ଜାତୀୟ

ମତଦାନରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା...

କିଏ ଖୋଲେ ଷ୍ଟ୍ରଙ୍ଗ ରୁମର ତାଲା? କେମିତି ହୁଏ କାଉଣ୍ଟିଙ୍ଗ, କିଏ କିଏ ଯାଆନ୍ତି ଭିତରକୁ ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଜୁନ ୪ରେ ଭୋଟ ଗଣିବା ସହିତ କାହାର ସରକାର ଗଠନ ହେବ ତାହା ଜଣାପଡିବ। ଗଣନା ଦିନ କ’ଣ ହୁଏ? ଭୋଟ କିପରି ଗଣାଯାଏ...

ମୋଦି ଶପଥ ନେବାର ୧୫ ଦିନ ପରେ ଉଦ୍ଧବ ଠାକରେଙ୍କ ସହ ଆସିବେ ନଜର: ରବି ରାଣାଙ୍କ ଭବିଷ୍ୟବାଣୀ

ଅମରାବତୀ,୩।୬: ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରବି ରାଣା କହିଛନ୍ତି, ପିଏମ ମୋଦି ତୃତୀୟଥର ଶପଥ ଗ୍ରହଣ କରିବାର ମାତ୍ର ୧୫ ଦିନ ପରେ...

ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ...

ବିଜୟ ପୂର୍ବରୁ ମୋଦିଙ୍କୁ ଆଶୀର୍ବାଦ ଦେଲେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଭାଜପାର ବିଜୟ ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଟ୍ରାନ୍ସଜେଣ୍ଡରମାନେ ଏମାନଙ୍କୁ...

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁ୍‌କ-ଇନ୍‌ଷ୍ଟାଗ୍ରାମରୁ ୧୭ ମିଲିୟନ୍‌ ପୋଷ୍ଟ କଲା ଡିଲିଟ୍‌

ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି...

ନବୀନ ପଟ୍ଟନାୟକଙ୍କ ଅଗ୍ନି ପରୀକ୍ଷା, ମିଳିବ କ୍ଷମତା ନା ପ୍ରଥମ ଥର ବହୁମତରୁ ରହିବେ ଦୂରେଇ, ଦେଖନ୍ତୁ ଏକଜିଟ ପୋଲର ଆକଳନ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୬: ଦେଶର ପୂର୍ବ ରାଜ୍ୟରେ ଓଡ଼ିଶା ଲୋକ ସଭା ନିର୍ବାଚନ ସହିତ ବିଧାନସଭା ପାଇଁ ଭୋଟ ମଧ୍ୟ ଦିଆଯାଇଥିଲା। ଏହାର ଫଳାଫଳ ମଧ୍ୟ ଜୁନ ୪ରେ ପ୍ରକାଶ ପାଇବ । ଜୁନ ୪ରେ ଶାସକ ବିଜୁ ଜନତା ଦଳ(ବିଜେଡି) ଓଡ଼ିଶାରେ...

ଏକ୍‌ଜିଟ୍‌ ପୋଲ୍‌ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ/ଇସଲାମାବାଦ୍‌,୩।୬: ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ ଥର ଦେଶରେ ପୁଣି ଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି...

ଚୋରି କରିବାକୁ ଯାଇ AC ପବନରେ ଶୋଇପଡ଼ିଲା ଚୋର, ନିଦରୁ ଉଠାଇଲା ପୋଲିସ

ଉତ୍ତରପ୍ରଦେଶ, ୩।୬: ଦେଶରେ ଏବେ ଅତ୍ୟଧିକ ଗରମ ହେଉଥିଲା ବେଳେ ଲୋକମାନେ ଟିକିଏ ଥଣ୍ଡା ପବନ ପାଇଁ ଏସି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଏସି ଏବେ ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ଲକ୍ଷ୍ନୌର...

ବିଜୟ ପୂର୍ବରୁ ଉତ୍ସବ ପାଳନର ପ୍ରସ୍ତୁତି! ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ ଶୋ’

ନୂଆଦିଲ୍ଲୀ,୩।୬: ଅବ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଥିବା ଭାଜପାର ମନୋବଳ ଏକଜିଟ ପୋଲ ପରେ ଅଧିକ ବୃଦ୍ଧି ପାଇଛି। ଜୁନ୪ରେ ଫଳାଫଳ ସପକ୍ଷରେ ରହିବାର ସମ୍ଭାବନା ଦେଖି ଭାଜପା ଉତ୍ସବ ମୁଡ୍‌ରେ ଅଛି। ହଁ, ଏକଜିଟ ପୋଲ...

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ,...

ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ

ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri