ଜାତୀୟ

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ ପ୍ରକାଶିତ ଏନ୍‌ଆର୍‌ସି ଚିଠାରୁ ଆସାମର ୪୦ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଏହାକୁ...

ଏସ୍‌-୪୦୦ ଚୁକ୍ତିନାମାକୁ ନେଇ ଆମେରିକାକୁ କହିଲେ ଜୟଶଙ୍କର: ରାଷ୍ଟ୍ର ହିତକୁ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୬।୬: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କରିବା କ୍ଷେତ୍ରରେ ରାଷ୍ଟ୍ର ହିତକୁ ପ୍ରାଧାନ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର...

୩ ବର୍ଷ ପରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ: ପୁଅ ବୋହୂ ତଡ଼ିଦେଇଥିଲେ ଘରୁ

ମୁମ୍ବାଇ,୨୬।୬: ଆଜିକାଲି ପିଲାମାନେ ଯେତିକି ଶିକ୍ଷିତ ହେଉଛନ୍ତି ସେତିକି ନିଜର ମାନବିକତା, ମଣିଷପଣିଆ ଓ ଆଚାର ବ୍ୟବହାର ସବୁ ଭୁଲିଯାଉଛନ୍ତି। ଦିନେ ଯେଉଁ ମା ବାପାଙ୍କ ହାତ ଧରି ଚାଲିବା ଶିଖିଥିଲେ ସେହି ପୁଅ ତାଙ୍କୁ ବୃଦ୍ଧାବସ୍ଥାରେ ଘରୁ ବାହାର...

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି ବୁଧବାର ରାଜ୍ୟ ସଭାରେ ମୋଦି କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ...

ଖାଇକୁ ଖସିଲା କାର: ୬ ଜୀବନ ଗଲା

ଡେରାଡୁନ, ୨୬।୬: ଉତ୍ତରାଖଣ୍ଡର ନ୍ୟୁ ତେହରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ କାର ଖାଇ ଭିତରକୁ ଖସିପଡିଛି। ଫଳରେ କାରରେ ଥିବା ୧୦ଜଣଙ୍କ ମଧ୍ୟରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଡେରାଡୁନ ସୁୱାଖୋଲି ମୋଟର...

ସରକାରୀ ଅଧିକାରୀଙ୍କୁ ପିଟିବା ପଡିଲା ମହଙ୍ଗା: ବିଧାୟକ ଗିରଫ

ଇନ୍ଦୋର, ୨୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ନଗର ନିଗମର ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଭାଜପା ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ମହଙ୍ଗା ପଡିଛି। ମଧ୍ୟପ୍ରଦେଶ ପୋଲିସ ଏହି ମାମଲାରେ ବୁଧବାର ୧୦ ଜଣଙ୍କ ନାମରେ ମାମଲା ରୁଜୁ କରି ଆକାଶଙ୍କୁ ଗିରଫ...

ବିଚ୍‌ ରାସ୍ତାରେ ଯୁବକଙ୍କୁ ଲୁହା ରଡରେ ପିଟିଲେ ଯୁବତୀ

ଚଣ୍ଡିଗଡ଼,୨୬।୬: ପ୍ରତିଦିନ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଥାଏ। ଏହି ଦୁର୍ଘଟଣା ଯୋଗୁ କେତେକଙ୍କ ଜୀବନ ଯାଉଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥାନ୍ତି। କେବଳ ସେତିକି ନୁହେଁ ଦୁର୍ଘଟଣାରେ ଶୀକାର ହୋଇଥିବା ଲୋକେ ରାସ୍ତାରେ ହୋହାଲ୍ଲା କରି ସମସ୍ତଙ୍କୁ...

ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ସମାଲୋଚନ କରିବା ଅପେକ୍ଷା...

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ ପାଇଁ ଦାବି କରିଛନ୍ତି। ଏଥିସହ ସେ ଏକ ଡ୍ରୋନ ପ୍ଲେନ ପାଇଁ ମଧ୍ୟ...

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ରାମ ରହିମଙ୍କୁ ହରିୟାଣା ସରକାର ସମର୍ଥନ କରୁଛନ୍ତି। ହାଇକୋର୍ଟ ତାଙ୍କ ଜାମିନ...

ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଧାୟକ

ଇନ୍ଦୋର, ୨୬।୬: ଭାଜପା ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ସଫଳାର ସୁତ୍ରଧର କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। କ୍ରିକେଟ ବ୍ୟାଟରେ ଆକାଶ ଜଣେ ନିଗମ ଅଧିକାରୀଙ୍କୁ ମାଡ଼...

ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍‌ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି। ଏସବୁ କମ୍ପାନୀଙ୍କୁ ବିକ୍ରି କରିଦିଆଯିବ। ତେବେ ମନପସନ୍ଦର କ୍ରେତା ମିଳୁ ନ ଥିବାରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri