ଜାତୀୟ

ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଉଚ୍ଚ ଜୁଆରର ମଜା ନେଲେ ପର୍ଯ୍ୟଟକ

ମୁମ୍ବାଇ,୪।୮: ମୁମ୍ବାଇ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ରବିବାର ମେରାଇନ ଡ୍ରାଇଭରେ ଆସିଥିବା ଉଚ୍ଚ ଜୁଆର ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଛି। ହେଲେ ଅନ୍ୟପଟେ ଏଠାରେ ଜମା ହୋଇ ରହିଥିବା ଟନ୍‌ଟନ୍‌ ମଇଳାର ଦୁର୍ଗନ୍ଧରେ ପରିବେଶ ପ୍ରଦୂଷିତ ହୋଇଛି।...

ସୋମବାର ମୋଦିଙ୍କ ବାସଭବନରେ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସୋମବାର କ୍ୟାବିନେଟ୍‌ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ବସିବ। ଏହା ସହିତ ସୁରକ୍ଷା କମିଟି ବୈଠକ ଏବଂ...

ପାଚେରି ତଳେ ଚାପି ହୋଇ ୪ ଶିଶୁ ମୃତ

ପାଟନା,୪।୮: ବିହାର ଧୋରାଇୟା ଅଞ୍ଚଳରେ ଥିବା ବାଙ୍କାରେ ରବିବାର ଏକ ମାଟି ପାଚେରି ଭୂଷୁଡି ଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ପିଲାମାନେ ଏକ...

କ୍ୱାରସମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍‌ (କୁଇକ୍‌ ରିଆକସନ୍‌ ସର୍ଫେସ୍‌-ଟୁ-ଏୟାର ମିଜାଇଲ୍‌)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ...

ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ...

ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା

ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ, ଆଇବି ମୁଖ୍ୟ ସାମନ୍ତ କୁମାର, ସ୍ବରାଷ୍ଟ୍ର...

ନିର୍ବାଚନ ହାରିଲେ କାନ୍ଦନ୍ତି କୁମାରସ୍ବାମୀ: ଭାଜପା ନେତା

ବେଙ୍ଗାଲୁରୁ,୪।୮: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ ରବିବାର କହିଥିଲେ କି କର୍ନାଟକରେ ଖୁବ୍‌ଶୀଘ୍ର ନିର୍ବାଚନ ହେବ। କାରଣ ଏଠି ଭାଜପା ବେଶିଦିନ ଶାସନ କରିପାରିବ ନାହିଁ। ଏହାର ପ୍ରତିକ୍ରିୟା ଦେଇ ଭାଜପା ନେତା ଜଗଦିଶ...

ଚନ୍ଦ୍ରାୟନ-୨ ପଠାଇଲା ପୃଥିବୀର ଫଟୋ: ସୋସିଆଲ୍‌ ମିଡ଼ିଆରେ ଇସ୍ରୋ ପକ୍ଷରୁ କରାଗଲା ଶେୟାର

ଶ୍ରୀହରିକୋଟା,୪।୮: ଚନ୍ଦ୍ରାୟନ-୨ ମହାକାଶରୁ ପୃଥିବୀର ପ୍ରଥମ ଫଟୋ ପଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଚନ୍ଦ୍ରାୟନ-୨ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ସେଠାରେ ଏହା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ବିଶଦ ତଥ୍ୟ...

ଇରାନରେ ଫସିଥିବା ଭାରତୀୟଙ୍କୁ ମୁକୁଳାଇବାକୁ କଥା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୪।୮: ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକୁଳାଇବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଶନିବାର ସେ ଟୁଇଟ୍‌ କରି ଏହା ଜଣାଇଛନ୍ତି। ଷ୍ଟେନା ଇମ୍ପୋରୋ ନାମକ ଜାହାଜରେ ଚାଳକ ଦଳଙ୍କ ମଧ୍ୟରେ ଥିବା ୧୮ ଭାରତୀୟଙ୍କୁ ତୁରନ୍ତ...

ମହିଳାଙ୍କୁ ସ୍ବାବଲମ୍ବି କରିବାକୁ ସେନା ଖୋଲିଲା ଟେଲରିଂ ୟୁନିଟ୍‌

ପୁଞ୍ଚ,୪।୮: ଜମ୍ମୁ-କଶ୍ମୀରର ସୁରାନକୋଟେ ଅଞ୍ଚଳରେ ଥିବା ଫସାଲା ବାଦ ଗାଁରେ ଭାରତୀୟ ସେନା ଦ୍ୱାରା ଏକ ଟେଲରିଂ ୟୁନିଟ୍‌ ଖୋଲିଛି। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି। ତେବେ ମହିଳାମାନଙ୍କୁ ସ୍ବାବଲମ୍ବି କରାଇବା ଉଦ୍ଦେଶ୍ୟରେ...

ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ

ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ନିଜ ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କରିଛନ୍ତି। ଏନେଇ ତାଙ୍କ ପିତାଙ୍କ ପକ୍ଷରୁ...

କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ…...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri