ଜାତୀୟ

ସେନାରେ ବଡ଼ ଧରଣର ଅଦଳବଦଳ: ନରାଓ୍ବନେ ଉପମୁଖ୍ୟ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ସେନା ଉପମୁଖ୍ୟଙ୍କ ନିଯୁକ୍ତି ସହିତ ଅନ୍ୟ କମାଣ୍ଡର ପଦବୀ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ ବୋଲି କୁହାଯାଉଛି। ସେନା ଉପମୁଖ୍ୟ ଭାବେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌....

ନିଶ କାଟିଦେବାରୁ ବାରିକଙ୍କ ନାଁରେ ମାମଲା ରୁଜୁ କଲେ ଯୁବକ

ନାଗପୁର, ୨୨।୭: ମହାରାଷ୍ଟ୍ରର ନାଗପୁରରେ ଏକ ଅଜବ ଘଟଣା ଘଟିଛି। ବିନା ଅନୁମତିରେ ନିଶ କାଟିଦେବାରୁ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବାରିକ ସଂଗଠନ ପକ୍ଷରୁ ଏହାକୁ...

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି। ଏଥିରେ ଭନିଥା ମୁଥୈୟା ପ୍ରୋଜେକ୍ଟ ଡାଇରେକ୍ଟ ଭାବେ କାମ କରୁଥିବା ବେଳେ ରିତୁ...

ଅଗଷ୍ଟରେ ମୋଦିଙ୍କ ୨ ଦିନିଆ ଭୁଟାନ ଗସ୍ତ

ନୂଆଦିଲ୍ଲୀ,୨୨।୭: ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଯିବେ। ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି। ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ...

ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପାଇଁ କାନପୁରରେ ପୂଜାର୍ଚ୍ଚନା

କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗତ ସପ୍ତାହରେ ଉତ୍‌କ୍ଷେପଣ କରାଯାଇ ନ ଥିଲା। ତେଣୁ...

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବେ ପୁଣେର ଇଞ୍ଜିନିୟର

ପୁଣେ,୨୨।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି। ଏହାକୁ ନେଇ ଏବେ ଗଣିତ ଛିଡିପାରୁ ନାହିଁ। କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ତାହା ସ୍ଥିର କରାଯାଇ ପାରୁନାହିଁ। ଇତିମଧ୍ୟରେ...

ନିର୍ଦ୍ଦଳୀୟ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ: କର୍ନାଟକ ସଙ୍କଟ ପୁଣି ଲଟକି ରହିବା ସମ୍ଭାବନା

ନୂଆଦିଲ୍ଲୀ,୨୨।୭: କର୍ନାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ସୋମବାର ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିର୍ଦ୍ଦଳୀୟ ବିଧାୟକ ମୁକୁଲ ରୋହତଗୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା...

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଏମ୍‌ପିମାନେ ସୋମବାର ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ଏବେ ଏହାକୁ...

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କଲେ ଫଡନବିଶ

ମୁମ୍ବାଇ,୨୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଦାବି କରିଛନ୍ତି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। କେବଳ ଭାଜପା ନୁହେଁ ସେ ରାଜ୍ୟ ସରକାରଙ୍କ ସବୁ ଦଳର ମୁଖ୍ୟମନ୍ତ୍ରୀ ବୋଲି କହିବା ଅବସରରେ ଏକଥା କହିଛନ୍ତି। ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ...

କର୍ନାଟକରେ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ: ଶିବକୁମାର

ବେଙ୍ଗାଲୁରୁ,୨୨।୭: କର୍ନାଟକ ବିଧାନସଭାରେ ସୋମବାର ଏଚ୍‌ ଡି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଡିକେ ଶିବକୁମାର କହିଛନ୍ତି ଜେଡିଏସ୍‌ ସରକାରଙ୍କୁ ବଞ୍ଚାଇବାକୁ ଯାଇ ବହୁ କିଛି ତ୍ୟାଗ କରିପାରିବ। ଏମିତିକି...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପୋଷ୍ଟ ଗୁଡ଼ିକରୁ ମୋର୍ଟାର ସେଲିଂ ମାଡ଼...

ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ

ରାୟପୁର,୨୨।୭: ଆଧୁନିକ ବିଜ୍ଞାନ ଯୋଗୁ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା ପ୍ରକାର କାର୍ଯ୍ୟ କରୁଛନ୍ତିି। ଛତିଶଗଡ଼ରେ ସମ୍ପ୍ରତି ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri