ଜାତୀୟ

ବଜେଟ ପୂର୍ବରୁ ମନମୋହନଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬(ପି.ଟି.):କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କୁ ଗୁରୁବାର ତାଙ୍କ ବାସଭବନରେ ଭେଟିଛନ୍ତି। ପି.ଭି. ନରସିଂହ ରାଓଙ୍କ...

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି ଚାଳକକୁ ବଞ୍ଚାଇବା ଚକ୍କରରେ ଏକ ଟେମ୍ପୋ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଥିଲା।...

ଭାଜପା ବିଧାୟକଙ୍କ ଦାଦାଗିରି: ସରକାରୀ ଅଧିକାରୀଙ୍କୁ କହିଲେ, ତୁମେ ଚାକିରି କରିପାରିବ ନାହିଁ

ଭୋପାଳ, ୨୭।୬: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ବିଧାୟକ ଆକାଶ ବିଜୟବର୍ଗୀୟ ଜଣେ ସରକାରୀ ଅଧିକାରୀଙ୍କୁ ପିଟି ଗିରଫ ହେବାର ଗୋଟିଏ ଦିନ ପରେ ପୁଣି ସେମିତି ଏକ ମାମଲା ସାମ୍ନାକୁ ଆସିଛି। ବିଦିଶା ବିଧାୟିକା ଲିନା ଜୈନ ଏକ...

ସାଧାରଣ ଭୋଟରଙ୍କୁ ଟାର୍ଗେଟ କଲେ ସିଦ୍ଧରମେୟା

ବାଦାମି,୨୭।୬: କର୍ନାଟକର ବାଦାମିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ସାଧାରଣ ଭୋଟରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ ଆପଣଙ୍କୁ ଛାତ ଦେଲୁ, ଖାଇବା ଦେଲୁ ହେଲେ ଆପଣମାନେ...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ବୋମା ନ ଥିବା ସ୍ପଷ୍ଟ ହେବା ପରେ ଏହା...

ପୋଲିସକୁ ସଫଳତା: ସୁକମାରେ ଲକ୍ଷେ ଟଙ୍କିଆ ମାଓବାଦୀ ମୃତ

ସୁକମା,୨୭।୬: ଛତିଶଗଡ଼ର ସୁକମା ଜିଲାରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଲକ୍ଷେ ଟଙ୍କା ମୁଣ୍ଡ ଜାମିନ ଘୋଷଣା ଥିବା ମାଓବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ମାଓବାଦୀ ହେଲେ ବଞ୍ଜାମ ବୁଦ୍ଧୁ। ସେ...

ଟିଡିପିକୁ ପୁଣି ଝଟକା: ଭାଜପାରେ ମିଶିବେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୨୭ା୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ପେଦ୍ଦୀ ରେଡ୍ଡୀ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବାକୁ ଯାଉଛନ୍ତି। ପୂର୍ବରୁ ଲଙ୍କା...

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି କିଛି ଯୁଦ୍ଧାସ୍ତ୍ର କମ୍‌ ଅଛି ତେବେ ସେଥିପାଇଁ କି ପଦକ୍ଷେପ ନିଆଯାଇଛି ସେ...

ନୀରବ ମୋଦିଙ୍କ ୪ ସୁଇସ୍‌ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା

ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍‌ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି ଦିଆଯାଇଛି। ଏଥିରେ ୨୮୩.୧୬ କୋଟି ଟଙ୍କା ଜମା ଥିବା କୁହାଯାଉଛି। ପଞ୍ଜାବ ନ୍ୟାସନାଲ୍‌...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ ବୋଲି ସେ ଘୋଷଣା କରିଛନ୍ତି। ରାଜ୍ୟର ଯୁବବର୍ଗ, ମହିଳା ଏବଂ ଚାଷୀଙ୍କ ସମସ୍ୟାକୁ...

ଲୁଧିଆନା ଜେଲରେ ଗୁଳିକାଣ୍ଡ: ଏସିପି ଆହତ

ଲୁଧିଆନା,୨୭।୬: ପଞ୍ଜାବର ଲୁଧିଆନାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ପ୍ରଥମେ ପଥରମାଡ ଓ ପରେ ଗୁଳି ମାଡ ହୋଇଥିଲା। ଏଥିରେ କେତେଜଣ କଏଦି ଆହତ ହୋଇଥିବା ଜଣାପଡିଛି। ଏହାସହ ଏସିପି ମଧ୍ୟ ଆହତ ହୋଇଛନ୍ତି। ପୋଲିସ...

ମାନସିକ ଭାରସାମ୍ୟ ହରାଇଛନ୍ତି କୁମାରସ୍ବାମୀ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୭।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ବିଶେଷ କରି ଗତ ନିର୍ବାଚନରେ ତାଙ୍କ ପୁଅ ହାରିଯିବାରୁ ତାଙ୍କର ଏଭଳି ପରିସ୍ଥିତି ହୋଇଥିବା ପ୍ରହ୍ଲାଦ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri