ଜାତୀୟ

ଆକାଶ ମାର୍ଗରୁ କର୍ନାଟକ ବନ୍ୟାସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୫।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଏସ୍‌ ୟେଦୁରପ୍ପା ସୋମବାର ଆକାଶ ମାର୍ଗରୁ କର୍ନାଟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିକୁ ନେଇ ଜିଲା ଅଧିକାରୀଙ୍କ ସହ ରବିବାର ବୈଠକ କରିବା ପରେ ସେ ଆଗାଶମାର୍ଗରୁ...

ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ସୁପ୍ରିମ୍‌କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି ବିବାଦର ବିଚାର ସୁପ୍ରିମ୍‌କୋର୍ଟରେ କିଭଳି କରାଯାଉଛି ତାହା ଜାଣିବାର ଅଧିକାର ଲୋକଙ୍କର ରହିଛି...

ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଏଣିକି ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ...

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା ବେଳେ ଅନ୍ୟପଟେ ଶ୍ରୀନଗରରେ ୧୪୪ ଧାରା ଲାଗୁ କରାଯିବା ସହ ସ୍କୁଲ, କଲେଜ...

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କ ଛୁଟି ବାତିଲ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଏପଟେ ଛୁଟିରେ ଥିବା ବା ରାଜ୍ୟ ବାହାରେ ଥିବା ଅଧିକାରୀମାନେ ସୋମବାର ଅପରାହ୍ନ ସୁଦ୍ଧା କାର୍ଯ୍ୟରେ ଯୋଗ...

ପୋଲିସ ଚାକିରି ପାଇଁ ଯାଇଥିବା ୨୧ ପ୍ରାର୍ଥୀ ଆହତ

ଜଳନ୍ଧର,୫।୮: ପଞ୍ଜାବର ଜଳନ୍ଧରରେ ଥିବା ପଞ୍ଜାବ ଆର୍ମଡ ପୋଲିସ ଗ୍ରାଉଣ୍ଡରେ ଚାଲିଥିବା ଚୟନ ପ୍ରକ୍ରିୟାରେ ଅଘଟଣ ଘଟି ପ୍ରାୟ ୨୧ ପ୍ରାର୍ଥୀ ଆହତ ହୋଇଥିବା ସୂଚନା ମିଳିଛି। ଜଳନ୍ଧର ସେଣ୍ଟ୍ରାଲର ଏଏସ୍‌ପି ହରସିମରତ ସିଂ ଏହି ସୂଚନା ଦେଇଛନ୍ତି। ପାର୍ଥୀମାନେ...

ମିଶନ କଶ୍ମୀର: ଧାରା ୩୭୦ ହଟାଇବା ତଥା ଜମ୍ମୁ-କଶ୍ମୀର ପୁନର୍ଗଠନ ପାଇଁ ସୂଚନା ଦେଲେ ଶାହ; ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ରାଜ୍ୟର ପୁନର୍ଗଠନ...

ସେଓ ବିକି ଲକ୍ଷପତି ପାଲଟିଛନ୍ତି ଗ୍ରାମବାସୀ: ପ୍ରତି ପରିବାରର ବାର୍ଷିକ ଆୟ ୭୦ରୁ ୭୫ ଲକ୍ଷ

ଶିମଲା,୫।୮: ହିମାଚଳ ପ୍ରଦେଶ ଶିମଲାଠାରୁ ୯୨ କିଲୋମିଟର ଦୂର ଶାମିଲ ଗାଁ ରହିଛି। ଏହି ଗାଁ ସମୁଦ୍ର ପତ୍ତନଠାରୁ ପ୍ରାୟ ୭୭୭୪ ଫୁଟ ଉଚ୍ଚରେ ଅଛି। ଏଠାରୁ ପ୍ରତିବର୍ଷ ୭ ଲକ୍ଷ ପେଟି ସେଓ ବାହାରକୁ ରପ୍ତାନୀ ହୋଇଥାଏ। ସେଓ...

ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ

ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ ବଂଶୀ ଧରି ଗାଇ ଚରାଉଥିବାବେଳେ ତ ଆଉ କେତେବେଳେ ଭଗବାନ ଶଙ୍କରଙ୍କ ଅବତାରରେ...

ଉନ୍ନାଓ ବଳାତ୍କାର ମାମଲା: ସେନଗର କହିଲେ ମୁଁ ନିର୍ଦ୍ଦୋଷ

ନୂଆଦିଲ୍ଲୀ,୫।୮: ଉତ୍ତର ପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ ତଥା ଭଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ଏକ କୋର୍ଟରେ ହାଜର ହେବେ। ଅନୁମାନ କରାଯାଉଛି କି ପୋଲିସ ଉନ୍ନାଓ ମାମଲା ସହ ଜଡିତ ଅନ୍ୟ...

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ସତର୍କ ରହୁ ପୋଲିସ: ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହାପରେ ମୋଦି ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ପୋଲିସ ସତର୍କ ରହିବା ଆବଶ୍ୟକ। ଇତିମଧ୍ୟରେ ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ...

ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍‌ତି

ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ ନିଷ୍ପତ୍ତି ଆସିବାକୁ ଥିବାବେଳେ ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri