ଜାତୀୟ

ଇଦ୍‌ ପାଇଁ ପ୍ରସ୍ତୁତ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ଏବେ ସେଠାକାର ସ୍ଥିତି ସ୍ବାଭାବିକ ଥିବାରୁ ଜମ୍ମୁର...

ଅନ୍ତିମ ସଂସ୍କାର ପାଇଁ ଚାଷୀ ଗୋବରରୁ ପ୍ରସ୍ତୁତ କଲେ କାଠ

କାନପୁର,୧୦।୮: ଅନ୍ତିମ ସଂସ୍କାରରେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଇଥାଏ। ତେବେ ଏଥିପାଇଁ କାଠର ଆବଶ୍ୟକତା ପଡ଼ିଥାଏ। ଏହାଦ୍ୱାରା ଗଛ କଟା ହୋଇଥାଏ। ଫଳରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଉନ୍ନାଓ୍ବର...

ସମାଜବାଦୀ ପାର୍ଟିକୁ ଝଟ୍‌କା: ଭାଜପାରେ ଯୋଗଦେଲେ ସଞ୍ଜୟ ସେଠ, ସୁରେନ୍ଦ୍ର ନାଗର

ନୂଆଦିଲ୍ଲୀ,୧୦।୮: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ପି ସଞ୍ଜୟ ସେଠ ଓ ସୁରେନ୍ଦ୍ର ନାଗର ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଏମାନେ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ସଞ୍ଜୟ ଅଗଷ୍ଟ ୨ରେ ଓ...

ସ୍ବରେଜ୍‌ ଗ୍ୟାସ୍‌ରେ ଜଳୁଛି ରୋଷେଇ ଘରେ ଚୁଲି

ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍‌ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ ପରିଣତ ହୋଇଛି। ଏଠାରେ ଏହି ୭ଜଣଙ୍କ ପ୍ରୟାସରେ ସ୍ବରେଜ୍‌ ଗ୍ୟାସ୍‌ରୁ ରୋଷେଇ ଘରେ...

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା ପରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ...

ସ୍ଥିର ଅଛି ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଶୁକବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଦିଲ୍ଲୀସ୍ଥିତ ଅଲ...

ଉତ୍ତର ପ୍ରଦେଶରେ ଏବେ ଔଷଧ ଦେବ ରୋବୋ

ଲକ୍ଷ୍ନୌ,୧୦।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉତ୍ତର ପ୍ରଦେଶରେ ହାଇଟେକ୍‌ କ୍ଲିନିକ୍‌ର ଯୋଜନା କରୁଥିବା ସୂଚନା ମିଳିଛି। ଗୋରଖପୁରର ଚିଫ୍‌ ମେଡିକାଲ ଅଫିସର ଡ. ଶ୍ରୀକାନ୍ତ ତିଓ୍ବାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଆଗକୁ ଡାକ୍ତର ନୁହେଁ...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୮୧ ଭାରତୀୟ ଓ ୮୪ ପାକିସ୍ତାନୀ। ଟ୍ରେନ୍‌ଟି ରାଜସ୍ଥାନର ମୁନାବାଓ...

ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସ ମୋଦିଙ୍କୁ ନେଇ କିଛି...

ଧର୍ମାନ୍ତରଣ ରୋକିବା ପାଇଁ ମୋଦି ସରକାର ଆଣିବେ ଆଇନ: ସଂସଦର ଆସନ୍ତା ଅଧିବେଶନରେ ହୋଇପାରେ ଆଗତ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦର ଆସନ୍ତା ଅଧିବେଶନରେ ଧର୍ମାନ୍ତରଣ ରୋକିବା ପାଇଁ ଆଇନ ଆଣିବାର ସମ୍ଭାବନା ରହିଛି। କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏଭଳି କାର୍ଯ୍ୟ ଅଧିକ ହେଉଥିବାରୁ ସରକାର ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ...

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ବୋଲି ଗ୍ରୀନ୍‌ ସିଗନାଲ ମିଳିଯାଇଛି। ଏବେ ଆଇଏଏଫ୍‌ ବେଙ୍ଗାଲୁରୁର ଇନଷ୍ଟୁଚ୍ୟୁଟ ଅଫ୍‌ ଏରୋସ୍ପେସ୍‌...

କଶ୍ମୀରରୁ ବୋହୂ ଆଣିବାକୁ କହିଲେ ମନୋହର ଲାଲ୍‌ ଖଟ୍ଟର

ଚଣ୍ଡିଗଡ଼,୧୦।୮: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ଥାନୀୟ ଫତେହବାଦ୍‌ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଏବେ କଶ୍ମୀରରୁ ବୋହୂ ଆଣିବା ସହଜ ହୋଇଥିବା କହିଛନ୍ତି। ପୂର୍ବରୁ ବିହାରରୁ ବୋହୂ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri