ଜାତୀୟ

ଜନ୍ମଦିନ ଶୁଭେଚ୍ଛା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସି ପହଞ୍ଚୁଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ କରି କେଜରିଓ୍ବାଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା...

ପରମାଣୁ ଆକ୍ରମଣକୁ ନେଇ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନ ଗସ୍ତ କରିଛନ୍ତି। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ସମୟରେ ପରମାଣୁ ଆକ୍ରମଣକୁ...

କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ୭୫ ଦିନରେ କରି ଦେଖାଇଲେ ମୋଦି: ଶାହ

ଜିନ୍ଦ,୧୬।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହରିୟାଣାର ଜିନ୍ଦ ଜିଲା ଗସ୍ତ କରିଛନ୍ତି। ଏହି ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗକୁ ନେଇ  କହିଛନ୍ତି କଂଗ୍ରେସ ୭୦ ବର୍ଷ ମଧ୍ୟରେ ଯାହା କରିପାରି ନ ଥିଲା...

ମୋଦିଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ,୧୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। କର୍ନାଟକ ବନ୍ୟା କ୍ଷୟକ୍ଷତିକୁ ନେଇ ସେ ମୋଦିଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରରୁ ଅଧିକ ସହାୟତା ଦାବି କରିଛନ୍ତି। ଏହି ସମୟରେ ମୁଖ୍ୟ...

ସୋମବାରଠାରୁ କଶ୍ମୀରରେ ଖୋଲିବ ସ୍କୁଲ, ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୧୬।୮: କଶ୍ମୀରରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆସନ୍ତା ସୋମବାର ଅର୍ଥାତ୍‌ ୧୯ ତାରିଖରେ ପୁଣି ଥରେ ଖୋଲିବ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ପ୍ରଶାସନ ସେଠାକାର ପରିସ୍ଥିତି ନିରୀକ୍ଷଣ କରିବା ପରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଖୋଲା...

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନରେ ନ୍ୟୁକ୍ଲିୟର ଟେଷ୍ଟ କରାଯାଇଥିଲା। ତେଣୁ ବାଜପେୟୀଙ୍କ ପ୍ରଥମ...

ଡକାୟତଙ୍କୁ ସାମ୍ନା କରିଥିବା ବୃଦ୍ଧ ଦମ୍ପତିଙ୍କୁ ମିଳିଲା ସାହସିକତା ପୁରସ୍କାର

ଚେନ୍ନାଇ,୧୬।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ବାମୀ ଗୁରୁବାର ସ୍ବାଧୀନତା ଦିବସରେ ଚେନ୍ନାଇର ବୃଦ୍ଧ ଦମ୍ପତି ଏସ୍‌ ଶାନମୁଗଭେଲ ଓ ସେନ୍ଥାମାରାଇଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମାନେ ଘରେ ଥିବା ଅଗଣାରେ ବସିଥିବା ବେଳେ ଡକାୟତି ଯୋଜନା...

ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏକକାଳୀନ ହଜାରେ ଲୋକ କେଶ ରଙ୍ଗ କଲେ

ଚେନ୍ନାଇ,୧୬।୮: ସ୍ବାଧୀନତା ଦିବସ ଅବସରରେ ଚେନ୍ନାଇର ଚେମ୍ବାରମବାକମ ଅଞ୍ଚଳରେ ଥିବା ଏକ ଷ୍ଟାଡିୟମରେ ୧ହଜାର ଲୋକ ଏକାଠି ହୋଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା। ଏଥିପାଇଁ ଏମାନେ ଏକାକାଳୀନ ନିଜ ନିଜର କେଶ ରଙ୍ଗ...

ସ୍ବାଧୀନତା ଦିବସ ଶୁଭେଚ୍ଛା ବାର୍ତ୍ତାରେ ଉନ୍ନାଓ ବଳାତ୍କାରୀଙ୍କ ଫଟୋ

ଲକ୍ଷ୍ନୌ,୧୬।୮: ଉନ୍ନାଓ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସ୍ବାଧୀନତା ଦିବସ ଅବସରରେ ଉନ୍ନାଓ ନଗର ପଞ୍ଚାୟତର ଏକ ବିଜ୍ଞାପନ ସ୍ଥାନୀୟ ଖବର...

ମେହବୁବାଙ୍କ ଝିଅ ଶାହଙ୍କୁ ଲେଖିଲେ ଚିଠି, ଆମକୁ ଜୀବଜନ୍ତୁଙ୍କ ଭଳି ବ୍ୟବହାର କରାଯାଉଛି

ଶ୍ରୀନଗର, ୧୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲ୍ଲିଜା ଜାଭେଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି। ସେ କହିଛନ୍ତି, ମୋ ମା’ଙ୍କୁ ଗିରଫ କରାଯିବାର କିଛିଦିନ ପରେ ମୋତେ ମଧ୍ୟ ଗୃହରେ ନଜରବନ୍ଦୀ କରାଯାଇଛି।...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ଉପରେ ଶୁଣାଣି ଟଳିଲା

ନୂଆଦିଲ୍ଲୀ, ୧୬।୮: ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଦାଏର ମାମଲାର ଶୁଣାଣି ଟଳିଛି। ଏମଏଲ ଶର୍ମାଙ୍କ ଦ୍ୱାରା ଦାଏର କରାଯାଇଥିବା ଏହି ମାମଲାରେ ଅନେକ କିଛି ତ୍ରୁଟି ରହିଛି ତାକୁ ସୁଧାରି ପୁଣି ଥରେ ମାମଲା ଦାଏର...

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଏମ୍ସ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଜେଟଲୀଙ୍କ ସାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଏବେ ସେ ଆଇସିୟୁରେ ଅଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri