ଜାତୀୟ

ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ବିରୋଧରେ ଗଣଆନ୍ଦୋଳନ ଆହ୍ବାନ

ନୂଆଦିଲ୍ଲୀ,୨୬ା୮(ପି.ଟି.): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବାବେଳେ ଏହିଦିନକୁ ସ୍ମରଣୀୟ କରିବା ପାଇଁ ଭାରତକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଦିଓ୍ବାଲି ପୂର୍ବରୁ ବିଭିନ୍ନ ସ୍ଥାନରେ ଜମା ହୋଇ...

‘ନିଷ୍ଠୁରତାକୁ ସାମ୍ନା କରିଛନ୍ତି ବିରୋଧୀ’

ନୂଆଦିଲ୍ଲୀ,୨୬ା୮(ପି.ଟି.):ଶ୍ରୀନଗର ଗସ୍ତବେଳେ ବିରୋଧୀ ଜମ୍ମୁ-କଶ୍ମୀର ପ୍ରଶାସନର ନିଷ୍ଠୁରତା ଓ ସୁରକ୍ଷା ବଳର ନିର୍ମମତାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଗଣମାଧ୍ୟମ ସହ ମଧ୍ୟ ଅନୁରୂପ ବ୍ୟବହାର ଦେଖାଯାଉଛି। ୨୦ ଦିନ ହେଲା ଜମ୍ମୁ-କଶ୍ମୀରବାସୀଙ୍କ ସ୍ବାଧୀନତା...

୩୭୦ ଉଚ୍ଛେଦକୁ ବିରୋଧ କର

ଶ୍ରୀନଗର,୨୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ନେଇ କେନ୍ଦ୍ରର ନିଷ୍ପତ୍ତି ସମସ୍ତ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘର ସଂକଳ୍ପନାମାକୁ ଉଲ୍ଲଂଘନ କରୁଛି। ଏହାଦ୍ୱାରା କଶ୍ମୀରରେ ଜନସଂଖା ପରିସଂଖ୍ୟାନରେ ପରିବର୍ତ୍ତନ ଆଣି ଉପନିବେଶ ସ୍ଥାପନ କରିବାକୁ ଚାହୁଁଛି କେନ୍ଦ୍ର। ତେଣୁ ଏଭଳି...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌ ଟି’ ପିଇଲେ କ୍ୟାନସରରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।...

ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି...

ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…

ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ ମନ୍ଦିରରେ ବିବାହ ପାଇଁ ଏକ ସର୍ତ୍ତ ରଖାଯାଇଛି। ଏଠାରେ ବିବାହରେ ଉଭୟ କନ୍ୟା-ବରଙ୍କ...

ଶିକ୍ଷକଙ୍କ ବଦଳିରେ କାନ୍ଦିଲେ ପୂରା ଗାଁ ଲୋକେ: ଢୋଲ, ଘଣ୍ଟ ବଜାଇ ଦେଲେ ସମ୍ବର୍ଦ୍ଧନା

ଡେରାଡୁନ୍‌,୧୫।୮:ଆଜିକାଲି ସରକାରୀ ସ୍କୁଲରେ ପାଠପଢା ଦେଖି ଅଭିଭାବକମାନେ ନିଜ ପିଲାଙ୍କୁ ବେସରକାରୀ ସ୍କୁଲରେ ଅଧିକ ଫିସ୍‌ ଦେଇ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଜିବି କିଛି ସରକାରୀ ସ୍କୁଲରେ ପାଠପଢା ଦେଖି ପିଲାମାନେ ଶିକ୍ଷକଙ୍କୁ ଛାଡିବାକୁ ନାରାଜ ହେଉଛନ୍ତି।...

୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୨୫।୮: ସେପ୍ଟେମ୍ବର ୨୩ରେ ୪ ରାଜ୍ୟର ବିଧାନସଭା ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା, କେରଳର ପାଲା, ତ୍ରିପୁରାର ବଧର ଘାଟ ଏବଂ ଉତ୍ତରପ୍ରଦେଶ ହମିରପୁରରେ ଉପନିର୍ବାଚନ ହେବ...

ଜେଲ୍‌ରେ ଚାଷ କରି ୧୮ହଜାର ଟଙ୍କା କମାଇଲେ ରାମ ରହିମ୍‌

ରୋହତକ,୨୫।୮:ଡେରା ସଚ୍ଚା ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହ ତାଙ୍କ ଆଶ୍ରମର ଦୁଇ ଜଣ ସାଧ୍ବୀଙ୍କ ପ୍ରତି ବଳାତ୍କାର କରିଥିବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଜେଲ୍‌ରେ ଥାଇ ବି ରାମ ରହିମଙ୍କୁ ନେଇ ଚର୍ଚ୍ଚା ଥମୁନି। ଜେଲରେ...

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ ଜେଟଲୀଙ୍କ ପୁଅ ରୋହନ ମୁଖାଗ୍ନୀ ଦେଇ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏହି...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି। ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା...

ଜେଟଲୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଖୀ ସାଓ୍ବନ୍ତ: ୧୦ ଦିନ ପୂର୍ବରୁ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଜେଟଲୀ ୧୦ ଦିନ ପୂର୍ବରୁ ଦେହତ୍ୟାଗ କରିଥିବା ସେ କହିଛନ୍ତି। ରାଖୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri