ଜାତୀୟ

ସେନା ସାଜିଲା ଦେବଦୂତ

ଜମ୍ମୁ-କଶ୍ମୀର,୧୯।୮: ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁରେ ପ୍ରାୟ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏଥିରେ ଭାରତୀୟ ବାୟୁସେନାର ସାହସିକତା କାର୍ଯ୍ୟ ଦେଖିବାକୁ ମିଳିଛି। ଏବେ ଜମ୍ମୁରୁ ଆସିଥିବା ଏକ ଭିଡିଓ ଦେଖିଲେ ଚମକିଲା ଭଳି...

ଶିକ୍ଷକଙ୍କ ବଦଳି ଶୁଣି ବିକଳରେ କାନ୍ଦିଲେ ଛାତ୍ରୀଛାତ୍ର: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୧୯।୮: ସରକାରୀ ଚାକିରିରେ ବଦଳି ହେବା ଏକ ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ କଟନିରେ ଥିବା ଏକ ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣି ଛାତ୍ରୀଛାତ୍ର ସାର୍‌ଙ୍କୁ ଧରି ବିକଳରେ ବାହୁନି ବାହୁନି କାନ୍ଦିଥିଲେ। ସ୍ଥାନୀୟ ଖେମରଖେଡ଼ା ଅଞ୍ଚଳରେ ଥିବା...

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଉ ଯମୁନା ଯହି ରୋଷ କରେ ତେବେ ୪୦ ବର୍ଷ ମଧ୍ୟରେ...

ଅଯୋଧ୍ୟା ମାମଲା: ୮ମ ଦିନରେ ସୁପ୍ରିମ୍‌କୋର୍ଟରେ ହେଲାନି ଶୁଣାଣି

ନୂଆଦିଲ୍ଲୀ,୧୯।୮: ଅଯୋଧ୍ୟା ମାମଲାର ଶୁଣାଣି ୮ମ ଦିନରେ ବନ୍ଦ ରହିଛି। ସୋମବାର ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ବିଚାରପତି ଏସ୍‌.ଏ. ବୋବ୍‌ଦେ ଅନୁପସ୍ଥିତ ରହିବାରୁ ଶୁଣାଣି ବନ୍ଦ ରହିଛି। ଏହି ମାମଲାର ଶୁଣାଣି ପ୍ରତିଦିନ ଜାରି ରହିଥିବାବେଳେ ଅଗଷ୍ଟ ୧୬ରେ...

ଉତ୍ତରପ୍ରଦେଶ ଲହୁଲୁହାଣ: ୨୪ ଘଣ୍ଟାରେ ୧୨ ହତ୍ୟା

ଲକ୍ଷ୍ନୌ,୧୯।୮: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଲହୁଲୁହାଣ ହୋଇପଡ଼ିଛି। ଏହି ସମୟ ଭିତରେ ୧୨ ଜଣଙ୍କୁ ହତ୍ୟା କରାଯାଇଛି।...

ବନ୍ୟାରେ ଦେଖୁ ଦେଖୁ ଭାସିଗଲା ଘର, କିନ୍ତୁ ବଞ୍ଚାଇଲେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ପୁଣେ, ୧୯।୮: ମହାରାଷ୍ଟ୍ରରେ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ପାଖାପାଖି ୫୦୦ ଗ୍ରାମ ପ୍ରଭାବିତ ହୋଇଛି। ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସେଠାରେ ବନ୍ୟା ପ୍ରପୀଡିତଙ୍କ...

ଜମ୍ମୁ-କଶ୍ମୀରରେ ପ୍ରତିବନ୍ଧକ ସତ୍ତ୍ୱେ ଗିଲାନୀଙ୍କ ଇଣ୍ଟରନେଟ୍‌ ଚାଲିଥିଲା: ସନ୍ଦେହ ଘେରରେ ୨ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ

ଶ୍ରୀନଗର, ୧୯।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ରହିବା ସହିତ ମୋବାଇଲ୍‌ ତଥା ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଥିଲା। ତେବେ ଏହି ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟଦ୍‌ ଅଲୀ ଶାହ...

ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ଜନତାଙ୍କ ନିକଟତର ହେବାକୁ ରାହୁଲଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା

ନୂଆଦିଲ୍ଲୀ,୧୯।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ରାହୁଲ ଗାନ୍ଧୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା କରିଛନ୍ତି। ଏହାଦ୍ୱାରା ସେ ଜନତାଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସମ୍ପ୍ରତି କଂଗ୍ରେସ ଦଳ ଲୋକପ୍ରିୟତା ହରାଇ ବସିଥିବାବେଳେ ରାହୁଲଙ୍କ ଏପରି ଉଦ୍ୟମ...

୨୦୧୮-୧୯ରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଛି: ସିସ୍କୋ

ନୂଆଦିଲ୍ଲୀ,୧୯।୮: ଭାରତରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୮-୧୯ରେ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଥିବା ନେଇ ସିସ୍କୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍‌, ବିଭିନ୍ନ ଅର୍ଥସଂସ୍ଥା,...

ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍‌

ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି। ପ୍ରତିଦିନ ଏହାକୁ ସଫା କରାଯିବା ସହ ଷ୍ଟେରିଲାଇଜ୍‌...

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ‘ଏହା...

ଭିଡିଓ ମେସେଜ୍‌ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ

ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri