ଜାତୀୟ

ତିନି ତଲାକ୍‌ ନେଇ ଏନ୍‌ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍‌ ବିଲ୍‌ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ ଏହାକୁ ନେଇ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଏହାକୁ...

ଟ୍ରମ୍ପ୍‌ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ମୋଦି ସରକାର ତିନି ତଲାକ୍‌ ବିଲ୍‌କୁ କରିଛନ୍ତି ଢ଼ାଲ: ମନୀଷ୍‌ ତିଓ୍ବାରୀ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଶ୍ମୀର ପ୍ରସଙ୍ଗରେ ଅଠାକାଠିରେ ପଡ଼ିଛନ୍ତି। ତେବେ ଏଥିରୁ ମୁକୁଳିବା ପାଇଁ ସେ ଅନ୍ୟ ଯୋଜନା କରିଥିବା କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି। ମୋଦି ସରକାର...

ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର ସେ ଜେଲ୍‌ରୁ ବାହାରକୁ ଆସିଛନ୍ତି। ଝିଅ ବାହାଘର ପାଇଁ ସେ ମାଡ୍ରାସ୍‌ ହାଇକୋର୍ଟରେ...

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଓଜନର ଗହଣା

କୋଲକତା,୨୫।୭: ପଶ୍ଚିମବଙ୍ଗର ବୀରଭୂମୀ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳାଙ୍କ ସର୍ଜରୀ ପରେ ତାଙ୍କ ପେଟରୁ ପାଖାପାଖି ଦେଢ କିଲୋଗ୍ରାମ ଗହଣା ଓ ୯୦ଟି କଏନ୍‌ ମିଳିଥିବା ଜଣାପଡିଛି। ୨୬ ବର୍ଷୀୟ ଉକ୍ତ ମହିଳାଙ୍କ ପେଟରୁ ୫ଟଙ୍କିଆ...

ବିନା ୟୁନିଫର୍ମରେ ଥାନା ଭିତରେ ନାଚିଲେ ମହିଳା ପୋଲିସ: ଭିଡିଓ ଭାଇରାଲ

ମେହସାଣା,୨୫।୭: ଏବେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବାର ଟ୍ରେଣ୍ଡ ଚାଲିଛି। ସେମିତି ଜଣେ ମହିଳା ପୋଲିସ ବିନା ୟୁନିଫର୍ମରେ ପୋଲିସ ଷ୍ଟେଶନ ଭିତରେ ଡ୍ୟାନ୍ସ କରିବାର ଭିଡିଓ ଏବେ ଭାଇରାଲ ହୋଇଛି। ଘଟଣାଟି ଘଟିଛି ଗୁଜରାଟର ମେହସାଣା...

ପାଣିପାଗ ବିଭାଗର ସତର୍କ ସୂଚନା: ଆସନ୍ତା ୪ ଘଣ୍ଟାରେ ହେବ ପ୍ରବଳ ବର୍ଷା

ମୁମ୍ବାଇ,୨୫।୭: ମୁମ୍ବାଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଘଣ୍ଟା ମଧ୍ୟରେ ମୁମ୍ବାଇର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଥାନେ, ରାଇଗଡ଼, ପାଲଘର, ରତ୍ନଗିରି ଓ ନାସିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌ ରେଡ୍ଡୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ନୀତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ...

କଂଗ୍ରେସ ଛାଡ଼ିବେନି ସିଦ୍ଧୁ

ଅମୃତସର୍‌,୨୫ା୭(ପି.ଟି.): ପଞ୍ଜାବ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀପଦ ଛାଡ଼ିଥିବା ସିଦ୍ଧୁ କିଛିଦିନର ନୀରବତା ପରେ ବୁଧବାର ସମର୍ଥକଙ୍କୁ ଭେଟିଛନ୍ତି। ଅମୃତସର୍‌ସ୍ଥିତ ନିଜ ବାସଭବନରେ ସେ କେତେକ ସ୍ଥାନୀୟ କାଉନ୍‌ସିଲରଙ୍କୁ ମଧ୍ୟ ଭେଟିଥିଲେ। ସେ କଂଗ୍ରେସ ଛାଡ଼ୁନାହାନ୍ତି ବୋଲି ସମର୍ଥକମାନଙ୍କୁ...

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ ଦଳର ନେତାମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନର ଭୂମିକାରେ ରହିବାକୁ ପସନ୍ଦ କରିଛନ୍ତି।...

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି। ଭାଜପା ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌ ପୂର୍ବରୁ କଂଗ୍ରେସରେ ଥିଲେ।...

ଆର୍‌ଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ୟେଦୁରପ୍ପା: ଉପର ନିର୍ଦ୍ଦେଶକୁ ଅପେକ୍ଷା

ବେଙ୍ଗାଲୁରୁ,୨୫ା୭(ପି.ଟି.): ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପାର କର୍ନାଟକ ସଭାପତି ବି.ଏସ୍‌. ୟେଦୁରପ୍ପା ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବିକଳ୍ପ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ସେ ଦାବି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri