ଜାତୀୟ

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ଏକ ଚିଠି ଲେଖି କଂଗ୍ରେସକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ଉର୍ମିଳା ଏକ...

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା ମାଓବାଦୀ ଶିବିରରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର କୋବ୍ରା ବାଟାଲିଅନ ମିଳିତ ସର୍ଚ୍ଚ...

କଳାସୁନା ଉଦ୍ଭାବନ କଲେ ଭାରତୀୟ ବୈଜ୍ଞାନିକ: ସୌରରଶ୍ମୀ ଅବଶୋଷକ ଭାବେ କରିବ କାର୍ଯ୍ୟ

ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)ର ବୈଜ୍ଞାନିକ ଏଭଳି ଚମତ୍କାର କରିଛନ୍ତି। ଏହାର ରଙ୍ଗ କଳା। କଳାସୁନା କାର୍ବନ ଡାଇଅକ୍ସାଇଡ୍‌...

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରଙ୍କୁ ପରାମର୍ଶ ଦେଇଛନ୍ତି। ବରଘର ଏଭଳି ସର୍ତ୍ତ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ...

ସିଦ୍ଧୁ ଦରମା ନେଉଛନ୍ତି ହେଲେ କାମ କରୁନାହାଁନ୍ତି: ଭାଜପା ନେତା

ନୂଆଦିଲ୍ଲୀ,୯।୭: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ରାଜନୈତିକ ଟଣା ଓଟରା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେବି ଲାଗି ରହିଛି। ଏହାକୁ ନେଇ ଏବେ ପଞ୍ଜାବର...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ ନୂଆ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଓ ଅଶ୍ଳୀଳ ଶଦ୍ଦର ବ୍ୟବହାର...

ଝରଣାରେ ହଠାତ୍‌ ଆସିଲା ବନ୍ୟାଜଳ: ମାନବ ଶୃଙ୍ଖଳ ଦ୍ୱାରା ଶତାଧିକ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲେ ସ୍ଥାନୀୟ ଯୁବକ

ପାଟନା,୯।୭: ବିହାର ସାସାରାମ୍‌ସ୍ଥିତ କୈମୁର ପାହାଡ଼ରୁ ବାହାରିଥିବା ଝରଣାରେ ହଠାତ୍‌ ବନ୍ୟାଜଳ ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ତୁତଲା ଭବାନୀ ମନ୍ଦିରକୁ ସୋମବାର ଶତାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ବନ୍ୟାଜଳ ଯୋଗୁ ଝରଣାର...

ନବ ନିର୍ବାଚିତ ଏମ୍‌ପିଙ୍କୁ ଟିପ୍ସ ଦେଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ,୯।୭: କଂଗ୍ରେସର ନବ ନିର୍ବାଚିତ ଏମ୍‌ପିଙ୍କୁ ସଂସଦୀୟ କାର୍ଯ୍ୟକାରିଣୀ ଓ ସଂସଦରେ ଭାଗନେବାକୁ ନେଇ ଗ୍ରୁମିଙ୍ଗ କ୍ଲାସ ନେଇଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସର ଓ୍ବାର ରୁମ୍‌ ଅର୍ଥାତ୍‌ ୧୫...

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ ସାପକୁ ଧରି ମହିଳା ଜଣଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଜୀଅନ୍ତା...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ। ସେମିତି ଜଣେ ରାଜନେତା ହେଉଛନ୍ତି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ୍‌ ଅମରିନ୍ଦର...

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏଭଳି ଗ୍ରୁପ୍‌ର ସଦସ୍ୟ ସଂଖ୍ୟା ଅଧିକ ରହୁଥିବାବେଳେ...

ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍‌-୪୭ ଚିନୁକ୍‌ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ। ୨୦୧୫ରେ ଭାରତ ୧୫ ଚିନୁକ୍‌ ସହିତ ୨୨ଟି ଆପାଚେ ହେଲିକପ୍ଟର ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri