ଜାତୀୟ

ଡିଆର୍‌ଡିଓ ଭବନରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ,ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌...

୪୦ ହଜାର ଜନତାଙ୍କ ହତ୍ୟାର କାରଣ ଅନୁଚ୍ଛେଦ ୩୭୦: ଶାହ

ନୂଆଦିଲ୍ଲୀ,୧୫।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୪୦ ହଜାର ଲୋକଙ୍କ ହତ୍ୟାର କାରଣ ହେଉଛି ଅନୁଚ୍ଛେଦ ୩୭୦। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ...

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ କୋଡ୍‌ ବ୍ୟବହାର କରୁଛନ୍ତି। ଏହି କୋଡ୍‌ ଭାଙ୍ଗିବାକୁ ଏପର୍ଯ୍ୟନ୍ତ ଭାରତୀୟ ଗୋଇନ୍ଦା ବିଭାଗ...

୨୫ ହଜାର ହୋମ୍‌ଗାର୍ଡଙ୍କୁ ଛଟେଇ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୨୫ ହଜାର ହୋମ୍‌ ଗାର୍ଡ଼ଙ୍କୁ ଛଟେଇ କରିଛନ୍ତି। ରାଜ୍ୟର ବଜେଟରେ ସମନ୍ବୟ ରକ୍ଷା କରିବା ପାଇଁ ଏଭଳି କରାଯାଇଥିବା ସରକାର କହିଛନ୍ତି। ଏନେଇ ଏଡିଜି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଜଣେ ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଶୋପିଆନ୍‌ ଶିରମାଲ ଗାଁରେ ସେଓ ନେଇ ଯାଉଥିବା ଟ୍ରକ୍‌କୁ ଅଟକାଇ ଆତଙ୍କବାଦୀ ଟ୍ରକ୍‌ ଡ୍ରାଇଭର ଶରିଫ୍‌ ଖାଁଙ୍କୁ ଗୁଳି କରିଥିଲେ। ଶରିଫ୍‌ ରାଜସ୍ଥାନର ବାସିନ୍ଦା...

ପେପର ବିକ୍ରେତାରୁ ଦେଶର ମିଶାଇଲ୍‌ ମ୍ୟାନ୍‌

ମିଶାଇଲ ମ୍ୟାନ ନାମରେ ଜଣାଶୁଣା ଡଃ ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ହେଉଛି ୮୭ତମ ଜନ୍ମଜୟନ୍ତୀ। ଅକ୍ଟୋବର ୧୫ ତାରିଖ ୧୯୩୧ ମସିହାରେ ତାମିଲନାଡୁ ରାମେଶ୍ୱରମଠାରେରେ ଜନ୍ମଗ୍ରହଣ ନେଇଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ ଅବଦୁଲ କଲାମ। ତାଙ୍କର ପୁରାନାମ ଅବୁଲ...

ବିଚାରପତି ହେଲେ ଆଇନ ସଚିବ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପ୍ରଥମ ଥର ଲାଗି ଜଣେ ଜିଲା ଓ ଦୌରାଜଜ୍‌ଙ୍କୁ ସୋମବାର କେନ୍ଦ୍ର ଆଇନ ସଚିବ ନିଯୁକ୍ତ କରାଯାଇଛି। ଅନୁପ କୁମାର ମେଣ୍ଡିରତ୍ତା ଆଇନ ମନ୍ତ୍ରଣାଳୟର ନୂଆ ସଚିବ (ଆଇନ ବ୍ୟାପାର) ନିଯୁକ୍ତ ହୋଇଛନ୍ତି। ଏବେ ସେ ଦିଲ୍ଲୀ ଉତ୍ତରପୂର୍ବ...

ବାଲାକୋଟରେ ତାଲିମ ନେଉଛନ୍ତି ୫୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବାଲାକୋଟର ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିରକୁ ଭାରତୀୟ ବାୟୁସେନା ଧ୍ୱଂସ କରିବାର ୮ ମାସ ପରେ ଉକ୍ତ ଶିବିର ପୁଣିଥରେ ସକ୍ରିୟ ହୋଇଉଠିଛି। ସେଠାରେ ୪୦ରୁ ୫୦ ଜଣ ଆତଙ୍କବାଦୀ ପ୍ରଶିକ୍ଷଣ...

ବାୟୁସେନା ହେଲିକପ୍ଟର ଖସାଇବା ଘଟଣା: କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ ୨ ଅଧିକାରୀ

ନୂଆଦିଲ୍ଲୀ, ୧୫ା୧୦: ଗତ ଫେବୃୟାରୀ ୧୭ରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରକୁ ଅଜାଣତରେ ମିଶାଇଲ ମାଡ଼ କରି ଖସାଇବା ଘଟଣାରେ ୨ ଅଧିକାରୀ କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ। ଏନେଇ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୌରିଆ ପ୍ରକାଶ...

ଡିସେମ୍ବର ୧୦ ଯାଏ ୧୪୪

ନୂଆଦିଲ୍ଲୀ,୧୫ା୧୦: ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କାରେ ଅଯୋଧ୍ୟାରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସ୍ଥାନରେ ୪ କିମ୍ବା ତାହାଠାରୁ ଅଧିକ ଲୋକ ଏକାଠି...

ସୋସିଆଲ ମିଡିଆରେ ଆଧାର ସଂଯୋଗ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସୋସିଆଲ ମିଡିଆ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସବୁ ମାମଲା ସର୍ବୋଚ୍ଚ ଅଦାଲତକୁ ଆସିବା ଆବଶ୍ୟକ ନାହଁ। ଏହି ମାମଲା ଏବେ...

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri