ଜାତୀୟ

ବାରମୁଳାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ଶନିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବୋନିୟାର ଜଙ୍ଗଲଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ...

ଚେନ୍ନାଇରେ ଟ୍ରେନ୍‌ ଯୋଗେ ୧କୋଟି ଲିଟର ପାଣି ପହଞ୍ଚିବ

ଚେନ୍ନାଇ,୨୨।୬: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି ଭେଲୋର ଜିଲାର ଜୋଲାର ପେଟାଇରୁ ଏକ କୋଟି ଲିଟର ପାଣି ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଚେନ୍ନାଇ...

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ବଜେଟ୍‌ ସମ୍ପର୍କିତ ଜରୁରୀ କାଗଜପତ୍ର ପ୍ରିଣ୍ଟିଂ ପାଇଁ...

କୋର୍ଟରେ ପଡ଼ିରହିଛି ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲା: ବିଚାରପତିଙ୍କ ଅବସର ବୟସ ସୀମା ବଢ଼ାଇବାକୁ ମୋଦିଙ୍କୁ ଗୋଗୋଇଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୬: ଦେଶର ବିଭିନ୍ନ କୋର୍ଟରେ ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲାର ବିଚାର ନ ହୋଇ ପଡ଼ିରହିଛି। ତେବେ ଏହାର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପରାମର୍ଶ...

ଭାରତୀୟ ଲିଚୁ ରପ୍ତାନୀ ବନ୍ଦ ପାଇଁ ହେଉଛି ଷଡ଼ଯନ୍ତ୍ର: ପ୍ରେମ କୁମାର

ପାଟନା,୨୨।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଏତେ ସଂଖ୍ୟକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ପ୍ରକୃତ କାରଣ ଖୋଜା ଚାଲିଛି। ତେବେ କାରଣ ଜଣା ପଡୁନି। ମାତ୍ର ଲିଚୁ ଖାଇବା ଦ୍ୱାରା ଏଭଳି...

ସର୍ବବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ହାଇଦ୍ରାବାଦ,୨୨ା୬(ପି.ଟି.) : ବିଶ୍ୱର ସର୍ବବୃହତ୍‌ ବହୁମୁଖୀ ଉଠା ଜଳସେଚନ ପ୍ରକଳ୍ପ କାଲେଶ୍ୱରମ୍‌ (କେଏଲ୍‌ଆଇପି)କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଇ.ଏସ୍‌.ଏଲ. ନରସିଂନ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଓ ଆନ୍ଧ୍ରପ୍ରଦେଶ...

ଏଇଏସ୍‌-ଲିଚୁ ସମ୍ପର୍କର ତଦନ୍ତ ନିର୍ଦ୍ଦେଶ

ପାଟନା,୨୨ା୬: ବିହାରରେ ମସ୍ତିଷ୍କ ଜ୍ୱର ୧୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ନେଲାଣି। ରାଜ୍ୟର ୧୬ଟି ଜିଲାକୁ ଏହି ରୋଗ ବ୍ୟାପିଥିବାବେଳେ ଛତିଶଗଡ଼ରେ ମଧ୍ୟ ୩ ଶିଶୁ ଏଇଏସ୍‌ (ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଣ୍ଡ୍ରୋମ୍‌)ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିହାର ସ୍ବାସ୍ଥ୍ୟ ବିଭାଗ...

୨୪୩ ଯାତ୍ରୀଙ୍କ ସହ ଜାହାଜ ନିଖୋଜ

ନୂଆଦିଲ୍ଲୀ,୨୨ା୬ : କେରଳର ଏର୍ନାକୁଲମ୍‌ ଜିଲାର ଏକ ବନ୍ଦରରୁ ଯାତ୍ରାରମ୍ଭ କରିଥିବା ଏକ ଯାତ୍ରୀବାହୀ ଜାହାଜ ନିଖୋଜ ହୋଇଯାଇଛି। ଏଥିରେ ୨୪୩ ଯାତ୍ରୀ ଥିଲେ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏହା ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି। କେରଳ ସରକାରଙ୍କଠାରୁ ସୂଚନା...

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରକୋଡ ଓ୍ବାର୍ଡ ଥିଲା ‘ଅପରେଶନ୍‌ ବନ୍ଦର’

ନୂଆଦିଲ୍ଲୀ,୨୨ା୬: ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ସୀମା ଆରପଟେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ୱଂସ କରିବା ଲାଗି ଭାରତୀୟ ବାୟୁସେନା ଫେବୃୟାରୀ ୨୬ରେ ବାଲାକୋଟ୍‌ରେ ଏୟାରଷ୍ଟ୍ରାଇକ୍‌ କରିଥିଲା।...

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ଏହା ସରକାରଙ୍କ କେତେକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବିଚାରପତି...

ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଜୁନ୍‌ ୨୭ରୁ ୨୯ ମଧ୍ୟରେ ଏହା ଅନୁଷ୍ଠିତ ହେବ।...

ପାଣି ପାଇଁ ସ୍କୁଲ, ହୋଟେଲ ବନ୍ଦ ହେବା ମିଥ୍ୟା ଖବର: ପଲାନିସ୍ବାମୀ

ଚେନ୍ନାଇ,୨୧।୬: ତାମିଲନାଡୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ହେଲେ ପାଣି ପାଇଁ ସ୍କୁଲ ଓ ହୋଟେଲ ବନ୍ଦ ହେବା ଖବର ମିଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଇଡାପଡି କେ. ପଲାନିସ୍ବାମୀ। ଶୁକ୍ରବାର ଖବରଦାତାଙ୍କୁ ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri