ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍କ୍ଷେପଣ କରାଯିବ। ତେବେ ଏହାପରେ ଭାରତ ସୂର୍ଯ୍ୟ, ଶୁକ୍ର ଏବଂ ମଙ୍ଗଳ ମିଶନ ଆରମ୍ଭ କରିବ। ଆସନ୍ତା ୫ରୁ...
ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ ଯାଇଥିଲେ। ପରାଜୟ ପାଇଁ ସେ ସ୍ଥାନୀୟ ନେତାଙ୍କୁ ଦୋଷ ଦେଇଛନ୍ତି। ସେମାନେ ଲୋକଙ୍କଠାରୁ...
ଓ୍ବାଶିଂଟନ୍,୧୧ା୭(ଆଇଏଏନ୍ଏସ୍): ଆମେରିକାର ଆପୋଲୋ ୧୧ ମିଶନ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୫୦ବର୍ଷ ପୂର୍ତ୍ତି ପାଳିତ ହେଉଛି। ସ୍ମାରକୀ ସ୍ବରୂପ ଏହି ମହାକାଶ ଯାନକୁ ଓ୍ବାଶିଂଟନ୍ ମନୁମେଣ୍ଟ୍ର ପୂର୍ବଭାଗରେ ପ୍ରଦର୍ଶିତ କରାଯିବ। ୩୬୩ ଫୁଟ ବିଶିଷ୍ଟ ଏହି ସଟର୍ନ ଭି ରକେଟ୍...
Page 4,665 of 4,844« First«...102030...4,6634,6644,6654,6664,667...4,6704,6804,690...»Last »
Archives
Model This Week
ପିଲାଙ୍କ ଧରିତ୍ରୀ