ଜାତୀୟ

ଖାରଜ ହେଲା ହନିପ୍ରିତଙ୍କ ଜାମିନ ଆବେଦନ

ଚଣ୍ଡିଗଡ,୪।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ମୁଖ୍ୟ ସହଯୋଗୀ ଥିବା ହନିପ୍ରିତଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ...

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଗାଡିର ଦାମ୍‌ଠାରୁ ଅଧିକ ପରିମାଣର ଚାଲାଣ ମଧ୍ୟ କଟାଯାଉଥିବା ନଜର...

ମୋଦିଙ୍କୁ ପ୍ରଶଂସା କରି ପୁଣି କଂଗ୍ରେସକୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ନିଜ ଦଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି। ସେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସାରିଛନ୍ତି। ତେଣୁ ଥରୁରଙ୍କର ଏହି ମୋଦି...

ୟୁଏପିଏ ଆଧାରରେ ମାସୁଦ ଆଝାରଙ୍କ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୪।୯: ଭାରତ ମାସୁଦ ଆଝାର, ହାଫିଜ ସୟିଦ, ଦାଉଦ୍‌ ଇବ୍ରାହିମ୍‌ ଓ ଜକି-ଉର୍‌-ରହମାନ ଲଖଭିଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏମାନଙ୍କୁ Unlawful Activities (Prevention) Act ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହାସହ ଏମାନଙ୍କ ବିରୋଧରେ ରେଡ କର୍ନର...

ଏସବୁ ମୋତିଆ ବିନ୍ଦୁରୁ ରଖେ ଦୂରେଇ…

ବୟସ ବଢ଼ିବା ସହିତ କେତେକଙ୍କଠାରେ ମୋତିଆ ବିନ୍ଦୁ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଉପାୟରେ ଏହି ସମସ୍ୟା ସହଜରେ ଦୂର ହୋଇପାରିଥାଏ। ନିୟମିତ ୭ଟି କଞ୍ଚା ଶାଗ ପତ୍ର ଚୋବାଇ ଖାଇଲେ ମୋତିଆ ବିନ୍ଦୁ .ହୋଇ ଥାଏ ବୋଲି...

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର ବାସ୍ନାରେ ମଶା ଦୂରେଇ ଯିବେ। ସେହିପରି ତୁଳସୀ ବାସ୍ନା ମଧ୍ୟ ମଶାଙ୍କ ଲାଗି...

ଇଛାଶକ୍ତି ଆଗରେ ହାର୍‌ ମାନିଛି ଦିବ୍ୟାଙ୍ଗତା: ୨ ହାତ ନ ଥାଇ ଶିକ୍ଷକତା ନିଶା

ଭୋପାଳ,୪।୯: ଇଛାଶକ୍ତି ଆଗରେ ସମସ୍ତ ବାଧା ଦୂର ହୋଇଯାଇଥାଏ। ଏଭଳି ଏକ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ପ୍ରାଥମିକ ଶିକ୍ଷକ ରାକେଶ ପନ୍ଦ୍ରେ। ପିଲାଦିନେ ଏକ ଦୁର୍ଘଟଣାରେ ରାକେଶ ନିଜର ୨ ହାତ ହରାଇଥିଲେ। ତେବେ ଦୃଢ଼ ଇଛାଶକ୍ତି ଆଗରେ...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ...

ଘରୁ ଲୁଚି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍‌ ନାବାଳକ

ରାୟପୁର,୪।୯: କୁହାଯାଏ ଛୋଟ ପିଲା ହେଉଛନ୍ତି ଭଗବାନଙ୍କ ରୂପ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ,ଜାତି,ସମ୍ପ୍ରଦାୟ ଅଥବା ବର୍ଣ୍ଣ ପ୍ରତି ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଘଟିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଏବଂ...

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର ଗୁରୁଗ୍ରାମର ଜଣେ ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କା ଚାଲାଣ...

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା ରହିଛି। ଏହା ପୂର୍ବରୁ ମମତା ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି...

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ହେଲେ ଏସବୁ ମଧ୍ୟରେ ବି ଅଗଷ୍ଟ ୫ରୁ ଅର୍ଥାତ୍‌ ପ୍ରାୟ ୩୦...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri