ଜାତୀୟ

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ...

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ ଏନେଇ ଗାଁରେ ସଚେତନତା ବାର୍ତ୍ତା ପ୍ରସାର କରିବା ସହିତ ଗାଁର ବିଭିନ୍ନ ସ୍ଥାନରେ...

ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା

ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ସ୍ବାଧୀନତା ଦିବସ ଥିମ୍‌ ବା...

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌ ଆକ୍ରମଣ’ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଆକ୍ରମଣ ଆଫଗାନିସ୍ତାନର କିଛି ଆତଙ୍କବାଦୀଙ୍କ ଦ୍ୱାରା...

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି। ଏହି ଶାନ୍ତି ପ୍ରସ୍ତାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର-ପୂର୍ବ ଯୁଗ୍ମ ସଚିବ...

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ପଠାଇଲେ ମୁସଲମାନ ମହିଳା: ରାଗିଲେ ମୌଲାନା

ନୂଆଦିଲ୍ଲୀ,୧୧।୮: ତିନ୍‌ ତଲାକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ନିଷ୍ପତ୍ତି ନେଲେ ସେଥିରେ ଉତ୍ସାହିତ ହୋଇ ବାରଣାସୀର ମୁସଲମାନ ମହିଳାମାନେ ମୋଦିଙ୍କ ନିକଟକୁ ନିଜ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ଏହାକୁ କେତେଜଣ ମୁସଲମାନ ମୌଲବି ପ୍ରଶଂସା...

ଶୁଶ୍ରୁତ ଥିଲେ ବିଶ୍ୱର ପ୍ରଥମ ସର୍ଜନ: ପୋଖରୀୟାଲ

ମୁମ୍ବାଇ,୧୧।୮: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ଶନିବାର ଦାବି କରିଛନ୍ତି କି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଯଦି ଭବିଷ୍ୟତରେ ସ୍ପିକିଙ୍ଗ ବା କଥାକୁହା କମ୍ପୁଟର ତିଆରି କରେ ତାହା କେବଳ ସଂସ୍କୃତ ଭାଷା...

ଇଦ୍‌-ଉଲ୍‌-ଜ୍ଜୁହା ପାଇଁ ଜମ୍ମୁ-କଶ୍ମୀରରେ ଅଢ଼େଇ ଲକ୍ଷ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କଲେ ସରକାର

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍‌-ଉଲ୍‌-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକଙ୍କ ପାଖରେ ଆବଶ୍ୟକ...

ତ୍ରିରଙ୍ଗା ଧରି ୧୫ କିଲୋମିଟର ଲମ୍ବ ମାନବ ଶୃଙ୍ଖଳରେ ଠିଆହେଲେ ସୁରକ୍ଷାକର୍ମୀ, ଛାତ୍ରୀଛାତ୍ର

ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀ ଓ ଛାତ୍ରୀଛାତ୍ରମାନେ ଜାତୀୟ ପତାକା ଧରି ପ୍ରାୟ ୧୫ କିଲୋମିଟରର...

ଶହ ଶହ ବତକ ଶୃଙ୍ଖଳିତ ଭାବେ ରାସ୍ତା କଲେ ପାର୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୧।୮: କେରଳର ଅଲାପୁଝା ସହରରେ ବତକପଲଙ୍କ ଯୋଗୁ ପ୍ରାୟ ୨୦ରୁ ୨୫ ମିନିଟ ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ଟ୍ରାଫିକ୍‌ ପୋଲିସ ଯାନବାହନଗୁଡ଼ିକୁ ଅଟକାଇ ରଖିଥିଲା। ବତକ ପଲ ରାସ୍ତା ପାର୍‌ ହେବାପରେ ଯାନବାହନଗୁଡ଼ିକ ଗନ୍ତବ୍ୟ ପଥରେ ଯାଇଥିଲା। ଏହାର...

ପ୍ରଧାନମନ୍ତ୍ରୀ ମୋଦି ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ଅତିଥି: ସୋମବାର ରାତି ୯ଟା ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ, ୧୧।୮: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ସୋମବାର ରାତି ୯ଟାରେ ହେବ। କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ବିୟର ଗ୍ରିଲ୍ସ୍‌ ରହିଛନ୍ତିି। ଇତିମଧ୍ୟରେ ଏହାର ଭିଡ଼ିଓ କ୍ଲିପ୍‌...

ଦିଲ୍ଲୀରେ ପ୍ରଥମ ତିନି ତଲାକ୍‌ ମାମଲା

ନୂଆଦିଲ୍ଲୀ,୧୧ା୮(ପି.ଟି.): ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ତିନି ତଲାକ୍‌ ଆଇନ ପ୍ରଣୟନ ହେବା ପରେ ଦିଲ୍ଲୀରେ ଏହା ପ୍ରଥମ ମାମଲା। ଜୁନ୍‌ ୨୩ରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri