ଜାତୀୟ

ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ

ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍‌ ପ୍ରୁଫ୍‌ ରିଡର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି...

୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର

ନୂଆଦିଲ୍ଲୀ,୨।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଫଳାଫଳ ୪ଜୁନ ରେ ଆସିବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଭାଜପାର ବିଜୟ ଦର୍ଶାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା...

୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ

ଗାଙ୍ଗ୍‌ଟକ୍‌,୨ା୬: ସିକିମ୍‌ ବିଧାନସଭା ନିର୍ବାଚନରେ ପୂର୍ବରୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ସୁପ୍ରିମୋ ପଓ୍ବନ କୁମାର ଚାମ୍‌ଲିଙ୍ଗ ଉଭୟ ପୋକ୍‌ଲୋକ କାମରଙ୍ଗ ଏବଂ ନାମଚେବୁଙ୍ଗ ଆସନରୁ ହାରିଯାଇଛନ୍ତି। ଚାମ୍‌ଲିଙ୍ଗ ପୂର୍ବରୁ ୮ ଥର ବିଧାୟକ...

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୨ା୬: ପଶ୍ଚିମବଙ୍ଗର ନଦିଆ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଜଣେ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଭାଜପା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି। ଅନ୍ୟପକ୍ଷରେ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ...

ଏକ୍ସପ୍ରେସ ଓ୍ବେରେ ଯାତ୍ରା କଲେ ଦେବେ ଅଧିକ ଟୋଲ ଫି

ନୂଆଦିଲ୍ଲୀ,୨।୬: ଏକ୍ସପ୍ରେସୱେ ବ୍ୟବହାର କରୁଥିବା ମୋଟର ଚାଳକମାନଙ୍କୁ ସୋମବାର ଠାରୁ ଅଧିକ ଟୋଲ ଫି ଦେବାକୁ ପଡିବ କାରଣ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ଦେଶରେ ଟୋଲ ଫିରେ ହାରାହାରି ୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !

ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍‌ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ...

ଫଳାଫଳ ପୂର୍ବରୁ ତିଆରି ହେଲା ମୋଦି-ଭାଜପାର କୁଣ୍ଡଳୀ, ଚମକାଉଛି କାଶୀ ପଣ୍ଡିତଙ୍କ ରିପୋର୍ଟ

ବାରାଣସୀ,୨।୬: ଦେଶରେ ଏକଜିଟ ପୋଲ ବାହାରିବା ପରେ ଜୁନ ୪ ରେ ଲୋକ ସଭା ନିର୍ବାଚନର ଫଳାଫଳ କ’ଣ ହେବ ସେନେଇ ଆଲୋଚନା ଆରମ୍ଭ ହୋଇଛି। ଗୋଟିଏ ପଟେ ଏକଜିଟ ପୋଲରେ ଏନଡିଏ ତୃତୀୟ ଥର ପାଇଁ ସଂଖ୍ୟା ଗରିଷ୍ଠତା...

ମୋଦିଙ୍କ ଆସନରେ କିଏ ମାରିବ ବାଜି, କ’ଣ କହୁଛି ଏକଜିଟ ପୋଲ, ଆଉ କିଛି ହଟ୍‌ ସିଟରେ…

ନୂଆଦିଲ୍ଲୀ,୨।୬: ଗଣତନ୍ତ୍ରର ମହାପର୍ବରେ ସାତ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସିଛି। ଅଧିକାଂଶ ଏକଜିଟ ପୋଲରେ ଭାଜପାର ବିଜୟ ପ୍ରଦର୍ଶନ କରାଯାଉଛି। ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।...

ପ୍ରେମଙ୍କ ‘କ୍ରାନ୍ତି’ରେ ଭାଜପା-କଂଗ୍ରେସ ସଫା! ଚମକାଇଦେଲା ଫଳାଫଳ

ଗ୍ୟାଙ୍ଗଟକ,୨।୬: ଲୋକ ସଭା ନିର୍ବାଚନ ୨୦୨୪ର ଏକଜିଟ ପୋଲରେ ଭାଜପା ଏପର୍ଯ୍ୟନ୍ତ ବମ୍ପର ବିଜୟ ଉତ୍ସବ ପାଳନ କରୁଥିଲାବେଳେ ଉତ୍ତର-ପୂର୍ବର ଏକ ରାଜ୍ୟ ଭାଜପାକୁ ବଡ ଝଟ୍‌କା ଦେଇଛି। ଏହି ରାଜ୍ୟ ଆଉ କେହି ନୁହେଁ ସିକ୍କିମ, ଯେଉଁଠାରେ ବିଧାନସଭା...

ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗକୁ ମିଳିବ…

ନୂଆଦିଲ୍ଲୀ,୨।୬: ମହଙ୍ଗା ଭତ୍ତା ବଢ଼ିବା ପରେ ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସିଖବର। ଏହି କର୍ମଚାରୀଙ୍କୁ ଅବସର ପରେ ମିଳୁଥିବା ଅର୍ଥ ରାଶିରେ ବୃଦ୍ଧି ହେବ। ମହଙ୍ଗା ଭତ୍ତା ୫୦ ପ୍ରତିଶତ ବୃଦ୍ଧି ହେବା ପରେ...

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି...

ପୋର୍ସେ କାର ଦୁର୍ଘଟଣା ମାମଲା: ସତ ମାନିଲେ ନାବାଳକ ଅଭିଯୁକ୍ତ !

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଛି ସତ। ନାବାଳକ ଅଭିଯୁକ୍ତ କାର ଚଳାଉଥିବା ବେଳେ ମଦ୍ୟପାନ କରିଥିବା ଏକ ଜାତୀୟ ଗଣମାଧ୍ୟମ ପ୍ରାକାଶ କରିଛି। ପୋଲିସର ପଚରାଉଚରା ବେଳେ ନାବଳକ ଜଣକ ଦୁର୍ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri