ଜାତୀୟ

ଭୟାବହ ଧୂଳିଝଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ,୧୪ା୫:ମୁମ୍ବାଇରେ ସୋମବାର ଅପରାହ୍ନରେ ଭୟାବହ ଧୂଳିଝଡ଼ରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଲାଗିଥିବା ୧୦୦ ଫୁଟ୍‌ ଉଚ୍ଚତା...

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧୩ା୫: ରାଜ୍ୟ ସଭା ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିବା ଗତ ମାସରେ ଜଣାପଡ଼ିଥିଲା। ଏନେଇ ସେ ଲୋକ ସଭା ନିର୍ବାଚନରେ...

କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ

ନୂଆଦିଲ୍ଲୀ,୧୩ା୫ : ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାରରେ ଦିଆଯାଇଥିବା ଗ୍ୟାରେଣ୍ଟିଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର ହୋଇଥିବା...

ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର,୧୩।୫: ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି। ସୋମବାର ଘାଟକୋପର ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ପେଟ୍ରୋଲ ପମ୍ପ ଉପରେ ଥିବା ଏକ ହୋର୍ଡିଂ ପଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪ ଜଣ...

ଜେଲ୍‌ରୁ ଫେରିବା ପରେ ବଡ଼ ବୟାନ ଦେଲେ କେଜ୍‌ରିଓ୍ବାଲ, କହିଲେ ଭାଜପା…

ନୂଆଦିଲ୍ଲୀ,୧୩।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଦଳର ସମସ୍ତ କାଉନସିଲରଙ୍କ ସହ ଏକ ବୈଠକ କରିଛନ୍ତି। ଅନ୍ତରୀଣ ଜାମିନ ପାଇବା ପରେ କାଉନସିଲରଙ୍କ ସହ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବୈଠକ ଥିଲା। କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସ୍ବଚ୍ଛତା...

୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ…

ବେଙ୍ଗାଲୁରୁ,୧୩।୫: କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପୁତୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ ଏକ ପରିବାର ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶ କରିଛନ୍ତି। ଦକ୍ଷିଣ କନ୍ନଡର...

ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି ବର୍ଷାରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ଡାଇଭର୍ଟ କରାଯିବା ସହ କେତେକର...

ମୋଦିଙ୍କ ନାମାଙ୍କନ ପୂର୍ବରୁ ବାରାଣସୀରେ କାହିଁକି ପହଞ୍ଚିଛନ୍ତି ୧୫୦ କିନ୍ନର ସନ୍ଥ

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ବାରାଣାସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଭାଜପା ସମସ୍ତ ପ୍ରସ୍ତୁତି ଚଳାଇଛି, ଏହା ପୂର୍ବରୁ ସୋମବାର, ପ୍ରଧାନମନ୍ତ୍ରୀଙ୍କ ୬କିଲୋମିଟର ଲମ୍ବା ରୋଡ ସୋ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି...

୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା

ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରମୁଖ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ...

ତେଜ ପ୍ରତାପଙ୍କ ରାଗ, ଆରଜେଡି କର୍ମୀଙ୍କୁ ମଞ୍ଚ ଉପରୁ ଠେଲିଦେଲେ

ପାଟନା,୧୩।୫: ବର୍ତ୍ତମାନ ବିହାରର ରାଜଧାନୀ ପାଟନାରୁ ବଡ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଜଣେ ଆରଜେଡି କର୍ମୀଙ୍କୁ ମଞ୍ଚରୁ ଠେଲି ଦେଇଛନ୍ତି।...

‘ଏଏପିରେ ସୁରକ୍ଷିତ ନୁହେଁ ନାରୀ,’ କେଜରିଓ୍ବାଲଙ୍କୁ ପ୍ରଶ୍ନ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀ ପୋଲିସକୁ ଦୁଇଟି କଲ ଆସିଥିଲା ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ନାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ନେଇ ସ୍ବାତି...

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ ସେଠାରେ ନୂତନ ସମ୍ଭାବନା ଖୋଜୁନାହିଁ ବରଂ କୂଟନୈତିକ ଚାପ ପକାଇ ବଡ଼ ଲକ୍ଷ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri