ଜାତୀୟ

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୁଜରାଟର ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି। ୭୫ ବର୍ଷ ବୟସ୍କ ବୃଦ୍ଧ ଗମନା...

୨୦୨୦ ନଭେମ୍ବରରେ ରାଜ୍ୟ ସଭାରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ସମ୍ଭାବନା

ନୂଆଦିଲ୍ଲୀ,୨୮।୫: ଦେଶର ୧୭ତମ ଲୋକ ସଭାରେ ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟ ସଭାରେ ଏବେ ଏନ୍‌ଡିଏର ୧୦୨ ସଦସ୍ୟ ଅଛନ୍ତି। ସେହିପି ୟୁପିଏର ୬୫ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ...

ମା’ଙ୍କୁ ବଞ୍ଚାଇବା ପାଇଁ ୬ ବର୍ଷ ବୟସ୍କା ଭାଗ୍ୟଶ୍ରୀ କରୁଛନ୍ତି ଭିକ୍ଷାବୃତ୍ତି

କୋପ୍ପାଲ,୨୮।୫: କର୍ନାଟକ କୋପ୍ପାଲରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଜଣେ ୬ ବର୍ଷ ବୟସ୍କା ନାବାଳିକା ଭିକ୍ଷାବୃତ୍ତି କରୁଛନ୍ତି। ସେ ହେଉଛନ୍ତି ଭାଗ୍ୟଶ୍ରୀ। ତାଙ୍କ ମା’ ଦୁର୍ଗାମ୍ମା ଦୀର୍ଘଦିନ ଧରି ମଦ ପିଇବା ଯୋଗୁ...

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ ସେ ଏବେ ଭାଜପାରେ ଯୋଗ ଦେବାର କୌଣସି ଯୋଜନା ନ ଥିବା ପ୍ରକାଶ...

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର...

ରୋଗ ନିରୁପଣ ପାଇଁ ବ୍ୟବହାର କରାଯାଉଛି ଜ୍ୟୋତିଷଶାସ୍ତ୍ର

ଜୟପୁର,୨୮।୫: ରାଜସ୍ଥାନ ଜୟପୁରରେ ଥିବା ‘ୟୁନିକ ସଙ୍ଗିତା ମେମୋରିଆଲ୍‌ ହସ୍ପିଟାଲ’ରେ ଏବେ ରୋଗର ନିରୁପଣ ପାଇଁ ଚିକିତ୍ସା ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରର ସାହାଯ୍ୟ ନିଆଯାଉଥିବା ଜଣାପଡିଛି। ପଣ୍ଡିତ ଏ. ଶର୍ମା କୁହନ୍ତି ସେ ଉକ୍ତ ହସ୍ପିଟାଲରେ ଦିନକୁ ୨୫-୩୦ଟି କୁଣ୍ଡଳୀ...

ରାହୁଲ କରୁଛନ୍ତି ଇସ୍ତଫା ଡ୍ରାମା: ସିପିଆଇ ରାଷ୍ଟ୍ରୀୟ ସଚିବ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଡ୍ରାମା ଜାରି ରଖିଥିବା କହିଛନ୍ତି ସିପିଆଇ ରାଷ୍ଟ୍ରୀୟ ସଚିବ ଅତୁଲ ଅନଜାନ୍‌। ରାହୁଲ କଂଗ୍ରେସକୁ ଠିକ୍‌ ମାର୍ଗରେ ପରିଚାଳିତ କରିପାରି ନାହାଁନ୍ତି।...

ମାଓବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀ: ଆଇଇଡି ବିସ୍ପୋରଣରେ ୧୫ କୋବ୍ରା ଯବାନ ଆହତ

ରାଞ୍ଚି, ୨୮।୫: ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କ ଏକ ଦଳ ଉପରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି।...

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସ୍ତାବ ଦେଇଥିଲେ ହେଁ ଏହାକୁ ଦଳର ବରିଷ୍ଠ...

ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଗୋଲେ

ଗାଙ୍ଗଟକ୍‌,୨୮ା୫(ପି.ଟି.): ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ୍‌ (ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା) ଅଧ୍ୟକ୍ଷ ପ୍ରେମ୍‌ ସିଂ ତମାଙ୍ଗ ଓରଫ ପି.ଏସ୍‌. ଗୋଲେ ସୋମବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ୧୧ ଏସ୍‌କେଏମ୍‌ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଲଜୋର...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ୮ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ,୨୮ା୫: ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହି ଉତ୍ସବରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେବେ। ଭାରତ ସରକାରଙ୍କ...

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଅତୁଲ ଗିରଫଦାରୀ ଉପରେ ସୁରକ୍ଷା ଦେବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri