ଜାତୀୟ

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫...

ଜୈଶ୍‌ ଆତଙ୍କବାଦୀ ବଶିର୍‌ ଗିରଫ

ନୂଆଦିଲ୍ଲୀ, ୧୬।୭: ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ବଶିର୍‌ ଅହମ୍ମଦ ମୌଲବୀଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ଦଳ ଗିରଫ କରିଛି। ବଶିର୍‌ଙ୍କୁ ଜମ୍ମୁ-କଶ୍ମୀରର ଶ୍ରୀନଗରଠାରୁ ଗିରଫ କରାଯାଇଛି। ତାଙ୍କ ଉପରେ ୨ ଲକ୍ଷ ଟଙ୍କାର...

୭ବର୍ଷରେ ୭ଥର ଗର୍ଭବତୀ: ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଯୋଗୁ ବାରମ୍ବାର କରୁଥିଲେ ଗର୍ଭପାତ, ଏଥର ମିଳିଲା ଆଶ୍ୱସ୍ତି

ହାଇଦ୍ରାବାଦ, ୧୬।୭: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଶରେ ସେମିତି କିଛି ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉ ନାହିଁ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ୭ବର୍ଷରେ ୭ଥର ଜଣେ ମହିଳା ଗର୍ଭବତୀ...

କାଉଡିଆଙ୍କ ସୁବିଧା ପାଇଁ ଟ୍ରେନ୍‌ରେ ବଗି ବଢାଇଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୬।୭: ଆରମ୍ଭ ହୋଇ ଯାଇଛି ଶ୍ରାବଣମାସ। ଏହାସହ କାଉଡିଆଙ୍କ କାଉଡି ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସେମାନଙ୍କ ଉପରେ ହେଲିକପ୍ଟର ମାଧ୍ୟମରେ ଫୁଲ ପକାଇବା ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ସେମାନଙ୍କର...

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ନିହତ ହୋଇଛନ୍ତି ୯୬୩ ଆତଙ୍କବାଦୀ: ଶାହ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍‌ ହୋଇଛନ୍ତି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକ ସଭାରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଆତଙ୍କବାଦ...

ବନ୍ୟାଞ୍ଚଳ ଗସ୍ତ କରିବାକୁ କଂଗ୍ରେସ କର୍ମୀଙ୍କୁ କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୭: ଦେଶର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଥିବା ଆସାମ, ବିହାର, ତ୍ରିପୁରା, ମିଜୋରାମ ଓ ଉତ୍ତର ପ୍ରଦେଶରେ...

ଗୋଟିଏ ବାଲ୍ଟି ପାଣି ପାଇଁ ଗଲା ଜୀବନ

ଶ୍ରୀକାକୁଲମ, ୧୬।୭: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ପାଣିର ଘୋର ଅଭାବ ଦେଖାଦେଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ପାଣି ପାଇଁ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ବାଲ୍ଟି ପାଣି...

ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହାଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିଥିବା ସୂଚନା ମିଳିଛି। ଏହାର ପାଖାପାଖି ଅଧା ଅଂଶ ଭାଙ୍ଗି ପଡିଥିବା ବେଳେ ୪୦ରୁ ୫୦ ବ୍ୟକ୍ତି ଏହା ତଳେ ଚାପି ହୋଇଯାଇଥିବା...

ବିହାରରେ ବନ୍ୟା ବିତ୍ପାତ: ଭୋକ ବିକଳରେ ମୂଷା ଖାଉଛନ୍ତି ଲୋକେ

ପାଟନା,୧୬।୭: ବିହାରରେ ବିନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଚ୍ଚସ୍ତରୀୟ ବୈଠକ ଡକାଇ ବନ୍ୟାରେ ଫଶିଥିବା...

ଆସାମରେ ଏନ୍‌ଆର୍‌ସି ସମୟସୀମା ବୃଦ୍ଧି ପାଇଁ ଆବେଦନ କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୬।୭: ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି) ସମୟ ସୀମା ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ଏହି ଆବେଦନ ବିଷୟରେ ଚିନ୍ତା କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥିପାଇଁ ସମୟ ସୀମା ଜୁଲାଇ ୩୧...

ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଦି ଏମ୍‌ପିମାନଙ୍କୁ ସାମାଜିକ କାର୍ଯ୍ୟ ସହ...

ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷମୁକ୍ତ କରିବା ସହିତ ଗୋଟିଏ ବର୍ଷରେ ଶହେ ବୃକ୍ଷ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୭: ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ସୁପ୍ରିମ୍‌କୋର୍ଟ ଦୋଷମୁକ୍ତ କରିଛନ୍ତି। ତେବେ ଡାକ୍ତର ଏଭଳି ଅପରାଧ କରିଥିବା ସମୟରେ ନାବାଳକ ଥିବାରୁ ତାଙ୍କୁ ଦଣ୍ଡ ଭାବେ ଗୋଟିଏ ବର୍ଷରେ ଶହେ ବୃକ୍ଷଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri