ଜାତୀୟ

ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା କଲେ ଯୋଗ

ନାଗପୁର, ୨୦।୬: ଜୁନ୍‌ ୨୧ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ଭାରତ ସମେତ ସାରା ଦେଶରେ ପ୍ରସ୍ତୁତି ଚାଲିଥିବାବେଳେ ଏହାପୂର୍ବରୁ ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା ଜ୍ୟୋତି ଆମନେ ଯୋଗ କରୁଥିବାର ନଜର...

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗ ଧାଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କିଛି ଦୂରରେ ବସି ମୋବାଇଲ୍‌...

ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଆତ୍ମହତ୍ୟା କଲେ ନାବାଳକ

କୋଟା,୨୦।୬: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜ୍ଞାନ ନଗରରେ ରହୁଥିବା ଫତେହଚନ୍ଦଙ୍କ ୧୨ବର୍ଷର ପୁଅ କୁଶଳ ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିବା ସମୟରେ ସେ ରୁମ୍‌ରେ ଏକୁଟିଆ...

ଗୁଜରାଟର ବହିଷ୍କୃତ ଆଇପିଏସ୍‌ଙ୍କୁ ଆଜୀବନ ଜେଲ୍‌

ଅହମ୍ମଦାବାଦ,୨୦।୬: ଗୁଜରାଟ କୋର୍ଟ ଜାମନଗର ଜେଲ୍‌ରେ ହୋଇଥିବା ଏକ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ଗୁରୁବାର ଏହି ମାମଲାରେ ବହିଷ୍କୃତ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରି ଆଜୀବନ...

ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର: ଭାରତ ମହାସାଗର ବାଟେ ଦେଶରେ ଅନୁପ୍ରବେଶ ଯୋଜନା

ନୂଆଦିଲ୍ଲୀ,୨୦।୬: ଭାରତରେ ଅନୁପ୍ରବେଶ ପାଇଁ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଭାରତ ମହାସାଗର ବାଟେ ଦେଶରେ ପ୍ରବେଶ କରିବା ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।...

ମୁଖ୍ୟମନ୍ତ୍ରୀଙ୍କ ପିଏ କହି ବିଧାୟକ ଓ ଏମ୍‌ପିଙ୍କୁ ଠକୁଥିଲେ ବିଟେକ୍‌ ଛାତ୍ର

ହାଇଦ୍ରାବାଦ,୨୦।୬: ଆନ୍ଧ୍ର ପ୍ରଦେଶରେ ବିଧାୟକଙ୍କ ସହ ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ଉକ୍ତ ସହରର ୪ଜଣ ଛାତ୍ର ବିଟେକ ପାଠପଢ଼ା ଛାଡ଼ି ନିଜର ଏକ ଗ୍ୟାଙ୍ଗ କରି ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନଁାରେ ଦଳର ବିଧାୟକଙ୍କଠାରୁ ଟଙ୍କା...

ଇମ୍ରାନଙ୍କ ଚିଠିର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ କଥା ଇମ୍ରାନ ଚାହୁଁଥିବା ବେଳେ ଆତଙ୍କବାଦକୁ ଛାଡିଲେ ଏହା ସମ୍ଭବ ହେବ ବୋଲି ମୋଦି କହିଛନ୍ତି।...

ମସ୍ତିଷ୍କ ଜ୍ୱରରେ ଗଲାଣି ୧୫୧ ଶିଶୁଙ୍କ ଜୀବନ: ଏବେ ଘାରିଛି ଶିଶୁ ବିକଳାଙ୍ଗ ହେବାର ଡର

ପାଟଣା, ୨୦।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ ୧୫୧ ଶିଶୁଙ୍କ ପ୍ରାଣ ଗଲାଣି। ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ...

ଏଏନ୍‌-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର

ଶିଲଂ,୨୦।୬: ଜୁନ୍‌ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର ମିଳିଥିବା ଜଣାପଡିଛି। ପ୍ରତିରକ୍ଷା ପ୍ରବକ୍ତା ତଥା ଓ୍ବିଙ୍ଗ କମାଣ୍ଡର ରତ୍ନାକର ସିଂ ଗୁରୁବାର...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଏମ୍‌ସି ଏମ୍‌ପି

ବଶୀରଘାଟ,୨୦।୬: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ପଶ୍ଚିମ ବଙ୍ଗର ନୁସରତ ଜହାଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଶିରଘାଟର ତୃଣମୃଳ କଂଗ୍ରେସ(ଟିଏମ୍‌ସି)ର ଏମ୍‌ପି ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି। ବୁଧବାର ତୁର୍କୀର ବୋଡରମରେ ନୁସରତ ଓ...

ଆଗକୁ ମାତ୍ର ୧୦ ଘଣ୍ଟାରେ ପହଞ୍ଚିହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୨୦।୬: ଆଗାମୀ ୪ ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ୫ ଘଣ୍ଟା କମ୍‌ କରିଦେବାକୁ ଚିନ୍ତା କରିଛି। ତେବେ ଦିଲ୍ଲୀରୁ ହାଓ୍ବଡା ମାତ୍ର ୧୨ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। ଏବେ ରାଜଧାନୀ...

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦ ସୁଦ୍ଧା ଦେଶର ୨୧ଟି ସହର ଭୂତଳ ଜଳ ଶୂନ୍ୟ ହେବାର ଆଶଙ୍କ ଦେଖାଦେଇଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri