜଣେ ଜିଲାପାଳ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମେଘାଳୟର ପଶ୍ଚିମ ଗାରୋ ହିଲସ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିବା ୪୩ ବୟସ୍କ ଜିଲାପାଳ ରାମ ସିଂହ ଘରଠାରୁ ସ୍ଥାନୀୟ ସାପ୍ତାହିକ ବଜାରକୁୁ ଚାଲି ଚାଲି ଆସିଥାନ୍ତି।...

ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍‌ ଔଷଧ ଖାଇଲେ ହୋଇପାରେ କ୍ୟାନସର୍‌: ଡ୍ରଗ୍‌ କଣ୍ଟ୍ରୋଲର୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏହାର ଉତ୍ପାଦନ ବନ୍ଦ କରିବାକୁ...

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ କେଉଁ କାରଣରୁ ଯୁବକଙ୍କୁ ଏଭଳି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ଜଣାପଡିନାହିଁ। ସୂଚନାଯୋଗ୍ୟ,...

ଶିବାଜୀ ସ୍ମାରକରେ ୧୩ ଶହ କୋଟି ଦୁର୍ନୀତି: କଂଗ୍ରେସ-ଏନ୍‌ସିପି କଲେ ଅଭିଯୋଗ

ମୁମ୍ବାଇ,୨୫।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଏନ୍‌ସିପି ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ କରାଯାଇଛି। ଆରବ ସାଗରରେ ମୁମ୍ବାଇ ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଶିବାଜୀ ସ୍ମାରକରେ ୧୩ ଶହ କୋଟି...

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ସୂଚନା ଦେଇଛନ୍ତି। ହିନ୍ଦୁ ସମାଜରେ ବିବାହ କରି ଅନ୍ୟ ଜଣେ ମହିଳାଙ୍କୁ...

ପିଆଜ-ପେଟ୍ରୋଲ ଦାମ୍‌ ବୃଦ୍ଧିରେ ଖାଉଟିଙ୍କ ଅବସ୍ଥା ଶୋଚନୀୟ: ସେଓଠାରୁ ୨ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି ପିଆଜ

ନୂଆଦିଲ୍ଲୀ,୨୫।୯: ଦେଶରେ ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲ ଦାମ୍‌ ମଧ୍ୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଛି। ପେଟ୍ରୋଲ ଓ ପିଆଜ ଦାମ୍‌...

ମଝି ଆକାଶରେ ଜଳିଗଲା ମିଗ୍‌-୨୧ ବିମାନ

ଭୋପାଳ, ୨୫।୯: ଭାରତୀୟ ବାୟୁସେନାର ଏକ ଟ୍ରେନର ମିଗ୍‌-୨୧ ବିମାନ ବୁଧବାର ଗ୍ବାଲିୟରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ମଝି ଆକାଶରେ ଜଳିଯାଇଛି। ଏଥିରେ ଥିବା ଜଣେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏବଂ ସ୍କ୍ବାଡ୍ରନ୍‌ ଲିଡର ସୁରକ୍ଷିତ ଥିବା କୁହାଯାଉଛି। ଖବର ପାଇ...

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି। ଶ୍ରୀନଗର, ଅଓ୍ବନ୍ତୀପୋରା, ଜମ୍ମୁ, ପଠାଣକୋଟ୍‌....

ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍‌ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri