ଜାତୀୟ

ନିର୍ବାଚନରେ ପରାସ୍ତ ହେବାପରେ ପ୍ରଥମଥର ପାଇଁ ଜୁଲାଇ ୧୦ରେ ଆମେଠି ଯିବେ ରାହୁଲ

ନୂଆଦିଲ୍ଲୀ, ୮।୭:ଗତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ପରାଜୟର ସ୍ବାଦ ଚାଖିଥିବା ରାହୁଲ ଗାନ୍ଧୀ ଜୁଲାଇ ୧୦ରେ ଆମେଠି ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ରାହୁଲ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ପରାଜୟର ସମୀକ୍ଷା କରିବେ। ରାହୁଲ...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ ମୌସୁମୀ ବର୍ଷା ଲାଗି ରହିଥିବାରୁ ସକାଳେ ଦୁର୍ବଳ ଥିବା ଘରର କାନ୍ଥ ଭାଙ୍ଗିଯିବାରୁ...

୪୨ ପିଏସ୍‌ୟୁରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ତୃଣମୂଳ ଏମ୍‌ପିଙ୍କ ଧାରଣା

ନୂଆଦିଲ୍ଲୀ,୮।୭: ଦେଶର ୪୨ଟି ପିଏସ୍‌ୟୁ(ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ)ରେ ପୁଞ୍ଜିପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ବିରୋଧ କରି ସୋମବାର ତୃଣମୂଳ ଏମ୍‌ପି ବିଭିନ୍ନ ସ୍ଲୋଗାନ୍‌ ଦେବା ସହିତ ସଂସଦ ପରିସରରେ ଥିବା ମହାତ୍ମା...

କୁପଓ୍ବାରାରେ ବିସ୍ଫୋରଣ: ଜଣେ ଯବାନ ଆହତ

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଲାଣ୍ଡ୍‌ ମାଇନ୍‌ ଯୋଗୁ ହୋଇଥିବା କୁହାଯାଉଛି।...

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଦିଲ୍ଲୀର ୪ବଡ଼ ହସ୍ପିଟାଲ ସମର୍ଥନ ଜଣାଇଛନ୍ତି। ଏହି ଆନ୍ଦେଳନରେ...

ଅବୁଝମାଡ୍‌ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା

ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍‌ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ଏହି ଅଞ୍ଚଳର ରାଜସ୍ବ ସର୍ଭେ ପାଇଁ ମୋଗଲ ଶାସନ ସମୟରେ ପ୍ରୟାସ...

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ କରିବା ବହୁ କଷ୍ଟକର ହେବା ସହ ଏହାର ପ୍ରକ୍ରିୟା ମଧ୍ୟ ବହୁ ଲମ୍ବା...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ ଜିଲାପାଳ ତରୁଣ ପିଥୋଡେଙ୍କ ଯୋଜନା ଅନ୍ତର୍ଗତ ଅବସର ଗ୍ରହଣ କରିଥିବା ସରକାରୀ ଅଫିସର...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ବଳାତ୍କାର ଘଟଣା ରୋକିବା କଷ୍ଟକର

ଜୟପୁର, ୮।୭: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କାଳି ଚରଣ ସରାଫ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ବଳାତ୍କାର ଘଟଣାକୁ ରୋକିବା କଷ୍ଟକର। କିନ୍ତୁ ବଳାତ୍କାର ମାମଲାରେ ୮୭ ପ୍ରତିଶତ ବୃଦ୍ଧି...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୭: ଗୁଜରାଟରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଜୟଶଙ୍କର ଓ ଦଳର ଆନ୍ୟଜଣେ ସହଯୋଗୀ ଯୁଗଳ ଜି ଠାକୁର...

ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୭: ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ,...

ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା

ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri