ଜାତୀୟ

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ ନିଜର ଗୋତ୍ର ରଖୁଛନ୍ତି। ଏହାଦ୍ୱାରା ସ୍ବାଭାବିକ ଭାବେ ପରିବେଶର ସୁରକ୍ଷା ହୁଏ ବୋଲି...

୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ

ଡେରାଡୁନ୍‌, ୧୩।୭: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୯୨୩ରେ ନିର୍ମିତ ହୋଇଥିବା ଏହି ଝୁଲା ପୋଲ ଅତି...

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ ସମ୍ମୁଖ ରାସ୍ତାରେ ଦ୍ରୁତ ଗତିରେ ଯିବା ସହିତ ଜୋର୍‌ରେ ଶବ୍ଦ କରିଥିଲା। ଏହାଦ୍ୱାରା...

ଶହୀଦ୍‌ ଦିବସ: ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୧୩।୭: ଶନିବାର ଜମ୍ମୁ-କଶ୍ମୀର ଶହୀଦ୍‌ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ତଥା ଶ୍ରୀନଗରର କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ପକ୍ଷରୁ ଗଣ୍ଡଗୋଳର ଆଶଙ୍କା କରି ଏଭଳି କରାଯାଇଥିବା କୁହାଯାଉଛି। ୧୯୩୧...

ଅଭିନନ୍ଦନଙ୍କ ନିଶକୁ କପି କରି ଅସଲି ହିରୋଙ୍କ ନକଲ କରୁଛି ବୋଲି କହିଲେ ଭୋପାଳ ପୋଲିସ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ଭୋପାଳର ପୋଲିସକର୍ମୀ କୈଳାଶ ପାଓ୍ବାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ନିଶ ଭଳି ନିଶ ରଖି ଏବେ ଆସିଛନ୍ତି ଚର୍ଚ୍ଚାକୁ। ଏହାକୁ ନେଇ କୈଳାଶ କହିଛନ୍ତି ଅସଲି ହିରୋଙ୍କ ନକଲ କରୁଛି। ଏହାସହ ଅଭିନନ୍ଦନଙ୍କ ଭଳି ନିଶ...

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ। ଶ୍ରେଣୀ ଗୃହ ନିର୍ମାଣ ମାମଲାରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ୍‌ ସିସୋଦିଆ ଏବଂ...

ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩।୭: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଭାଜପାର କେତେଜଣ ଏମ୍‌ପି। ଏମାନେ ସଂସଦ ଭବନ ପରିସରରେ ଶନିବାର ଝାଡ଼ୁ ମାରୁଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଥିବା ବଡ ବଡ ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସୁନ୍ଦରୀ ଏଜେଣ୍ଟ୍‌। ଇତିମଧ୍ୟରେ କିଛି ସେନା କର୍ମଚାରୀ ଏହି...

ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ରେଲଓ୍ବେ ଷ୍ଟେଶନରୁ ପିଲା ଚୋରି କଲେ ଦମ୍ପତି

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନରୁ ଏକ ୨ ବର୍ଷର ଶିଶୁ ଅପହରଣ ମାମାଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଶିଶୁଟିକୁ ଜଣେ ଦମ୍ପତି ଜାଣିଶୁଣି ଚୋରି କରିଥିବା...

ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ଉଦୟପୁର ଓ ଜୟପୁର

ନୂଆଦିଲ୍ଲୀ,୧୩।୭: ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ୨ ସହର ରହିଛନ୍ତି। ଏନେଇ ପର୍ଯ୍ୟଟନ ପ୍ରତିକା ଟ୍ରାଭେଲ ପ୍ଲସ୍‌ ରେଜର ମାଗାଜିନ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନର ଉଦୟପୁର ତାଲିକାରେ ୬ଷ୍ଠ ସ୍ଥାନରେ ଥିବାବେଳେ ଜୟପୁର ୧୦ମ...

ଅଧିକ ହଇରାଣ କଲେ ପତ୍ନୀଙ୍କ ସହ ଆତ୍ମହତ୍ୟା କରିବି: ଭାଜପା ବିଧାୟକ

ବରେଲି,୧୩।୭: ଭାରତୀୟ ଜନତା ପାର୍ଟି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାକ୍ଷୀ ସୋସିଆଲ ମିଡିଆରେ ତାଙ୍କ ସୁରକ୍ଷାକୁ ନେଇ ଅନୁରୋଧ କରିଥିବା...

ଉତ୍ସାହ ଆଗରେ ହାର୍‌ ମାନିଛି ବୟସ: ୯୩ ବର୍ଷ ବୟସ୍କ ବୃଦ୍ଧ ଶିଖାଉଛନ୍ତି କୁସ୍ତି ଲଢ଼ିବା

ମଦୁରାଇ,୧୩।୭: ତାମିଲନାଡୁର ମଦୁରାଇରେ ବାସ କରୁଥିବା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ ଉତ୍ସାହ ଆଗରେ ବୟସ ହାର୍‌ ମାନିଛି। ସେ ସ୍ଥାନୀୟ ଯୁବକଙ୍କୁ କୁସ୍ତି ଲଢ଼ିବା ଶିଖାଉଛନ୍ତି। ଏଠାରେ ବାସ କରୁଥିବା ପାଲାନି ନାମକ ଏହି ବୃଦ୍ଧ ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri