ଜାତୀୟ

ଥାଲାସେମିଆ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମାତାପିତା

ମୌନପୁରୀ,୨୬।୭: ଉତ୍ତର ପ୍ରଦେଶର ମୌନପୁରୀରେ ଏବେ ଅସହାୟ ମାତାପିତା ନିଜ ସନ୍ତାନଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ ନିକଟକୁ ପତ୍ର ଲେଖିଛନ୍ତି। ତାହା ପୁଣି ରକ୍ତରେ। ଶିଶୁମାନେ ଥାଲାସେମିଆରେ ପୀଡିତ ଥିବା...

ଟିକ୍‌ ଟକ୍‌ ଭିଡିଓ ପାଇଁ ନଦୀକୁ ଡେଉଁଛନ୍ତି ଯୁବକ

ପାଟନା,୨୬।୭: ବିହାରର ଦରଭଙ୍ଗା ଜିଲାରେ ବନ୍ୟା ଜଳରେ ଉଛୁଳୁଥିବା ନଦୀକୁ ହେଇଁ ଯୁବକମାନେ ଟିକ୍‌ ଟକ୍‌ ଭିଡିଓ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବନ୍ୟା ପାଣିରେ ନଦୀ କୂଳ ଲଂଘୁଥିବା ବେଳେ ଏହାକୁ ଖାତିର ନ କରି ଖର...

ଅଟ୍ଟାଳିକାରେ ଲାଗିଲା ନିଆଁ: ୧୫-୨୦ ଜଣ ଲୋକ ଫଶିଥିବା ସନ୍ଦେହ

ଅହମଦାବାଦ୍‌, ୨୬।୭: ଗୁଜୁରାଟର ଅହମଦାବାଦରେ ଏକ ବିରାଟ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ସେଠାରେ ୧୫ରୁ ଜଣଙ୍କ ଲୋକ ଫଶିଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲିଭାଇବା ପାଇଁ ଦମକଳବାହିନୀର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।...

୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ

ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି...

ଜୟାଙ୍କୁ ଟାର୍ଗେଟ କଲେ ଅମର

ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍‌ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ଜୟା ବଚ୍ଚନକୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ସେ ଏକ...

ଆଜମ୍‌ ଖାନ୍‌ଙ୍କ ମନ୍ତବ୍ୟ ଦେଶ ପାଇଁ ଲଜ୍ଜାଜନକ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି। ଶୁକ୍ରବାର ଗୃହ ଆରମ୍ଭ ହେବା କ୍ଷଣି ମହିଳା ଏମ୍‌ମାନେ ଆଜମ୍‌ଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ...

ମଣିଷ ଖିଆ ବାଘୁଣୀକୁ ପିଟି ପିଟି ମାରିଦେଲେ ଗାଁ ଲୋକେ

ପିଲିଭିଟ,୨୬।୭: ଉତ୍ତର ପ୍ରଦେଶର ପିଲିଭିଟର ମାଟାନିଆ ଗାଁରେ ଗୋଟିଏ ବାଘୁଣୀକୁ ଲୋକଙ୍କ ଆକ୍ରୋସର ଶିକାର ହେବାକୁ ପଡିଛି। ବାଘୁଣୀଟି ଗାଁରେ ପଶି ପାଖାପାଖି ୯ ଜଣ ଲୋକଙ୍କୁ ଆହତ କରିବା ପରେ ଗାଁ ଲୋକେ ତାକୁ ପିଟି ପିଟି ମାରି...

କାର୍‌ଗିଲ ବିଜୟ ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ସେନାମୁଖ୍ୟ, ପୁଣି ଏମିତି କଲେ ଭୋଗିବ ପରିଣାମ

ନୂଆଦିଲ୍ଲୀ, ୨୬।୭:କାର୍‌ଗିଲ ବିଜୟ ଦିବସ ଉପଲକ୍ଷେ ସାରା ଦେଶ ବୀର ଶହୀଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ସେନା ପ୍ରମୁଖ ବିପିନ ରାଓ୍ବତ୍‌ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଯଦି ପାକିସ୍ତାନ ଦ୍ୱିତୀୟଥର ଏପରି କରେ, ତେବେ ପରିଣାମ ଭୋଗିବାକୁ...

କାର୍‌ଗିଲ ଯୁଦ୍ଧରେ ଶହୀଦ୍‌ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ

ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍‌ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର ସତାରାରେ ରହୁଥିବା ମହାଦେବ ଯଶଓ୍ବନ୍ତ ନିକମ କାର୍‌ଗିଲ ଯୁଦ୍ଧରେ ଯୋଗ ଦେଇ ୧୯୯୯,...

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ମତ...

ପୁଣି ଥରେ କର୍ନାଟକରେ ୟେଦୁରପ୍ପା ସରକାର: ଆଜି ସନ୍ଧ୍ୟା ୬ଟାରେ ନେବେ ଶପଥ

କର୍ନାଟକ, ୨୬।୭: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କର୍ନାଟକରେ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱରେ ପୁଣି ସରକାର ଗଠନ ହେବାକୁ ଯାଉଛି। ଶୁକ୍ରବାର ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିବା ପରେ ୟେଦୁରପ୍ପା ଆଗାମୀ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ ପର୍ଯ୍ୟନ୍ତ ବୀର ଶହୀଦଙ୍କୁ ସଲାମ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସରେ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri