ଜାତୀୟ

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…

ମହୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ପ୍ରତିଦିନ ସକାଳେ ଚାମୁଚେ ମହୁ ଖାଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ହାର୍ଟଆଟାକ୍‌ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଉଷୁମ ପାଣିରେ ମହୁ ଏକ ଚାମୁଚେ ମିଶାଇ ପିଇଲେ...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ ଖରାରେ ଅତିକମ୍‌େରେ ୫ ମିନିଟ୍‌ ପାଇଁ ବସିଲେ ଶରୀର ଫୁର୍ତ୍ତି ହୋଇଥାଏ। ସବୁ...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା ଢେର୍‌ ଦିନରୁ ନିର୍ବାହ କରାଯାଉଛି। ମା୍ଯଯତା ରହିଛି, ଯଦି କୌଣସି ବ୍ୟକ୍ତି ନିଜ...

ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦, ମହାରାଷ୍ଟ୍ରରେ ୪୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୨୧।୧୦: ହରିୟାଣା ଓ ମହାରାଷ୍ଟ୍ରରେ ସୋମବାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦.୫୯ ଓ ମହାରାଷ୍ଟ୍ରରେ ୪୩.୭୦ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି। ଏହାକୁ ଦେଖିଲେ...

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ ଅଧିକାଂଶ ଲୋକେ ସୁନାରୂପା ପରିବର୍ତ୍ତେ ଯେ କୌଣସି ଜିନିଷ ଘରକୁ ଆଣିଲେ ଧନ...

ଲେଜର ଲାଇଟ୍‌ରେ ଦୀପାବଳି ପାଳିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି...

ସାଭରକରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି

ନୂଆଦିଲ୍ଲୀ,୨୧।୧୦: ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ କରି ସାଭରକରଙ୍କ ବାବଦରେ ମତ ରଖିଛନ୍ତି। ସେ କହିଛନ୍ତି, ସାଭରକର ଜଣେ ସ୍ବାଧୀନତା ସଂଗ୍ରାମୀ। ଦଳିତଙ୍କ ନ୍ୟାୟ...

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି । ଏହି ମନ୍ଦିରଟି ଚାରିଶହ ବର୍ଷର ପୁରୁଣା ଏଠାରେ ସାହାନାଇ ବଜାଇଥାନ୍ତି ସ୍ବର୍ଗୀୟ ଝୋଲେଲାହ...

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍କୁଲ ଶିକ୍ଷାର୍ଥୀ...

ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି। ସ୍ଥାନୀୟ ମଓ୍ବୋତ୍‌ ଅଞ୍ଚଳର ନୁହଁ ଜିଲାରେ ଏଭଳି ଘଟିଛି। ସକାଳ ୮ଟା ୪୫ରେ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର ଯାନ ନିୟମକୁ ନେଇ ଯେଉଁ ପୋଷ୍ଟ କରିଥିଲେ ତା’ର ଉତ୍ତରରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri