ଜାତୀୟ

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ ଥିବା ଗଛରେ ଏକ କ୍ୟୁଆର୍‌ କୋଡ ଲଗାଇ ଦିଆଯିବ। ଯାହାକୁ ସ୍କାନ କଲେ...

 ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ ପ୍ରକାଶ...

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ କେତେକ କଲେଜ...

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ କନ୍ୟାକୁ ପୁରୁଣା ପୋଷାକ ଦେବାରୁ କନ୍ୟାଘର ପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ମୁସଲମାନ...

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ ଲାଗିଥିବା ଏହି ସାଇନ୍‌ ବୋର୍ଡରେ ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ବିଭ୍ରାନ୍ତି...

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ସେହିପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି।...

ନଦୀକୁ ଖସିଲା ବରଯାତ୍ରୀ ଗାଡି: ୭ ନିଖୋଜ

ଲକ୍ଷ୍ନୌ, ୨୦।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍‌ଅପ୍‌ ଗାଡି ନଦୀକୁ ଖସି ପଡିଛି। ଫଳରେ ୭ ଜଣ ଶିଶୁ ନିଖୋଜ ଅଛନ୍ତି। ପିକ୍‌ଅପ୍‌ରେ ୨୯ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ...

ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୨୦।୬: ମହାରାଷ୍ଟ୍ରର ସତରା ଜିଲାରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮। ସକାଳ ପ୍ରାୟ ୭ଟା ୪୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ...

୭୬ବର୍ଷ ପରେ ଜଣେ ଶିଶୁ ପାଇଁ ଖୋଲିଲା ସ୍କୁଲ

ଚେନ୍ନାଇ. ୨୦।୬: ତାମିଲନାଡୁର ଏକ ପ୍ରାଥମିକ ସ୍କୁଲ ୭୬ ବର୍ଷ ପରେ ଗୋଟିଏ ଶିଶୁ ପାଇଁ ଖୋଲିଛି। କ୍ଲୂପରାଇର ଚିନ୍ନାଇକଲ୍ଲାରର ଏହି ସ୍କୁଲ ଦ୍ରବିଡାର ଏବଂ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଚଲାଯାଏ। ୧୯୪୩ରେ ଏହି ସ୍କୁଲ ଚା’ ବଗିଚାରେ...

ପ୍ରାଇମେରୀ ସ୍କୁଲରେ ଯୋଗୀ ବାଣ୍ଟିବେ ଖଦି ପୋଷାକ

ଲକ୍ଷ୍ନୌ, ୨୦।୬: ଖଦିର ବିକାଶ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରାଇମେରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଖଦି ପୋଷାକ ବଣ୍ଟନ କରାଯିବା ଲାଗି ସରକାର ଚିନ୍ତା କରୁଛନ୍ତି। ପରୀକ୍ଷାମୂଳକ ଭାବେ ଲକ୍ଷ୍ନୌ...

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ: ପ୍ରଥମେ ଭାରତୀୟ ସେନା ଉପରେ କରିବାକୁ ହେବ ଆକ୍ରମଣ

ଶ୍ରୀନଗର,୨୦।୬: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ ରଖାଯାଇଛି। ଆତଙ୍କବାଦୀ ସଂଗଠନରେ ଯୋଗଦେବା ଲାଗି ଆବେଦନକାରୀଙ୍କ ଆଗ୍ରହ ପ୍ରଥମେ ପ୍ରମାଣ କରିବାକୁ ହେବ। ଏଥି ସକାଶେ ପ୍ରଥମେ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପଡ଼ିବ।...

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଗୁଜରାଟରେ ଦୁଇଟି ରାଜ୍ୟ ସଭା ଆସନ ଲାଗି ଅଲଗା ଉପନିର୍ବାଚନ କରିବା ନିମନ୍ତେ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଜବାବ ଦାଖଲ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri