ଜାତୀୟ

ବିଜୟ ପୂର୍ବରୁ ମୋଦିଙ୍କୁ ଆଶୀର୍ବାଦ ଦେଲେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଭାଜପାର ବିଜୟ ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଟ୍ରାନ୍ସଜେଣ୍ଡରମାନେ ଏମାନଙ୍କୁ...

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁ୍‌କ-ଇନ୍‌ଷ୍ଟାଗ୍ରାମରୁ ୧୭ ମିଲିୟନ୍‌ ପୋଷ୍ଟ କଲା ଡିଲିଟ୍‌

ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି...

ନବୀନ ପଟ୍ଟନାୟକଙ୍କ ଅଗ୍ନି ପରୀକ୍ଷା, ମିଳିବ କ୍ଷମତା ନା ପ୍ରଥମ ଥର ବହୁମତରୁ ରହିବେ ଦୂରେଇ, ଦେଖନ୍ତୁ ଏକଜିଟ ପୋଲର ଆକଳନ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୬: ଦେଶର ପୂର୍ବ ରାଜ୍ୟରେ ଓଡ଼ିଶା ଲୋକ ସଭା ନିର୍ବାଚନ ସହିତ ବିଧାନସଭା ପାଇଁ ଭୋଟ ମଧ୍ୟ ଦିଆଯାଇଥିଲା। ଏହାର ଫଳାଫଳ ମଧ୍ୟ ଜୁନ ୪ରେ ପ୍ରକାଶ ପାଇବ । ଜୁନ ୪ରେ ଶାସକ ବିଜୁ ଜନତା ଦଳ(ବିଜେଡି) ଓଡ଼ିଶାରେ...

ଏକ୍‌ଜିଟ୍‌ ପୋଲ୍‌ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ/ଇସଲାମାବାଦ୍‌,୩।୬: ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ ଥର ଦେଶରେ ପୁଣି ଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି...

ଚୋରି କରିବାକୁ ଯାଇ AC ପବନରେ ଶୋଇପଡ଼ିଲା ଚୋର, ନିଦରୁ ଉଠାଇଲା ପୋଲିସ

ଉତ୍ତରପ୍ରଦେଶ, ୩।୬: ଦେଶରେ ଏବେ ଅତ୍ୟଧିକ ଗରମ ହେଉଥିଲା ବେଳେ ଲୋକମାନେ ଟିକିଏ ଥଣ୍ଡା ପବନ ପାଇଁ ଏସି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଏସି ଏବେ ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ଲକ୍ଷ୍ନୌର...

ବିଜୟ ପୂର୍ବରୁ ଉତ୍ସବ ପାଳନର ପ୍ରସ୍ତୁତି! ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ ଶୋ’

ନୂଆଦିଲ୍ଲୀ,୩।୬: ଅବ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଥିବା ଭାଜପାର ମନୋବଳ ଏକଜିଟ ପୋଲ ପରେ ଅଧିକ ବୃଦ୍ଧି ପାଇଛି। ଜୁନ୪ରେ ଫଳାଫଳ ସପକ୍ଷରେ ରହିବାର ସମ୍ଭାବନା ଦେଖି ଭାଜପା ଉତ୍ସବ ମୁଡ୍‌ରେ ଅଛି। ହଁ, ଏକଜିଟ ପୋଲ...

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ,...

ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ

ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ...

ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୩।୬(ଅସମାପିକା ସାହୁ)ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି। ପ୍ରବଳ ଖରାରେ ଏବେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଚଳିତ ଖରାରେ ଏ ପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କ...

ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି।...

ଜାଣନ୍ତୁ କେତେ ମୁସଲମାନ ଭୋଟ୍‌ କଂଗ୍ରେସକୁ ଗଲା କେତେ ଭାଜପାକୁ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ସରକାର ଦାବି କରୁଛନ୍ତି ଯେ, ତାଙ୍କ ସରକାର ଗଠନ ହେବାକୁ ଯାଉଛି। ତେବେ କେବଳ ଜୁନ୍‌ ୪ରେ ଆସୁଥିବା ଫଳାଫଳ ଦେଶରେ କାହା ସରକାର ଗଠନ ହେବାକୁ ଯାଉଛି...

୨୦ଦିନ ଭିତରେ ଏନଡିଏରେ ସାମିଲ ହେବେ ଉଦ୍ଧବ ଠାକରେ! ମିଳିଲା ବଡ଼ ସଙ୍କେତ

ମୁମ୍ବାଇ,୩।୬: ଲୋକ ସଭା ନିର୍ବାଚନ ୨୦୨୪ ପରେ ମହାରାଷ୍ଟ୍ର ରାଜନୈତିକ ମହଲରେ ବଡ଼ ଓଳଟ ପାଲଟ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ରେଜଲ୍ଟ ବାହାରିବାର ଦୁଇ ଦିନ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ବଡ଼ ଦାବି କରିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri