ଜାତୀୟ

ଜମ୍ମୁ କଶ୍ମୀରରେ ଶାନ୍ତିଶୃଙ୍ଖଳାର ସହ ପାଳନ ହେଲା ଇଦ୍‌:ଗଳିକନ୍ଦିରେ ବୁଲିଲେ ଡୋଭାଲ

ଶ୍ରୀନଗର, ୧୨।୮: କଡ଼ାସୁରକ୍ଷା ଭିତରେ ଜମ୍ମୁ-କଶ୍ମୀରରେ ନିରାଡମ୍ବର ଭାବରେ ଇଦ-ଉଲ-ଜୁହା ପାଳିତ ହୋଇଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଦ ଅବସରରେ ରାଜ୍ୟରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ...

ସ୍ବାଗତ ସମାରୋହରେ କଟିଲା ଭାଜପା ନେତାଙ୍କ ଆଙ୍ଗୁଳି

ଲକ୍ଷ୍ନୌ,୧୨।୮: ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହଙ୍କ ସହ ସୋମବାର ଏକ ଦୁର୍ଘଟଣା ଘଟିଛି। ମୁଜାଫରନଗରର ସର୍କୁଲାର ରୋଡରେ ଆୟୋଜିତ ଏକ ସ୍ବାଗତ ସମାରୋହ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ...

ଓ୍ବାୟନାଡରେ ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲେ ରାହୁଲ

ଓ୍ବାୟନାଡ:୧୨।୮: କଂଗ୍ରେସ ନେତା ଓ ଓ୍ବାୟନାଡ ଏମ୍‌ପି ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି। କେରଳ ଓ୍ବାୟନାଡରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ସୋମବାର ରାହୁଲ ଗାନ୍ଧୀ ଏକ ରିଲିଫ ଶିବିରରେ ପହଞ୍ଚି ଲୋକଙ୍କୁ ରିଲିଫ ବଣ୍ଟନ...

ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କଲା ଏହି ଫଟୋ

ନୂଆଦିଲ୍ଲୀ, ୧୨।୮: ଏବେ ଭାରତର କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଲୋକ ପାଣି ଘେରରେ ଅଛନ୍ତି। ତେବେ ବନ୍ୟା ପାଣିକୁ ଭ୍ରୂକ୍ଷେପ ନ କରି...

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା ଜଣାପଡ଼ିଛି। କାରଣ କଶ୍ମୀର ସେଓ ବହୁ ମିଠା ସହ ଭରପୂର ସ୍ବାଦ ରହିଥିବାରୁ...

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ ମୃତ୍ୟୁ ହେଲାଣି। କେବଳ କେରଳରେ ୭୨ରୁ ଅଧିକ ଜଣ ବନ୍ୟାରେ ପ୍ରାଣ ହରାଇଲେଣି।...

ଜାହାଜରେ ଲାଗିଲା ନିଆଁ: ପାଣିକୁ ଡେଇଁଲେ ୨୯ କ୍ରିୟୁ ମେମ୍ବର

ବିଶାଖାପଟନମ୍‌,୧୨।୮: ବିଶାଖାପଟନମ୍‌ରେ ସୋମବାର ଦିନ ପ୍ରାୟ ୧୧ଟା ୩୦ରେ ଏକ ଜାହଜରେ ନିଆଁ ଲାଗିଯିବା ଫଳରେ ଏଥିରେ ଥିବା ୨୯ ଜଣ କ୍ରିୟୁ ମେମ୍ବର ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ। ଜାଗୁଆର ନାମକ ଏହି ଜାହାଜରେ କେମିତି ନିଆଁ...

‘ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌ କୋଳାଗ୍ରତ କରନ୍ତୁ’

କୋଲକାତା, ୧୨।୮:ପଶ୍ଚିମବଙ୍ଗର କୋଲକାତା ସହରର ଗଳିରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପାକିସ୍ତାନକୁ ନେଇ ଲୋକଙ୍କ ଧାରଣା ଜାଣିବାକୁ ଜଣେ ଯୁବକ ପୋଷ୍ଟର ଧରି ଛିଡାହୋଇଛନ୍ତି। ଯେଉଁଥିରେ ଲେଖାଅଛି, ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ...

ଇଦ୍‌-ଉଲ୍‌-ଜୁହା ଅବସରରେ ଶ୍ରୀନଗରରେ ମିଠା ବାଣ୍ଟିଲେ ପୋଲିସ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସୋମବାର କଡ଼ା ସୁରକ୍ଷା ବଳୟରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିରେ ୧୪୪ ଧାରା ଲାଗୁ ରହିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାରି ଭିତରେ କଶ୍ମୀରବାସୀ...

କଲାମଙ୍କୁ ମିଶାଇଲ ମ୍ୟାନ କରିଥିଲେ ଇସ୍ରୋର ଜନକ ଡା. ସାରାଭାଇ

ନୂଆଦିଲ୍ଲୀ,୧୨।୮: ଭାରତ ଆଜି ମହାକାଶ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଚାଲି ଯାଇଛି। ନିକଟରେ ଚନ୍ଦ୍ରୟାନ-୨ ପରୀକ୍ଷଣ କରି ଭାରତ ନିଜପାଇଁ ସୃଷ୍ଟି କରିଛି ଏକ ଭିନ୍ନ ପରିଚୟ। ହେଲେ ଏହାର ଜନକ ଡା.ବିକ୍ରମ ସାରାଭାଇଙ୍କ ବିଷୟରେ ହୁଏତ ସମସ୍ତଙ୍କୁ...

ଭାରତଠାରୁ ଇଦ୍‌ ମିଠା ନେବାକୁ ମନାକଲା ପାକିସ୍ତାନ

ଅମୃତସର,୧୨।୮: ଚଳିତ ବର୍ଷ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ କରିବାକୁ ଚାହିଁଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତଠାରୁ ମିଠା ନେବାକୁ ମନା କରିଦେଇଥିବା...

ଜଳପ୍ରଳୟରୁ ବଞ୍ଚାଇଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ସାଙ୍ଗଲି,୧୨।୮: ଗତ କିଛି ଦିନ ହେବ ମହାରାଷ୍ଟ୍ର ସାଙ୍ଗଲିରେ ବନ୍ୟା ବିତ୍ପାତ ଦେଖାଦେଇଛି। ସେଠାରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ଲୋକଙ୍କୁ ଜଳବନ୍ଦୀରୁ ଉଦ୍ଧାରି କରି ସେନା, ନୌସେନା ଓ ରାଜ୍ୟ ପୋଲିସ ସୁରକ୍ଷିତ ସ୍ଥାନକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri