ଜାତୀୟ

ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍‌ସନ…

ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍‌ ଆସନ ପାଇଛି, ଯେଉଁଥିଲାଗି...

କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍‌ଏଫ ଗାର୍ଡ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୬।୬: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍‌ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ...

ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ...

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩...

ଚନ୍ଦ୍ରବାବୁ ନାଇଡୁ ନା ନୀତୀଶ କୁମାର, କିଏ ସବୁଠୁ ଧନୀ, ଜାଣନ୍ତୁ ଉଭୟଙ୍କ ମୋଟ୍‌ ସମ୍ପତ୍ତି

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ପରେ ନୀତୀଶ କୁମାର ଏବଂ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି, କାରଣ ଉଭୟ ବର୍ତ୍ତମାନ ଏନଡିଏ ପାଇଁ କିଙ୍ଗମେକରଙ୍କ ଭୂମିକା ତୁଲାଉଛନ୍ତି। ଯଦି ଉଭୟ ଏନଡିଏକୁ ସମର୍ଥନ କରନ୍ତି...

ଜୁନ ୮ ନୁହେଁ ଏହି ଦିନ ଶପଥ ନେବେ ମୋଦି

ନୂଆଦିଲ୍ଲୀ,୬।୬: ଦେଶରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମୋଦି ୩.୦। ଆସନ୍ତା ୯ ତାରିଖ ସା ୬ଟାରେ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବେ। ମୋଦିଙ୍କ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଏହା...

ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ...

ଅଯୋଧ୍ୟାରେ ଭାଜପା ହାରିବା ପରେ, ଲକ୍ଷ୍ମଣ କହିଲେ…

ନୂଆଦିଲ୍ଲୀ, ୬ା୬: ଲୋକସଭା ନିର୍ବାଚନରେ ଭାଜପା ଅଯୋଧ୍ୟାର ଫୌଜାବାଦ୍‌ ଆସନରୁ ହାରିଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ବିପକ୍ଷ ଦଳର ନେତା ଏହାକୁ ହିନ୍ଦୁତ଼୍ବ ରାଜନୀତି ବିରୋଧରେ ଜନାଦେଶ ବୋଲି କହିଛନ୍ତି। ଅନ୍ୟପଟେ ଏହି ଆସନକୁ...

ଭାଜପାର ଟେନ୍‌ସନ୍‌ ବଢାଇଲା ଜେଡିୟୁ

ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏନଡିଏର ସହଯୋଗୀମାନେ...

ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ

ନୂଆଦିଲ୍ଲୀ,୬।୬: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା...

ପଶ୍ଚିମବଙ୍ଗରେ ହାରିବା ପରେ, ଭାଜପାରେ ଆରମ୍ଭ ହେଲା କଳି

କୋଲକାତା, ୬ା୬: ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ହେଲେ ଚଳିତ ନିର୍ବାଚନରେ ପଶ୍ଟିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଭାଜପା ନୈରାଶ୍ୟ ପ୍ରଦର୍ଶନ କରିଛି।...

ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ

ପାଟନା,୬।୬: ବିହାରର ପୂର୍ଣ୍ଣିୟା ଲୋକ ସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri