ଜାତୀୟ

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍‌ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍‌ ଗିଳିଦେଇଥିଲେ।...

କାହିଁକି ଗନ୍‌ କ୍ୟାରେଜରେ ନିଆଗଲା ଜେଟଲୀଙ୍କ ପାର୍ଥିବ ଶରୀରକୁ

ନୂଆଦିଲ୍ଲୀ,୨୫।୮: ନିକଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଯେଉଁଭଳି ଭାବେ ବିଦାୟ ଦିଆଯାଇଥିଲା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ବିଦାୟ ନେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ତେବେ ଜେଟଲୀଙ୍କୁ ରବିବାର ସକାଳେ...

ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍‌ ପଡିଲେ ଦୀପିକା, ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ ନାଁ ଏଥର ତାଲିକାରୁ ବାଦ୍‌ ପଡିଛି। ସେହିପରି ୨୦୧୮ରେ ଫୋର୍ବସର ମୋଷ୍ଟ ପାଓ୍ବାରଫୁଲ୍‌...

ଜନ୍ମାଷ୍ଟମୀରେ ଲାଲୁ ନନ୍ଦନଙ୍କ ଶ୍ରୀକୃଷ୍ଣ ବେଶ ସୋସିଆଲ ମିଡିଆରେ ଭାଇରାଲ

ପାଟନା,୨୫।୮: କିଛି ନା କିଛି ଘଟଣାକୁ ନେଇ ବହୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଆର୍‌ଜେଡି ନେତା ତେଜପ୍ରତାପ ଯାଦବ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ମଧ୍ୟ ରାତ୍ରରେ ତେଜପ୍ରତାପ ଶ୍ରୀକୃଷ୍ଣ ବେଶ ଧାରଣ କରିବା ସହ...

ମୁସଲମାନ୍‌ ଆଇପିଏସ୍‌ ଅଫିସର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଲେ ପୂଜାର୍ଚ୍ଚନା

ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍‌ ଆଇପିଏସ୍‌ ଅଫିସର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଳିତପୁର ସ୍ଥିତ ପୋଲିସ ଲାଇନ୍‌ରେ ଥିବା ମୁକ୍ତିଧାମ ମନ୍ଦିରରେ ଜନ୍ମାଷ୍ଟମୀ ଅବସରରେ ଆଇପିଏସ୍‌...

ବିଅର ଗ୍ରିଲ୍ସ କେମିତି ବୁଝୁଥିଲେ ମୋଦିଙ୍କ ହିନ୍ଦୀ

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜନତାଙ୍କ ମନରେ ଉଙ୍କି ମାରୁଥିବା ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଅନେକ ଲୋକ ଭାବୁଥିଲେ ବିଅର ଗ୍ରିଲ୍ସ କେମିତି ତାଙ୍କ ହିନ୍ଦୀ ବୁଝି...

ଜେଟଲୀଙ୍କ ବିନା ଦୀପାବଳୀ ପାଳିବେ ଆଡଭାନୀ

ନୂଆଦିଲ୍ଲୀ,୨୫।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ହେଲେ ତାଙ୍କୁ ମନେ ପକାଇ ଆଖି ଛଳଛଳ ହୋଇଯାଇଛି ଅନ୍ୟ ଜଣେ ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କର।...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଲେ ମୋଦି

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ହେଉଥିବା ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି। ଏହା ଦେଶର...

ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ନେଇ ପହଞ୍ଚିଲେ ବ୍ୟବସାୟୀ

କୋରବା,୨୫।୮: ଛତିଶଗଡ଼ରେ ଜଣେ ବ୍ୟବସାୟୀ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ବସ୍ତା ନେଇ ଅଫିସରେ ପହଞ୍ଚିଛନ୍ତି। ତେବେ ଏହାକୁ ଗଣିବା ପାଇଁ ସମୟ ଲାଗିବ ବୋଲି କହି ବିଦ୍ୟୁତ୍‌ କର୍ମଚାରୀ ବ୍ୟବସାୟୀଙ୍କୁ ଫେରାଇ ଦେଇଛନ୍ତି।...

କ୍ଲାସକୁ ବିଳମ୍ବରେ ଆସିଲେ ଲଗାଇବାକୁ ପଡିବ ଗୋଟିଏ ଚାରା

ଗୁଜରାଟ,୨୫।୮: ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଓ ବୃକ୍ଷ ସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ ହେଲା ଯେଉଁ ଛାତ୍ରୀଛାତ୍ରମାନେ ବିଳମ୍ବରେ କ୍ଲାସକୁ ଆସିବେ ସେମାନଙ୍କୁ ଦଣ୍ଡ...

ରୋଗୀଙ୍କ କଟା ଗୋଡ଼କୁ ତକିଆ କରିଦେଲେ ମେଡିକାଲ କର୍ମଚାରୀ

ଫରିଦାବାଦ,୨୫।୮: ବଡଖଲ ଫ୍ଲାଇ ଓଭର ନିକଟରେ ଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ ରାଜଧାନୀ ଏକ୍ସପ୍ରେସରେ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କର ଦୁଇଟି ଯାକ ଗୋଡ଼ କଟିଯାଇଥିଲା। ତାଙ୍କୁ ତୁରନ୍ତ ନିକଟରେ ଥିବା ବିକେ ସିଭିଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଥିବା ମେଡିକାଲ...

ଜମ୍ମୁ-କଶ୍ମୀରରେ ମୌଳିକ ଅଧିକାରରୁ ଲୋକେ ବଞ୍ଚିତ: ବିରକ୍ତ ହୋଇ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ତପୁରମ୍‌,୨୫।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଲୋକେ ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଜଣେ ଆଇଏଏସ୍‌ ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ୩୩ ବର୍ଷ ବୟସ୍କ ଆଇଏଏସ୍‌ ଅଫିସର କାନନ ଗୋପିନାଥ ଦାଦର ନଗର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri