ଜାତୀୟ

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ପ୍ରାୟ ଲୋକ ପ୍ରତିଦିନ ଅଣ୍ଡାକୁ...

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ନ୍ୟାଶନାଲ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ଆଓ୍ବାର୍ଡ କାର୍ଯ୍ୟକ୍ରମ ଆୟୋଜିତ...

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି...

ପୁଲଓ୍ବାମାରେ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାର ଦ୍ରବଗାମ ଅଞ୍ଚଳରେ ମଙ୍ଗଳବାର ଦ୍ୱିପହରରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟେ ଏହାର ପାଲଟା ଜବାବରେ ସେନା ପକ୍ଷରୁ...

ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ

ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବେଗୁସରାଇରୁ ଏମ୍‌ପି ଥିବା...

୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଏବେ ଆଉ ୫୦-୫୦ ଅଙ୍କ ନୁହେଁ ୫ ବର୍ଷ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଦେବେନ୍ଦ୍ର ଫଡନବିସ ସମ୍ଭାଳିବେ ବୋଲି ଦାବି କରିଛନ୍ତି। ଏବେ ସେ କହିଛନ୍ତି ଏପର୍ଯ୍ୟନ୍ତ...

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା

ଶିମଲା,୨୯।୧୦: ହିମାଚଳ ପ୍ରଦେଶ ଚମ୍ବାରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଜିଲା ରହିଥିବା ବେଳେ ଲଗାତର...

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ ନୂଆ ସଂଗଠନ ଲଞ୍ଚ୍‌ କରାଯାଇଛି। ଏଥିସହ ସଂଗଠନ ପକ୍ଷରୁ ଏକ ତାଲିକା ପ୍ରକାଶ...

ଭାଜପାର ପ୍ଲାନ ‘ବି’କୁ ନେଇ ମତ ରଖିଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଶିବସେନାର ନଖରାମି ପରେ ଏବେ ଭାଜପା ପ୍ଲାନ ‘ବି’ ପ୍ରସ୍ତୁତିରେ ରହିଥିବା ଆଲୋଚନା ହେଉଛି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ କହିଛନ୍ତି, ଭାଜପା ଶିବସେନା ବିନା ମହାରାଷ୍ଟ୍ରରେ ସରକାର ଗଢିବ। ସେ କହିଛନ୍ତି ଶିବସେନାର ୫୬...

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇୟୁଡିଏଫ୍‌ର ଅଧ୍ୟକ୍ଷ ତଥା ଲୋକ ସଭା ଏମ୍‌ପି ବଦରୁଦ୍ଦିନ ଅଜମଲ ଏନେଇ...

ଶ୍ରୀନଗର ପହଞ୍ଚିଲେ ୟୁରୋପିଆନ୍‌ ପ୍ରତିନିଧି ଦଳ

ଜମ୍ମୁ,୨୯।୧୦: ୟୁରୋପିଆନ୍‌ ୟୁନିୟନର ୨୮ ଜଣ ସାଂସଦ ଜମ୍ମୁ-କଶ୍ମୀର ଗସ୍ତକୁ ନେଇ ମଙ୍ଗଳବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା କୌଣସି ବିଦେଶି ପ୍ରତିନିଧି ଦଳଙ୍କ ପ୍ରଥମ ଗସ୍ତ। ଏମାନେ ସେଠାରେ...

ସାମାନ୍ୟ ଅସାବଧାନତା ପାଇଁ ପୋଲ ତଳକୁ ଖସିଲା କାର୍‌: ଭିଡିଓ ଭାଇରାଲ

ନଓ୍ବୋଡି,୨୯।୧୦: ମଧ୍ୟ ପ୍ରଦେଶର ନଓ୍ବୋଡି ଜିଲାରୁ ଆସିଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଟିକେ ଅସାବଧାନତା ଓ ଦ୍ରୁତ ଗତି ୫ ଜଣଙ୍କ ଜୀବନ ସହ ଖେଳ ଖେଳିଛି। ସୌଭାଗ୍ୟ ବଶତଃ ଏମାନେ ବଞ୍ଚି ଯାଇଛନ୍ତି ସତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri