ଜାତୀୟ

ରାଗିକି ନିଆଁବାଣ ମମତା ବାନାର୍ଜୀ: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୩।୬:ଲୋକ ସଭା ନିର୍ବାଚନ ପାଇଁ ଏକଜିଟ ପୋଲ ହୋଇଛି। ପ୍ରାୟ ସମସ୍ତ ଏକଜିଟ ପୋଲରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ହେବାର ସମ୍ଭାବନା ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ମମତା ବାନାର୍ଜୀ ଏହି ଏକଜିଟ ପୋଲରେ ପ୍ରତିକ୍ରିୟା ରଖିଛନ୍ତି। ମମତା ବାନାର୍ଜୀ...

ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍‌ଜିଟ୍‌...

କନ୍ୟାକୁମାରୀରେ ସାଧନାରୁ ଜନ୍ମନେଲା ନୂଆ ସଂକଳ୍ପ

ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍‌ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନିଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ...

ଫଳାଫଳ ଆସିବା ପୂର୍ବରୁ ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨ା୬: ଦେଶରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ଆସିବା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତୀଶ ଦିଲ୍ଲୀରେ କିଛିଦିନ ଅବସ୍ଥାନ କରି ଭାଜପା କେନ୍ଦ୍ରୀୟ ନେତାଙ୍କୁ ଭେଟିପାରନ୍ତି...

ଭୋଟଗଣତି ପୂର୍ବରୁ ଇସିଙ୍କୁ ଭେଟିଲେ ଇଣ୍ଡିଆ ବ୍ଲକ୍‌ ନେତା

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନ ଭୋଟଗଣତି ପୂର୍ବରୁ ବିରୋଧୀ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ନେତାମାନେ ରବିବାର ନିର୍ବାଚନ କମିଶନ (ଇସି)ଙ୍କୁ ଭେଟିଛନ୍ତି। ସେମାନେ ଇସିଙ୍କ ସହ ଗଣତି ନିୟମାବଳୀ ଉପରେ ଆଲୋଚନା...

ଅଂଶୁଘାତ: ୩ ମାସରେ ୫୬ ମୃତ୍ୟୁ

ନୂଆଦିଲ୍ଲୀ, ୨।୬:ଭାରତରେ ଗତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ୫୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି) ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, କେବଳ ମେ’ ମାସରେ ୪୬...

ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ

ହାଇଦ୍ରାବାଦ, ୨।୬:ଦେଶର ବ୍ୟସ୍ତ ବହୁଳ ସହର ମଧ୍ୟରେ ଅନ୍ୟତମ ହାଇଦ୍ରାବାଦ ରବିବାରଠାରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ରହିବ ନାହିଁ। ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ୨୦୧୪ର ଧାରା ୫(୧)କେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରବିବାରଠାରୁ ଏହା କେବଳ...

ଫଳାଫଳ ଆସିବା ପୂର୍ବରୁ ନିଜର ରୋଡ଼ ମ୍ୟାପ କହିଲେ ମୋଦି, ପ୍ରଥମ ୧୦୦ ଦିନରେ କ’ଣ କରିବ ମୋଦିଙ୍କ ୩.୦ ସରକାର

ନୂଆଦିଲ୍ଲୀ,୨।୬: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ଉପରେ ଆତ୍ମବିଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦୁଇ ଦିନ ଧରି କନ୍ୟାକୁମାରୀରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରବିବାର ସାତୋଟି...

ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା...

ସୋମବାର ପ୍ରେସ କନଫରେନ୍ସ କରିବେ ଇସି, ଭୋଟ ଗଣନା ସମ୍ପର୍କରେ ଦେଇପାରନ୍ତି ସୂଚନା

ନୂଆଦିଲ୍ଲୀ,୨।୬: ଲୋକ ସଭା ନିର୍ବାଚନରେ ଭୋଟ ଦେବା ପରେ ଏବେ ସମସ୍ତଙ୍କ ଫଳାଫଳ ଉପରେ ନଜର ରହିଛି। ଫଳାଫଳଗୁଡିକ ୪ଜୁନ ଅର୍ଥାତ୍‌ ଆସନ୍ତା ମଙ୍ଗଳବାର ପ୍ରକାଶ ପାଇବ। ଏହାପୂର୍ବରୁ ଏକଜିଟ ପୋଲ ଭାଜପା ସହଯୋଗୀ ଦଳକୁ ୩୫୦ରୁ ଅଧିକ ସିଟ...

ଭୋଟ ଗଣତି ପାଇଁ ପ୍ରସ୍ତୁତ ଭାଜପା, ବୁଥ ଏଜେଣ୍ଟଙ୍କୁ ସତର୍କ ରହିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ଜୁନ ୪ରେ ଭୋଟ ଗଣିତି ପାଇଁ ଭାଜପା ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ପ୍ରଚାର ଠାରୁ ଆରମ୍ଭ କରି ଭୋଟ ଗଣତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନ ଭୋଟ ଗଣିବା ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ଏହାର ଉପସ୍ଥିତି ନିଶ୍ଚିତ କରିବାକୁ ଭାଜପା...

ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ଏକ୍‌ଜିଟ ପୋଲ୍‌ଗୁଡ଼ିକରେ ପୂର୍ବାନୁମାନ କରାଯିବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହା ‘ମୋଦି ମିଡିଆ ପୋଲ୍‌’ ବୋଲି ରାହୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri